୧୨୫ ଲିଟର ଚୋରା ଦେଶୀ ମଦ ଜବତ ୪ ଗିରଫ

ଅନୁଗୁଳ: ଅନୁଗୁଳ ଅବକାରୀ ସଦର ଷ୍ଟେସନ୍ ଅଞ୍ଚଳରେ ଆଜି ଚଢ଼ାଉ କରାଯାଇ ୧୨୫ ଲିଟର ଚୋରା ଦେଶୀ ମଦ ଜବତ କରାଯିବାସହ ଏ ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି ଓ ୪ ଟି ବାଇକ୍ ଜବତ କରାଯାଇଛି। ଗିରଫ ମଦ…

Continue Reading୧୨୫ ଲିଟର ଚୋରା ଦେଶୀ ମଦ ଜବତ ୪ ଗିରଫ

ଚାଷୀଙ୍କୁ କଚାଡ଼ି ମାରିଲା ହାତୀ, ଦନ୍ତା ଆକ୍ରମଣରେ ମାସକରେ ଦ୍ଵିତୀୟ ମୃତ୍ୟୁ

ଅନୁଗୁଳ: ହାତୀ ଆକ୍ରମଣରେ ପୁଣି ଗଲା ଜଣେ ଚାଷୀଙ୍କ ଜୀବନ। ମୃତ ଚାଷୀ ହେଲେ ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବସଲା ପଞ୍ଚାୟତ ସୁନାଭୂଇଁ ଗାଁର ଦିବାକର ସାହୁ(୬୯)। ସେ ଆଜି ସକାଳେ ଘର ନିକଟରେ ଥିବା ଜମିକୁ ଯାଇଥିଲା ବେଳେ…

Continue Readingଚାଷୀଙ୍କୁ କଚାଡ଼ି ମାରିଲା ହାତୀ, ଦନ୍ତା ଆକ୍ରମଣରେ ମାସକରେ ଦ୍ଵିତୀୟ ମୃତ୍ୟୁ

ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ନାବାଳକ ସହ ଜଣେ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗେଡିଆ ଥାନା କର୍ଣ୍ଣପାଳ ଗାଁର ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ନାବାଳକ ସହ ଜଣେ ଯୁବକକୁ ପୋଲିସ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ଗତ ୨୩ ତାରିଖ ଦିନ ମହିଳା ଜଣକ ଘର ବଗିଚାରେ…

Continue Readingମହିଳାଙ୍କୁ ଅସଦାଚରଣ ଅଭିଯୋଗ, ନାବାଳକ ସହ ଜଣେ ଗିରଫ

ଅବକାରୀ ବିଭାଗର ଚଢ଼ାଉ: ବିପୁଳ ମଦ ଜବତ, ୭ ଗିରଫ

ଆଠମଲ୍ଲିକ: ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ସୋମବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବେଆଇନ ମଦ ଜବତ କରାଯାଇଛି। ଜବତ ମଦ ଭିତରେ ୧୬୭ ଲିଟର ଦେଶୀ ରନ୍ଧାମଦ, ୧୨ ଲିଟର ବିଦେଶୀ ମଦ ଓ ୫୦୦ କିଲୋ…

Continue Readingଅବକାରୀ ବିଭାଗର ଚଢ଼ାଉ: ବିପୁଳ ମଦ ଜବତ, ୭ ଗିରଫ

ମନ୍ଦିରରୁ ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ସିଦ୍ଧେଶ୍ବର ଓ ଐଶାନେଶ୍ୱର ମନ୍ଦିରରୁ ରବିବାର ରାତିରେ ଚୋରି ହୋଇଛି। ସୂଚନା ଅନୁଯାୟୀ, ଚୋରମାନେ ମନ୍ଦିରର ଦାନହୁଣ୍ଡିସହ ଦେବୀଙ୍କ ପିନ୍ଧା ଅଳଙ୍କାର ଓ ଅନ୍ୟ ପୂଜା ସାମଗ୍ରୀ ଚୋରି କରିଛନ୍ତି।…

