ସଟ ସର୍କିଟ ଯୋଗୁ ଜଳିଗଲା ପିକଅପ୍ ଭ୍ୟାନ୍, ଉପସ୍ଥିତ ବୁଦ୍ଧି ଯୋଗୁ ବର୍ତ୍ତିଗଲେ ଡ୍ରାଇଭର

ଅନୁଗୁଳ: ବଅଁରପାଳ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ଗୋତମରା ଓଭର୍ ବ୍ରିଜ ଉପରେ ଆଜି ସନ୍ଧ୍ୟାରେ ଏକ ପିକଅପ୍ ଭ୍ୟାନ ଜଳି ଯାଇଛି। ଏହି ଦୁର୍ଘଟଣାରୁ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ଟାଟା ଷ୍ଟିଲ…

Continue Readingସଟ ସର୍କିଟ ଯୋଗୁ ଜଳିଗଲା ପିକଅପ୍ ଭ୍ୟାନ୍, ଉପସ୍ଥିତ ବୁଦ୍ଧି ଯୋଗୁ ବର୍ତ୍ତିଗଲେ ଡ୍ରାଇଭର

କୋଇଲା ଚୋରାଚାଲାଣ ବେଳେ ମାଡ଼ି ବସିଲା ପୋଲିସ: ୪ ମୋଟର ସାଇକେଲ ଜବତ, ୪ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୋଲିସ ଆଜି ସକାଳେ ସନ୍ତରାବନ୍ଧ ଠାରେ ୪ କୋଇଲା ବୋଝେଇ ମୋଟର ସାଇକେଲ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଟାକୁଆ ଗ୍ରାମର ଋଷଭ ମାଝୀ (୩୮), ଗୌତମ ବେହେରା…

Continue Readingକୋଇଲା ଚୋରାଚାଲାଣ ବେଳେ ମାଡ଼ି ବସିଲା ପୋଲିସ: ୪ ମୋଟର ସାଇକେଲ ଜବତ, ୪ ଗିରଫ

ଜିନ୍ଦଲ ପ୍ଲାଣ୍ଟରୁ ଯନ୍ତ୍ରାଂଶ ଚୋରି ଅଭିଯୋଗ, ଜଣେ ଗିରଫ

ଛେଣ୍ଡିପଦା: ଜିନ୍ଦଲ ପ୍ଲାଣ୍ଟ ପରିସରରୁ ଚୋରି କରିବା ଅଭିଯୋଗରେ କାଳିଆ କଟା ଗାଁର ବିନୟ ପ୍ରଧାନ (୨୦)ଙ୍କୁ ନିଶା ଶିଳ୍ପାଞ୍ଚଳ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ପୋଲିସ ମୁତାବକ, ଗତ ଗୁରୁବାର ବିଳମ୍ବିତ ରାତିରେ ବିନୟ ପ୍ଲାଣ୍ଟରେ ଗଚ୍ଛିତ ଥିବା…

Continue Readingଜିନ୍ଦଲ ପ୍ଲାଣ୍ଟରୁ ଯନ୍ତ୍ରାଂଶ ଚୋରି ଅଭିଯୋଗ, ଜଣେ ଗିରଫ

ସର୍ଟ ସର୍କିଟ ଯୋଗୁଁ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୧୦ ବଖରା

ଅନୁଗୁଳ: ଅନୁଗୁଳ ବ୍ଲକ ଟାଇଁସି ଗାଁରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ୧୦ ବଖରା ଘର ଜଳିଯାଇଛି। ସୂଚନା ଅନୁଯାୟୀ, ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ସନ୍ଧ୍ୟା ପ୍ରାୟ ୬ ଟା ବେଳେ ଗାଁର ଜଗତା ସାହୁଙ୍କ ଘରେ ପ୍ରଥମେ ନିଆଁ…

Continue Readingସର୍ଟ ସର୍କିଟ ଯୋଗୁଁ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୧୦ ବଖରା

୪୦ ଲିଟର ଦେଶୀମଦସହ ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗ ଦ୍ବାରା ଗୁରୁବାର ୪୦ ଲିଯର ଦେଶୀମଦସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସୂଚନା ମୁତାବକ, କନ୍ଧବେରେଣୀ ଗାଁର ନନ୍ଦ ନାଏକ ତାଙ୍କ ବାଇକ୍(ଓଆର୧୯ଏନ୍-୮୯୧୪)ରେ ୪୦ ଲିଟର ଦେଶୀମଦ ନେଇ ଯାଉଥିବା ବେଳେ ଅନୁଗୁଳ ଅବକାରୀ ବିଭାଗ…

