ସରିଲା ଦେବ ଦମ୍ପତିଙ୍କ ବିବାହ, ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କଲେ ଶିବ-ପାର୍ବତୀ

ଆଠମଲ୍ଲିକ: ଆଠମଲ୍ଲିକ ଉପଖଣ୍ଡର ୯ ନମ୍ବର ୱାର୍ଡ ରାମେଶ୍ୱର ପାଟଣା ଠାରେ ଥିବା ଶିବ ମନ୍ଦିରରେ ଶିବ ବିବାହ ମହା ଆଡ଼ମ୍ବରରେ ପାଳିତ ହୋଇଛି। ଏ ଅବସରରେ ଦେବ ଦମ୍ପତି ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ। ରୁଦ୍ରାଭିଷେକ କାର୍ଯ୍ୟକ୍ରମରେ ସୁଶାନ୍ତ କୁମାର…

Continue Readingସରିଲା ଦେବ ଦମ୍ପତିଙ୍କ ବିବାହ, ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କଲେ ଶିବ-ପାର୍ବତୀ

ରାଣୀଗୋଡ଼ାରେ ଶୀତଳ ଷଷ୍ଠୀ ପାଳିତ: ମହାଦେବଙ୍କୁ ବିବାହ କଲେ ଆଦି ମାତା

ଅନୁଗୁଳ: ବୁଧବାର ସହର ଉପକଣ୍ଠ ରାଣୀଗୋଡ଼ା ଗ୍ରାମର ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମହାଦେବଙ୍କ ସହିତ ଆଦିମାତା ପାର୍ବତୀଙ୍କର ଶୁଭ ପରିଣୟର ଉନବିଂଶ ବାର୍ଷିକ ଉତ୍ସବ ଓ ଶୀତଳଷଷ୍ଠୀ ଯାତ୍ରା ମହା ଆଡ଼ମ୍ବରରେ ପାଳିତ ହୋଇଛି। ଉତ୍ସବରେ ସମସ୍ତ ରୀତିନୀତି ଅନୁସାରେ ବିଧି…

Continue Readingରାଣୀଗୋଡ଼ାରେ ଶୀତଳ ଷଷ୍ଠୀ ପାଳିତ: ମହାଦେବଙ୍କୁ ବିବାହ କଲେ ଆଦି ମାତା

ଖମାର ଚନ୍ଦନ ଯାତ୍ରା ଉତ୍ସବର ଚତୁର୍ଥ ସନ୍ଧ୍ଯା: ମଣ୍ଟୁ ଛୁରିଆଙ୍କ ଗୀତରେ ଝୁମିଲେ ଦର୍ଶକ

ଖମାର: ଚାଲିଛି ଖମାର ଚନ୍ଦନ ଯାତ୍ରା ଉତ୍ସବ। ଉତ୍ସବର ଚତୁର୍ଥ ସନ୍ଧ୍ଯାରେ ଓଲିଉଡ ଗାୟକ ମଣ୍ଟୁ ଛୁରିଆଙ୍କ ଗୀତରେ ମନ ଭରି ଝୁମିଛନ୍ତି ଦର୍ଶକ। ହଜାର ହଜାର ଦର୍ଶକଙ୍କ ଗହଣରେ ମଣ୍ଟୁ ଛୁରିଆ ଓ ତାଙ୍କ ଟିମ୍ ସଂଗୀତ ପରିବେଷଣ କରିଥିରେ।…

Continue Readingଖମାର ଚନ୍ଦନ ଯାତ୍ରା ଉତ୍ସବର ଚତୁର୍ଥ ସନ୍ଧ୍ଯା: ମଣ୍ଟୁ ଛୁରିଆଙ୍କ ଗୀତରେ ଝୁମିଲେ ଦର୍ଶକ

