ଚୋରି ମାମଲାରେ ଯୁବକ ଗିରଫ
କଣିହାଁ: ଅନୁଗୁଳ ଜିଲ୍ଲା ଏନଟିପିସି ଟାଉନ ଥାନା ଅଧୀନ ପଥରମୁଣ୍ଡା ପାଣିଟାଙ୍କି ନିକଟ ଓସିସ କଲୋନୀରେ ଚୋରି ଅଭିଯୋଗରେ ପୋଲିସ ସୋମବାର ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଖମାର ଥାନା ଅଂଚଳର କରଡ଼ାଖମନ ଗ୍ରାମର ପପୁ ବିଶ୍ୱାଳ (୩୮)।…
କଣିହାଁ: ଅନୁଗୁଳ ଜିଲ୍ଲା ଏନଟିପିସି ଟାଉନ ଥାନା ଅଧୀନ ପଥରମୁଣ୍ଡା ପାଣିଟାଙ୍କି ନିକଟ ଓସିସ କଲୋନୀରେ ଚୋରି ଅଭିଯୋଗରେ ପୋଲିସ ସୋମବାର ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଖମାର ଥାନା ଅଂଚଳର କରଡ଼ାଖମନ ଗ୍ରାମର ପପୁ ବିଶ୍ୱାଳ (୩୮)।…
ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦାକୁ ସଂଯୋଗ କରୁଥିବା ୬୩ନଂ ରାଜ୍ୟ ରାଜପଥର କୋଶଳା ସହିଦ ଅରୁଣସ୍ତମ୍ଭ ନିକଟରେ ରାସ୍ତା ତଳକୁ ଖସିଲା ଇନୋଭା କାର। ଫଳରେ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଏକ ଇନୋଭା ଅନୁଗୁଳରୁ…
ଅନୁଗୁଳ: ବଅଁରପାଳ ଥାନା ଅଧୀନ ତୁଳସୀପାଳ ଗାଁ ନିକଟ ୫୫ ନମ୍ବର ଜାତୀୟ ରାଜପଥର ବାଇପାସ୍ ରାସ୍ତାରେ ରବିବାର ରାତି ପ୍ରାୟ ୧୧ଟା ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ସିମେଣ୍ଟ ବୋଝେଇ ଟ୍ରକ (OD09 R 2489) ଅନୁଗୁଳ…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ସନ୍ତରାବନ୍ଧ ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ହଣାକଟା ହୋଇଥିବା ଜଣାପଡିଛି। ସୂଚନା ଯେ, ଗତ ରବିବାର ରାତିରେ ମୁକେଶ ନାଏକ ଓ କଷ୍ଟୁ ବେହେରାଙ୍କ ପରିବାର ମଧ୍ୟରେ ଝଗଡ଼ା…
ବଅଁରପାଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମ ନିକଟ ରିଲାନ୍ସ ସ୍ମାର୍ଟ ପଏଣ୍ଟ ପାଖରେ ଟ୍ରକ (OR 04G7544) ଓ ମାରୁତି ସୁଫିଟ କାର (OD 33W0984) ମୁହାଁମୁହିଁ ଧକ୍କା ହେବାରୁ କାରଟି ରାସ୍ତାକଡ଼ ଡ୍ରେନରେ ପଶିଯାଇଛି। ଦୁର୍ଘଟଣାରେ…
ଅନୁଗୁଳ: ଅନୁଗୁଳ ସହରର ଲକ୍ଷ୍ମୀ ବଜାର ସ୍ଥିତ ଅପସରା ଲେଡିଜ କର୍ଣ୍ଣରରୁ ରବିବାର ସକାଳେ ଏକ ୫ ଫୁଟ ଲମ୍ବା ନାଗ ସାପ ଉଦ୍ଧାର ହୋଇଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଶହଶହ ଲୋକ ଘଟଣାସ୍ଥଳରେ ଭିଡ଼…
ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ବଲଣ୍ଡାରେ ଶୁକ୍ରବାର ସକାଳ ୧୧ଟାରେ ଅନନ୍ତ କୋଲନୀର ରମଣ କୁମାର ସିଠ (୩୦)ଙ୍କୁ ଘଂଟପଡ଼ା ଗ୍ରାମର ଦେବାଶିଷ ସାହୁ, ବିକାଶ ସେଠୀ ଓ ଜିତେନ୍ଦ୍ର ପଟ୍ଟନାୟକ ଆକ୍ରମଣ କରି ସୁନାଚେନ, ମୁଦି,…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ରାଜ୍ୟ ରାଜପଥରେ ଜଣେ ଯୁବତୀଙ୍କୁ ଅଶ୍ଲୀଳ ଭାଷାରେ କମେଣ୍ଟ କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଥିବା ଅଭିଯୋଗରେ ଷଣ୍ଢପାଳ ଗାଁର ରାହୁଲ ନାଏକକୁ ଛେଣ୍ଡିପଦା ପୋଲିସ ଗିରଫ କରିଛି। ଯୁବତୀ ଜଣକ ଏକ…
ଅନୁଗୁଳ: ଅନୁଗୁଳ ସହରରେ ଚୋରଙ୍କ ଦୌରାତ୍ମ୍ୟ ଜାରି ରହିଛି। ହେମସୁରପଡା ସ୍ଥିତ ଫ୍ଲିପକାର୍ଟ ହବ୍ରୁ ରବିବାର ରାତିରେ ଦୁର୍ବୃତ୍ତମାନେ ବଡ଼ ଧରଣର ଚୋରୀ କରିଛନ୍ତି। ତାଲା ଭାଙ୍ଗି ଓ ସଟର ତୋଡ଼ି ଦୁର୍ବୃତ୍ତମାନେ ଲକର ରୁମରୁ ୭୩ ହଜାର ଟଙ୍କା ସହ…
ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅଧୀନ ହୁଲୁରିସିଙ୍ଗା ଅଞ୍ଚଳର ଅଭୟ ଚନ୍ଦ୍ର ପରିଡା (୪୦) ତାଙ୍କ ପତ୍ନୀ ଓ ସାନ ଝିଅର ନିଖୋଜ ଘଟଣା ନେଇ ସୋମବାର ଥାନାରେ ଏତଲା ଦାଖଲ କରିଛନ୍ତି। ଅଭୟଙ୍କ ଅଭିଯୋଗ ମୁତାବକ, ତାଙ୍କ ପତ୍ନୀ ଓ…