Continue Reading୪୦ ଲିଟର ଦେଶୀମଦସହ ଜଣେ ଗିରଫ

ଘର ସହ ଜଳିଗଲା ମାଟ୍ରିକ ଆଡମିଟ୍ କାର୍ଡ, ଜଣେ ଗୁରୁତର

ଛେଣ୍ଡିପଦା: ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ପାତ୍ରପଡ଼ାରେ ବିଦ୍ୟୁତ ସର୍ଟସର୍କିଟ ହୋଇ ଘରେ ନିଆଁ ଲାଗିବା ସହ ପୋଡ଼ି ହୋଇ ଜଣେ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ଗତ କାଲି ରାତିରେ ପାତ୍ରପଡ଼ା ଗ୍ରାମ ଗଡ଼ଭିତର ସାହିର ସଞ୍ଜୟ ଦେହୁରୀଙ୍କ ଘରେ ହଠାତ…

Continue Readingଘର ସହ ଜଳିଗଲା ମାଟ୍ରିକ ଆଡମିଟ୍ କାର୍ଡ, ଜଣେ ଗୁରୁତର

ଭୋଜି ଖାଇବାକୁ ଯାଇଥିବା ବେଳେ ବାଇକ୍ ଚୋରି, ଥାନାରେ ଅଭିଯୋଗ କଲେ ମାଲିକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ବୁଢାପଙ୍କ ଗାଁର ଜଣେ ବ୍ୟକ୍ତିଙ୍କ ବାଇକ ଚୋରି ହୋଇଥିବା ନେଇ ସେ ଅନୁଗୁଳ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ଗାଡ଼ି ମାଲିକ ଜଗଦୀଶ ସାମଲ ଏତଲା ଦେଇଛନ୍ତି। ଅଭିଯୋଗ ମୁତାବକ, ଜଗଦୀଶ ବାଇକ୍…

Continue Readingଭୋଜି ଖାଇବାକୁ ଯାଇଥିବା ବେଳେ ବାଇକ୍ ଚୋରି, ଥାନାରେ ଅଭିଯୋଗ କଲେ ମାଲିକ

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ, ତଦନ୍ତ ଆରମ୍ଭ କଲା ପୋଲିସ

ଛେଣ୍ଡିପଦା: ଅଜଣା ଗାଡ଼ି ଧକ୍କାରେ ସ୍ଥାନୀୟ ନିଶା ଶିଳ୍ପାଞ୍ଚଳ ଥାନା ମହୀତଇଳା ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ସନାତନ ରାଉତ ( ୪୨ ) ବୋଲି ଜଣାଯାଇଛି। ପୋଲିସ ମୁତାବକ, ସନାତନ ମଙ୍ଗଳବାର ରାତିରେ ଗାଁ ପୋଖରୀ ଆଡ଼କୁ…

Continue Readingଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ, ତଦନ୍ତ ଆରମ୍ଭ କଲା ପୋଲିସ

ନାଲକୋ ପୋଲିସକୁ ବଡ଼ ସଫଳତା: ଡିପିଏସ ଶିକ୍ଷକଙ୍କ ଘରୁ ଚୋରି କରିଥିବା ୪ ଅଭିଯୁକ୍ତ ଗିରଫ

ଅନୁଗୁଳ : ଶିବରାତ୍ରିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାସ କରିଛି ନାଲକୋ ପୋଲିସ। ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ସୂଚନା ମୁତାବକ, ଗତ ୧୯ ତାରିଖ ଦିନ ନାଲକୋ କଲୋନୀ (ବି -…

Continue Readingନାଲକୋ ପୋଲିସକୁ ବଡ଼ ସଫଳତା: ଡିପିଏସ ଶିକ୍ଷକଙ୍କ ଘରୁ ଚୋରି କରିଥିବା ୪ ଅଭିଯୁକ୍ତ ଗିରଫ

ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ୫୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଘଟଣାସ୍ଥଳରେ ମୃତ୍ୟୁ

ଅନୁଗୁଳ: ପାଳଲହଡ଼ା କାଇଁସିରି ପାଲି ଛକରେ ଜଣେ ବ୍ୟକ୍ତିଙ୍କ ଉପରେ ଟ୍ରକ ମାଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିବା ସହ ଚାପା ଉତ୍ତେଜନା ଲାଗି ରହିଛି। ମୃତ ବ୍ୟକ୍ତି ଜଣକ ଢେଙ୍କାନାଳ ଅଞ୍ଚଳର କୁନା…

Continue Readingସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ୫୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଘଟଣାସ୍ଥଳରେ ମୃତ୍ୟୁ