Continue Readingମନ୍ଦିରରୁ ଚୋରି

ବିଭିନ୍ନ ଦାବି ନେଇ ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ତାଳଚେର:-ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ପକ୍ଷରୁ ୭ ଦଫା ଦାବି ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଦାବିପତ୍ର ପ୍ରଦାନ କରାଯାଇଛି। ତାଳଚେରରେ କାର୍ଯ୍ୟରତ ଏମ୍.ସି.ଏଲ୍., ଟି.ଏଫ୍.ଏଲ୍. ଏବଂ ଏନ୍.ଟି.ପି.ସି. (ତାଳଚେର ଓ କଣିହାଁ) ଇତ୍ୟାଦିରେ କାର୍ଯ୍ୟରତ…

Continue Readingବିଭିନ୍ନ ଦାବି ନେଇ ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଦିନ ଦ୍ୱିପ୍ରହରରେ ବେପାରୀଠୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା, ତଦନ୍ତ କରୁଛି ପୋଲିସ

ଅନୁଗୁଳ: ଦିନ ଦ୍ୱିପ୍ରହରରେ ସ୍ଥାନୀୟ ଶାନ୍ତି ବଜାର ନିକଟରେ ଜଣେ ବେପାରୀ ଠାରୁ ୨ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଶୁକ୍ରବାର ବଲାଶିଙ୍ଗା ବାଲି ସାହିର ବେପାରୀ ପ୍ରକାଶ ବିଶ୍ଵାଳ ଦୋକାନ ପାଇଁ ରାସନ୍ ସାମଗ୍ରୀ ନେବାକୁ ଶାନ୍ତି ବଜାର…

Continue Readingଦିନ ଦ୍ୱିପ୍ରହରରେ ବେପାରୀଠୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା, ତଦନ୍ତ କରୁଛି ପୋଲିସ

ମହିଳାଙ୍କୁ ଅସଦାଚରଣ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗେଡ଼ିଆ ଥାନା ଅଞ୍ଚଳରେ ଜଣେ ୨୪ ବର୍ଷର ମହିଳାଙ୍କୁ ଗୁରୁବାର ଅପରାହ୍ନରେ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ ମହିଳା ଥାନାରେ ଅଭିଯୋଗ କରିଛନ୍ତି ଯେ, ଗୁରୁବାର ଅପରାହ୍ନରେ ମହିଳା ଗାଁ ନିକଟରେ ଥିବା…

Continue Readingମହିଳାଙ୍କୁ ଅସଦାଚରଣ ଅଭିଯୋଗ

କୋରିଅର ବୟ କହି ଲୁଟ ଉଦ୍ୟମ

ଅନୁଗୁଳ: ଅନୁଗୁଳ ସହରରେ ଦିନକୁ ଦିନ ନୂଆ ନୂଆ ତରିକାରେ ଲୁଟପାଟ ଓ ଚୋରି ବଢ଼ି ଚାଲିଛି। ଶିମିଳିପଡ଼ା ଖ୍ରୀଷ୍ଟିଆନ ବସ୍ତିରେ ଏଭଳି ଏକ ଲୁଟ ଉଦ୍ୟମ ଦେଖିବାକୁ ମିଳିଥିଲା। ଗୋଟିଏ ଘରେ ଜଣେ ବୃଦ୍ଧା ରହୁଥିଲେ। ସ୍ବାମୀ ଓ ପୁତ୍ରର…

Continue Readingକୋରିଅର ବୟ କହି ଲୁଟ ଉଦ୍ୟମ

ଅଭିନବ ଉପାୟରେ ମୋବାଇଲ ଲୁଟ୍

ଅନୁଗୁଳ: ଅନୁଗୁଳ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ଥିବା ଏକ ପ୍ରତିଷ୍ଠିତ ହୋଟେଲ ସମ୍ମୁଖରେ ବୁଧବାର ସନ୍ଧ୍ୟା ପ୍ରାୟ ସାଢେ଼ ସାତଟାରେ ଅଭିନବ ଉପାୟରେ ମୋବାଇଲ ଲୁଟ ହୋଇଥିବା ଖବର ମିଳିଛି। ହୋଟେଲ ମାଲିକ ସଞ୍ଜୟ ଅଗ୍ରୱାଲ ସାମନା ଦୋକାନକୁ ଯାଇ…

Continue Readingଅଭିନବ ଉପାୟରେ ମୋବାଇଲ ଲୁଟ୍