ଆକର୍ଷଣୀୟ ମେଢ଼ ଓ ତୋରଣରେ ଝଲସୁଛି ବାସନ୍ତୀ ଦୁର୍ଗା ପୂଜା ମଣ୍ଡପ
ଅନୁଗୁଳ: ଅମଲାପଡ଼ା ମା ବାସନ୍ତୀ ଦୁର୍ଗାପୂଜା ମଣ୍ଡପରେ ଆଜି ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ସକାଳ ୯ ଘଟିକା ସମୟରେ କଳସ ଯାତ୍ରା,ଦେବୀଙ୍କ ଜୀବନ୍ୟାସ,ପ୍ରାଣ ପ୍ରତିଷ୍ଠା,ଷୋଡଶ ଉପଚାର ପୂଜା,ଚଣ୍ଡୀପାଠ,ହୋମ, ଆଳତୀ ଆଦି ଅନୁଷ୍ଠିତ ହୋଇଥିଲା। ଦୁର୍ଗାପୂଜା ଅବସରରେ ୨୦ରୁ ଅଧିକ ଷ୍ଟଲ…