୧୧ ରେ ବଇଣ୍ଡା ଚନ୍ଦନ ଯାତ୍ରା, ସରିଲା ପ୍ରସ୍ତୁତି ବୈଠକ

ବଇଣ୍ଡା: ଅନୁଗୁଳ ଜିଲ୍ଲାର ପ୍ରସିଦ୍ଧ ବଇଣ୍ଡା ଚନ୍ଦନ ଯାତ୍ରା ଆସନ୍ତା ୧୧ ତାରିଖରେ ଅନୁଷ୍ଠିତ ହେବ। ଏ ନେଇ ବୁଧବାର ବଇଣ୍ଡା ସାପ୍ତାହିକ ହାଟ ପଡିଆରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଯାତ୍ରା କମିଟିର ସଭାପତି ପ୍ରତାପ ପ୍ରଧାନଙ୍କ ସଭାପତିତ୍ବରେ…

Continue Reading୧୧ ରେ ବଇଣ୍ଡା ଚନ୍ଦନ ଯାତ୍ରା, ସରିଲା ପ୍ରସ୍ତୁତି ବୈଠକ

ଦଶମୀ ପୂର୍ଣ୍ଣାହୁତି ସହ ବାସନ୍ତୀକ ଦୁର୍ଗାପୂଜା ସମ୍ପନ୍ନ

ଅନୁଗୁଳ: ଅମଲାପଡା ମା ବାସନ୍ତୀ ଦୁର୍ଗା ପଡ଼ିଆରେ ଆୟୋଜିତ ବାସନ୍ତିକ ଦୁର୍ଗତ୍ସବ ଶୁକ୍ରବାର ସମ୍ପନ୍ନ ହୋଇଯାଇଛି। ସକାଳ ବେଳା ସୂର୍ଯ୍ୟ ପୂଜା ,ଗୋ ପୂଜା,ଅପରାଜିତା ପୂଜା ପରେ ସନ୍ଧ୍ୟାରେ ଚରୁ ବିତରଣ ଓ ପୂର୍ଣ୍ଣାହୁତି ଆଦି ଅନୁଷ୍ଠିତ ହୋଇଥିଲା। ଚଳିତ ଥର…

Continue Readingଦଶମୀ ପୂର୍ଣ୍ଣାହୁତି ସହ ବାସନ୍ତୀକ ଦୁର୍ଗାପୂଜା ସମ୍ପନ୍ନ

ବାସନ୍ତୀଙ୍କ ମହାନବମୀରେ ନବ କୁମାରୀ ପୂଜା

ଅନୁଗୁଳ: ଅମଲାପଡ଼ା ମା ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ ମହାନବମୀ ଅବସରରେ ସକାଳେ ସୂର୍ଯ୍ୟ ପୂଜା,ଗୋ ପୂଜା,ମହାଚଣ୍ଡି ଯଜ୍ଞ,ଆଳତୀ ଆଦି ଅନୁଷ୍ଠିତ ହୋଇଥିଲା। ଏହାପରେ ଦିନ ଏଗାରଟା ସମୟରେ ନବକୁମାରୀ ପୂଜା ଅନୁଷ୍ଠିତ ହୋଇଥିଲା। କୁନିକୁନି ୯ଜଣ କନ୍ୟା ମାନଙ୍କୁ ଦେବୀଙ୍କ…

Continue Readingବାସନ୍ତୀଙ୍କ ମହାନବମୀରେ ନବ କୁମାରୀ ପୂଜା

ବାସନ୍ତୀ ଦୁର୍ଗାପୂଜା: ମୀନା ବଜାର,ଫୁଡଷ୍ଟଲ ଓ ଡ୍ୟାନସ୍ ମୁଖ୍ୟ ଆକର୍ଷଣ

ଅନୁଗୁଳ: ଅମଲାପଡ଼ା ମା ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ ଦେବୀଙ୍କ ବାସନ୍ତିକ ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ସକାଳେ ସୂର୍ଯ୍ୟପୂଜା,ଗୋ ପୂଜା,ଚଣ୍ଡୀ ପାଠ ହୋମ ଆଳତୀ ଆଦି କ୍ରମାନ୍ୱୟରେ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଶହ ଶହ ଶ୍ରଦ୍ଧାଳୁ ଦେବୀ ଦର୍ଶନ କରିବା…

