ଯୌତୁକ ପାଇଁ ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ
ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ହୁଲୁରୁସିଂହା ଗାଁର କାହ୍ନୁ ଦେହୁରୀ ତାଙ୍କ ସ୍ତ୍ରୀଙ୍କୁ ଯୌତୁକ ପାଇଁ ହତ୍ୟା କରିବା ଅଭିଯୋଗରେ ପୋଲିସ ଗିରଫ କରିଛି। ସୂଚନା ଯେ, କାହ୍ନୁ ତାଳଚେର ଥାନା ଅନ୍ତର୍ଗତ ବାଲୁଗାଁର ନକୁଳ ବେହେରାଙ୍କ ଝିଅ ସୁପ୍ରଭାଙ୍କୁ…



