ଆଠମଲ୍ଲିକ ଅଧିଷ୍ଠାତ୍ରୀ ଦେବୀ ମା’ ମାହେଶ୍ୱରୀଙ୍କ ଦୋଳ ଯାତ୍ରା, ପାଲିଙ୍କିରେ ନଗର ପରିକ୍ରମା କଲେ ଦେବୀ

ଆଠମଲ୍ଲିକ:  ଆଠମଲ୍ଲିକ ଅଧିଷ୍ଠାତ୍ରୀ ଦେବୀ ମା' ମାହେଶ୍ୱରୀଙ୍କ ଦୋଳ ଯାତ୍ରା ଗତ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏଥିସହ ପାଲିଙ୍କିରେ ମା' ନଗର ପରିକ୍ରମା କରି ମେଳଣ ମଣ୍ଡପରେ ବିଜେ ହୋଇଛନ୍ତି। ମା'ଙ୍କ ଦୋଳଯାତ୍ରା ଉପଲକ୍ଷେ ଦେବୋତ୍ତର ବିଭାଗ ପକ୍ଷରୁ ମନ୍ଦିରକୁ ସାଜସଜା…

Continue Readingଆଠମଲ୍ଲିକ ଅଧିଷ୍ଠାତ୍ରୀ ଦେବୀ ମା’ ମାହେଶ୍ୱରୀଙ୍କ ଦୋଳ ଯାତ୍ରା, ପାଲିଙ୍କିରେ ନଗର ପରିକ୍ରମା କଲେ ଦେବୀ

ଅନୁଗୁଳରେ ଦୋଳପୂର୍ଣ୍ଣିମା

ଅନୁଗୁଳ: ସ୍ଥାନୀୟ ମଦନମୋହନ ମନ୍ଦିରରେ ଦୋଳପର୍ବ ନୀତି କାନ୍ତି ସହ ପାଳିତ ହୋଇଯାଇଛି। ସକାଳୁ ମନ୍ଦିରରେ ନୀତି କାନ୍ତି ସହ ପୂଜାର୍ଚ୍ଚନା ଭୋଗ ଆଦି ଲାଗି ହେବାପରେ ଅପରାହ୍ନରେ ଶ୍ରୀ ରାଧା ଓ ମଦନମୋହନଙ୍କୁ ସୁସଜ୍ଜିତ ପାଲିଙ୍କିରେ ଦୋଳ ମଣ୍ଡପକୁ ନିଆ…

Continue Readingଅନୁଗୁଳରେ ଦୋଳପୂର୍ଣ୍ଣିମା

ମା’ ବାସନ୍ତୀ ଦୁର୍ଗା ପୂଜା ପାଇଁ ଭୂମି ପୂଜନ ଶେଷ, ଆସନ୍ତା ୨୭ ରୁ ଆରମ୍ଭ ହୋଇ ୩୧ ଯାଏଁ ଚାଲିବ

ଅନୁଗୁଳ: ଆଜି ସ୍ଥାନୀୟ ବାସନ୍ତୀ ଦୁର୍ଗା ପୂଜା ପାଇଁ ମାଟି ଉଠାଯାଇଛି। ଚଳିତବର୍ଷ ଖୁବ୍ ଧୁମଧାମରେ ମା'ଙ୍କର ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି ପୂଜା କମିଟିର ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ ଓ ଉପଦେଷ୍ଟା ପ୍ରଦୀପ ଦେବତା ସୂଚନା…

Continue Readingମା’ ବାସନ୍ତୀ ଦୁର୍ଗା ପୂଜା ପାଇଁ ଭୂମି ପୂଜନ ଶେଷ, ଆସନ୍ତା ୨୭ ରୁ ଆରମ୍ଭ ହୋଇ ୩୧ ଯାଏଁ ଚାଲିବ

ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଅଗ୍ନିଗଙ୍ଗା ମା’ ଠାକୁରାଣୀ ଯାତ୍ରା ପ୍ରସ୍ତୁତି ବୈଠକ

କୋରାପୁଟ: କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତ ବନ୍ଧୁଗାଁ ବ୍ଲକର ନୀଲାବାଡ଼ି ଗ୍ରାମ ଶ୍ରୀ ଶ୍ରୀ ଶ୍ରୀ ଅଗ୍ନିଗଙ୍ଗା ମା' ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଆଜି ଯାତ୍ରା ମଣ୍ଡପ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ଯାତ୍ରା କମିଟି ଅଧ୍ୟକ୍ଷ ତଥା ବନ୍ଧୁଗାଁ ତହସିଲଦାର…

Continue Readingଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଅଗ୍ନିଗଙ୍ଗା ମା’ ଠାକୁରାଣୀ ଯାତ୍ରା ପ୍ରସ୍ତୁତି ବୈଠକ

ବାହୁଚାରୀ ମାତାଙ୍କ ବାର୍ଷିକ ମହୋତ୍ସବ ଆରମ୍ଭ, ଦୁଇ ଦିନ ଧରି ଟାଉନ୍ ହଲରେ ଚାଲିବ ପୂଜା ପାଠ

ଅନୁଗୁଳ: ଅନୁଗୁଳ ଟାଉନ ହଲରେ ବାହୁଚାରୀ ମାତାଙ୍କ ବାର୍ଷିକ ମହୋତ୍ସବ ଅନୁଷ୍ଠତି ହୋଇଛି। ସୂଚନା ମୁତାବକ, ବାହୁଚାରୀ ମାତାଙ୍କ ବାର୍ଷିକ ମହୋତ୍ସବ ପାଇଁ ପ୍ରଥମେ ଟାଉନ୍ ହଲ୍ ଠାରୁ କିନ୍ନରମାନେ କଳସ ଧରି ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିଥିଲେ।…