Continue Readingବାସନ୍ତୀ ଦୁର୍ଗାପୂଜା: ମୀନା ବଜାର,ଫୁଡଷ୍ଟଲ ଓ ଡ୍ୟାନସ୍ ମୁଖ୍ୟ ଆକର୍ଷଣ

ଆକର୍ଷଣୀୟ ମେଢ଼ ଓ ତୋରଣରେ ଝଲସୁଛି ବାସନ୍ତୀ ଦୁର୍ଗା ପୂଜା ମଣ୍ଡପ

ଅନୁଗୁଳ: ଅମଲାପଡ଼ା ମା ବାସନ୍ତୀ ଦୁର୍ଗାପୂଜା ମଣ୍ଡପରେ ଆଜି ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ସକାଳ ୯ ଘଟିକା ସମୟରେ କଳସ ଯାତ୍ରା,ଦେବୀଙ୍କ ଜୀବନ୍ୟାସ,ପ୍ରାଣ ପ୍ରତିଷ୍ଠା,ଷୋଡଶ ଉପଚାର ପୂଜା,ଚଣ୍ଡୀପାଠ,ହୋମ, ଆଳତୀ ଆଦି ଅନୁଷ୍ଠିତ ହୋଇଥିଲା। ଦୁର୍ଗାପୂଜା ଅବସରରେ ୨୦ରୁ ଅଧିକ ଷ୍ଟଲ…

Continue Readingଆକର୍ଷଣୀୟ ମେଢ଼ ଓ ତୋରଣରେ ଝଲସୁଛି ବାସନ୍ତୀ ଦୁର୍ଗା ପୂଜା ମଣ୍ଡପ

ବିଲ୍ଵବରଣ ସହ ମା ବାସନ୍ତୀ ଦୁର୍ଗା ପୂଜା ଆରମ୍ଭ

ଅନୁଗୁଳ: ଆଜି ଅପରାହ୍ନରେ ମା ବାସନ୍ତୀ।ଦୁର୍ଗା ପୂଜା କମିଟି ଅମଲା ପଡ଼ା ପକ୍ଷରୁ ବିଲ୍ଵବରଣ ଆୟୋଜିତ ହୋଇଥିଲା। ବେଲ ଗଛକୁ ନିତିକାନ୍ତି ସହ ପୂଜାର୍ଚ୍ଚନା ପରେ ଦେବୀଙ୍କ ପ୍ରତିମୂର୍ତ୍ତିରେ ଚକ୍ଷୁ ଦାନ କରାଯାଇଥିଲା। ଚକ୍ଷୁଦାନ ପରେ ଦେବୀଙ୍କ ମୁହଁର ଆଭରଣ ଖୋଲାଯାଇ…

Continue Readingବିଲ୍ଵବରଣ ସହ ମା ବାସନ୍ତୀ ଦୁର୍ଗା ପୂଜା ଆରମ୍ଭ

ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ସୁପ୍ରସିଦ୍ଧ ଜନ୍ତାଳ ପର୍ବ ପାଳିତ, ପତିଆରଙ୍କୁ ଦେବୀ ରୂପରେ ଷୋଡଶୋପଚାରରେ କରାଗଲା ପୂଜା

ତାଳଚେର: ତାଳଚେରର ଗୋପାଳପ୍ରସାଦସ୍ଥିତ ମା’କୁଟେଇଶୁଣୀ ପୀଠରେ ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ସୁପ୍ରସିଦ୍ଧ ଜନ୍ତାଳ ପର୍ବ ପାଳିତ ହୋଇଛି। ଦିନରେ ଦେହୁରୀଙ୍କ ଘରୁ ମା’ ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ ଏକ ଭବ୍ୟ ଶୋଭାଯାତ୍ରାରେ କୁଟେଇଶୁଣି ମଣ୍ଡପକୁ ଅଣାଯାଇଥିଲା। ସେଠାରେ…

Continue Readingଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ସୁପ୍ରସିଦ୍ଧ ଜନ୍ତାଳ ପର୍ବ ପାଳିତ, ପତିଆରଙ୍କୁ ଦେବୀ ରୂପରେ ଷୋଡଶୋପଚାରରେ କରାଗଲା ପୂଜା