ନାବାଳିକା ଅସଦବ୍ୟବହାର ଅଭିଯୋଗରେ ଯୁବକ ଗିରଫ
ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ଜଣେ ୧୫ ବର୍ଷର ନାବାଳିକାଙ୍କୁ ଅସଦ୍ ବ୍ୟବହାର କରିବା ଅଭିଯୋଗରେ ପୋଲିସ ମଙ୍ଗଳବାର ଜଣେ ଯୁବକଙ୍କୁ ଗିରଫ କରିଛି। ସୂଚନା ଯେ, ଶିବରାତ୍ରୀରେ ନାଳିକା ପାରିପରା ଗାଁର ଶିବ ମନ୍ଦିରକୁ ଯାଇଥିଲେ।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ଜଣେ ୧୫ ବର୍ଷର ନାବାଳିକାଙ୍କୁ ଅସଦ୍ ବ୍ୟବହାର କରିବା ଅଭିଯୋଗରେ ପୋଲିସ ମଙ୍ଗଳବାର ଜଣେ ଯୁବକଙ୍କୁ ଗିରଫ କରିଛି। ସୂଚନା ଯେ, ଶିବରାତ୍ରୀରେ ନାଳିକା ପାରିପରା ଗାଁର ଶିବ ମନ୍ଦିରକୁ ଯାଇଥିଲେ।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୋଲିସ ସୋମବାର ବିଳମ୍ବିତ ରାତିରେ ଚୋରା କୋଇଲା ବେଝେଇ ମିନି ଟ୍ରକ୍ ଜବତକରି ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଯେ, ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଛେଣ୍ଡିପଦା ପୋଲିସ ସନ୍ତରାବନ୍ଧ- ଟାକୁଆ ରାସ୍ତାରେ ସୋମବାର…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋଲିସ ସୋର ଜଣେ ମୋବାଇଲ ଚୋରକୁ ଗିରଫ କରିଛି। ସୂଚନା ମୁତାବକ, ଖାଲଗାଁର ବଳରାମ ଦେହୁରୀ ଗତ ୩୦ ତାରିଖରେ ବନ୍ତଳା ଛକରେ ଥିବା ତାଙ୍କ କୁକୁଡ଼ା ଦୋକାନରେ ମାଂସ କାଟୁଥିଲେ। ଏହି ସମୟରେ…
ଅନୁଗୁଳ: ଜରପଡ଼ା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ମରାତିରା ନିକଟରେ ଆଜି ସକାଳେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ମୁଳିଆ ସାହୁ ବୋଲି ଜଣାଯାଇଛି। ଖବର ପାଇ ଘଟଣାସ୍ଥଳରେ ମୃତକଙ୍କ…
ଅନୁଗୁଳ: ତାଳଚେର ଅନନ୍ତ କୋଇଲା ଖଣିରୁ ଚୋରା କୋଇଲା ବୋଝେଇ ଟ୍ରକ ସହ ଏକ ଜେସିବି ମେସିନକୁ ଜବତ କରିଛି ଓଆଇଏସଏଫ। ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଚୋରା ଟ୍ରକ ଓ ଜେସିବି ଅନନ୍ତ କୋଇଲା ଖଣି ମଧ୍ୟକୁ ପ୍ରବେଶ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବଅଁରପାଳ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରୁ ଆଲୁମିନିୟମ ବିଦ୍ୟୁତ ତାର ଚୋରି ଅଭିଯୋଗରେ ପୁଲିସ ଶୁକ୍ରବାର ୪ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ବଅଁରପାଳ ପୋଲିସ ଗୁରୁବାର ବିଳମ୍ବିତ ରାତିରେ…
ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ହୁଲୁରୁସିଂହା ଗାଁର କାହ୍ନୁ ଦେହୁରୀ ତାଙ୍କ ସ୍ତ୍ରୀଙ୍କୁ ଯୌତୁକ ପାଇଁ ହତ୍ୟା କରିବା ଅଭିଯୋଗରେ ପୋଲିସ ଗିରଫ କରିଛି। ସୂଚନା ଯେ, କାହ୍ନୁ ତାଳଚେର ଥାନା ଅନ୍ତର୍ଗତ ବାଲୁଗାଁର ନକୁଳ ବେହେରାଙ୍କ ଝିଅ ସୁପ୍ରଭାଙ୍କୁ…
ଛେଣ୍ଡିପଦା : ନାବାଳିକାକୁ ଅପହରଣ କରିବା ଅଭିଯୋଗରେ ସ୍ଥାନୀୟ ଛେଣ୍ଡିପଦା ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଟାକୁଆ ଗାଁର ସଞ୍ଜୟ ସାହୁଙ୍କ ପୁଅ ଟୁନା (୨୨) ବୋଲି ଜଣାଯାଇଛି। ସୂଚନା ଅନୁଯାୟୀ,…
ଅନୁଗୁଳ : ଅନୁଗୁଳ ଜିଲ୍ଲା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ଫୁଲପଡ଼ା ନିକଟସ୍ଥ ଭଗାମୁଣ୍ଡା ଠାରେ ଅଟୋ ଓ କାର୍ ମଧ୍ୟରେ ଦୁର୍ଘଟଣା ଘଟି ୪ ଜଣ ଆହତ ହୋଇଛନ୍ତି। ସୂଚନା ମୁତାବକ, କାରଟି ଅନୁଗୁଳ ଆଡୁ ଆସୁଥିବା ବେଳେ ଅଟୋ ମହୀଧରପୁରରୁ…
ବଅଁରପାଳ: ବଅଁରପାଳ ଥାନା ଚୋୖରୀ ଦିହ ଗାଁର ନର ହତ୍ୟାକାରୀ ପ୍ରଶାନ୍ତ କୁମାର ସାହୁଙ୍କୁ ଆଜି ଭୁବନେଶ୍ୱରରୁ ଗିରଫ କରିଛି ପୋଲିସ। ସୂଚନା ମୁତାବକ, ୨୦୧୧ ମସିହାରେ ଜଣେ ଯୁବକକୁ ହତ୍ୟା କରି ପ୍ରଶାନ୍ତ କୁମାର ସାହୁ ଜେଲ ଯାଇଥିଲେ। କିନ୍ତୁ…