Continue Readingବାହୁଚାରୀ ମାତାଙ୍କ ବାର୍ଷିକ ମହୋତ୍ସବ ଆରମ୍ଭ, ଦୁଇ ଦିନ ଧରି ଟାଉନ୍ ହଲରେ ଚାଲିବ ପୂଜା ପାଠ

ଶିମିଳିପଡା ଶିଶୁ ଉଦ୍ୟାନରେ ନେତାଜୀ ଜୟନ୍ତୀ

ଅନୁଗୁଳ: ଶିମିଳିପଡା ନେତାଜୀ ଶିଶୁ ଉଦ୍ୟାନରେ ସୁଭାଷ ଚନ୍ଦ୍ର ବୋଷ ବା ନେତାଜୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏ ଅବସରରେ ସ୍ଥାନୀୟ ଲିଟିଲ ହାର୍ଟସ ଟଡଲର୍ସ ଏକାଡେମୀ ପକ୍ଷରୁ ସ୍କୁଲର ଭାଇସ ପ୍ରିନ୍ସପାଲ ଅଜୟ କୁମାର ବେହେରାଙ୍କ ନେତୃତ୍ୱରେ ସହକାରୀ ଶିକ୍ଷକ…

Continue Readingଶିମିଳିପଡା ଶିଶୁ ଉଦ୍ୟାନରେ ନେତାଜୀ ଜୟନ୍ତୀ

ଲିଟିଲ ହାର୍ଟସରେ ମକର ପର୍ବ ଓ ଗୁଡି ଉଡା

ଅନୁଗୁଳ: କୁଇଓ ସ୍ଥିତ ଲିଟିଲ ହାର୍ଟସ ଟଡ଼ଲର୍ସ ଏକାଡେମୀରେ ମକର ସଂକ୍ରାନ୍ତି ଓ ଗୁଡି ଉଡା ପର୍ବ ପାଳିତ ହୋଇଯାଇଛି। ଓଡ଼ିଆ ପରମ୍ପରାରେ ମକର ସଂକ୍ରାନ୍ତିର ମହତ୍ୱ, ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି,ଶ୍ରୀ ଜଗନ୍ନାଥଙ୍କ ନିକଟରେ ମକର ଚାଉଳ ଭୋଗ ଆଦି ସମ୍ପର୍କରେ…

Continue Readingଲିଟିଲ ହାର୍ଟସରେ ମକର ପର୍ବ ଓ ଗୁଡି ଉଡା

ନୂଆ ବର୍ଷରେ ମନ୍ଦିରରେ ଭକ୍ତଙ୍କ ଭିଡ଼

ଅନୁଗୁଳ: ଅନେକଙ୍କ ବିଶ୍ୱାସ ରହିଛି ସେ ଓଡ଼ିଆ ଅବା ଇଂରାଜୀ ନୂଆ ବର୍ଷ ହେଉ ପ୍ରଥମ ଦିନଟି ଯେଭଳି କଟିବ ବର୍ଷ ସାରା ସେହିଭଳି କଟିବ। ଯୋଗକୁ ଆଜି ନୂଆ ବର୍ଷରେ ଶାମ୍ବ ଦଶମୀ ପଡିଥିଲା। ସକଳ ଶକ୍ତିର ଆଧାର ସୂର୍ଯ୍ୟ…

Continue Readingନୂଆ ବର୍ଷରେ ମନ୍ଦିରରେ ଭକ୍ତଙ୍କ ଭିଡ଼

ନୂଆ ବର୍ଷରେ କୁକୁଟେଶ୍ଵର ମନ୍ଦିରରେ ବିଶ୍ଵଶାନ୍ତି ଯଜ୍ଞ, ଯୋଗ ଦେଲେ ୫୦ ହଜାର ଲୋକ

ଅନୁଗୁଳ: ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଅନୁଗୁଳ ବ୍ଲକ ତୁମୁଣୀ କୁକୁଟେଶ୍ଵର ମନ୍ଦିରରେ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠତି ହୋଇଛି। ଇଂରାଜୀ ନବ ବର୍ଷ ଆରମ୍ଭରେ ପାଳିତ ହୋଇ ଆସୁଥିବା ଏହି ଯଜ୍ଞରେ ଚଳିତ ବର୍ଷ ପ୍ରାୟ ୫୦ ହଜାର ଲୋକଙ୍କ…

Continue Readingନୂଆ ବର୍ଷରେ କୁକୁଟେଶ୍ଵର ମନ୍ଦିରରେ ବିଶ୍ଵଶାନ୍ତି ଯଜ୍ଞ, ଯୋଗ ଦେଲେ ୫୦ ହଜାର ଲୋକ

ସାତକୋଶିଆ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା

ଅନୁଗୁଳ: ସଭାଘର ପରିସରରେ ଆୟୋଜିତ ସାତକୋଶିଆ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାକୁ ଉଦଘାଟନ କରିଥିଲେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ ଜଗନ୍ନାଥ ଓ ଓଡିଶୀ ନୃତ୍ୟ ପାଇଁ ଆମ ରାଜ୍ୟର ସାରା ବିଶ୍ୱରେ ପରିଚୟ ରହିଛି ବୋଲି ଶ୍ରୀ ରାୟ ନିଜ…

Continue Readingସାତକୋଶିଆ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା