ବସନ୍ତିକ ଦୁର୍ଗା ପାର୍ବଣରେ ନବକୁମାରୀ ପୂଜା

ଅନୁଗୁଳ: ଅନୁଗୁଳ ଅମଲାପଡ଼ା ମା' ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ ବାସନ୍ତିକ‌ ଦୁର୍ଗା ପାର୍ବଣ ଅବସରରେ ରବିବାର ନବକୁମାରୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ସକାଳେ ହୋମ ଯଜ୍ଞ ନିତିକାନ୍ତି ସହ ଷୋଡଶ ଉପଚାରରେ ପୂଜା ପରେ ଅପରାହ୍ନରେ ନବ…

Continue Readingବସନ୍ତିକ ଦୁର୍ଗା ପାର୍ବଣରେ ନବକୁମାରୀ ପୂଜା

ଦର୍ଶନ ଦେଲେ ମା’: ଚିହ୍ନଟ ହେଲା ଅଗ୍ନିରୂପା ହିଙ୍ଗୁଳାଙ୍କ ଉଭାସ୍ଥଳୀ

ତାଳଚେର: ବୁଧବାର ନିଶାର୍ଦ୍ଧରେ ଚିହ୍ନଟ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ କ୍ଳାଳାମୁଖୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ। ଗତକାଲି ମଧ୍ୟରାତ୍ରରେ ଦେହୁରୀ ମା’ଙ୍କୁ ଶାବରୀ ମନ୍ତ୍ରରେ ଆରାଧନା କରି ବଶୀଭୂତ କରିଥିଲେ। ଏହା ପରେ କୋଇଲା ସଂଯୋଗ କରି ମା’ଙ୍କ ଉଭାସ୍ଥଳୀ…

Continue Readingଦର୍ଶନ ଦେଲେ ମା’: ଚିହ୍ନଟ ହେଲା ଅଗ୍ନିରୂପା ହିଙ୍ଗୁଳାଙ୍କ ଉଭାସ୍ଥଳୀ

ମା’ ବାସନ୍ତୀ ଦୁର୍ଗାଙ୍କ ଷଷ୍ଠୀପୂଜା ଆଜି

ଅନୁଗୁଳ: ଅନୁଗୁଳ ସ୍ଥାନୀୟ ଅମଲାପଡ଼ା ସ୍ଥିତ ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ ଆଜିଠାରୁ ମା’ ଦୁର୍ଗାଙ୍କର ଷଷ୍ଠୀପୂଜା ଆରମ୍ଭ ହେବ। ସପ୍ତମୀରେ ସପ୍ତମୀ ପୂଜା, ଅଷ୍ଟମୀରେ ଅଷ୍ଟମୀ ପୂଜା, ନବମୀରେ ନବକୁମାରୀ ପୂଜା ଓ ଦଶମୀରେ ବିଜୟା ଦଶମୀ ଏବଂ ପୂର୍ଣ୍ଣାହୁତି…

Continue Readingମା’ ବାସନ୍ତୀ ଦୁର୍ଗାଙ୍କ ଷଷ୍ଠୀପୂଜା ଆଜି

ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ଜନ୍ତାଳ ପର୍ବ ପାଳିତ

ଅନୁଗୁଳ : କରୋନା ଯୋଗୁ ଗତ ୨ ବର୍ଷ ହେଲାଣି ବନ୍ଦ ଥିବା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଜନ୍ତାଳ ପର୍ବ ଆଜି ରୀତି ନୀତି ଅନୁସାରେ ପାଳିତ ହୋଇଛି। ଏ ଅବସରରେ ଆଜି ଦେହୁରୀଙ୍କ ଘରୁ…

Continue Readingଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ଜନ୍ତାଳ ପର୍ବ ପାଳିତ

୨୨ରୁ ମାଲ୍ୟଗିରି ମହୋତ୍ସବ: ତିନିଦିନ ଧରି ଦୁଲୁକିବ ପାଳଲହଡ଼ା

ଅନୁଗୁଳ: ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହେବ ଦ୍ଵିତୀୟ ମାଲ୍ୟଗିରି ମହୋତ୍ସବ । ପାଳଲହଡ଼ା ଷ୍ଟାଡିୟମ୍‌ରେ ୩ ଦିନ ବ୍ୟାପୀ ଏହି ମହୋତ୍ସବ ଅନୁଷ୍ଠିତ ହେବ। ଏହାକୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ସୋମବାର ଏକ ପ୍ରସ୍ତୁତି ବୈଠକ…

Continue Reading୨୨ରୁ ମାଲ୍ୟଗିରି ମହୋତ୍ସବ: ତିନିଦିନ ଧରି ଦୁଲୁକିବ ପାଳଲହଡ଼ା

ମା’ବାୟାଣୀ ଯାତ୍ରାରେ ୫୦ ହଜାର ଭକ୍ତଙ୍କ ସମାଗମ

ଅନୁଗୁଳ:ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ପାତ୍ରପଡା ଗ୍ରାମର ମା’ ବାୟାଣୀଙ୍କ ବାର୍ଷିକ ପୂଜା ଓ ଯାତ୍ରା ରବିବାର ଗ୍ରାମବାସୀଙ୍କ ସହଯୋଗରେ ପାଳିତ ହୋଇଯାଇଛି । ଚଳିତ ବର୍ଷ କରୋନା କଟକଣା ନଥିବାରୁ ଯାତ୍ରାରେ ପ୍ରାୟ ୫୦ ହଜାର ଭକ୍ତଙ୍କ ସମାଗମ…

Continue Readingମା’ବାୟାଣୀ ଯାତ୍ରାରେ ୫୦ ହଜାର ଭକ୍ତଙ୍କ ସମାଗମ

୧୫ରୁ ହିଙ୍ଗୁଳା ଯାତ୍ରା: ମା’ ଅଗ୍ନିରୂପାଙ୍କୁ ଦର୍ଶନ କରିବେ ଭକ୍ତ

ଅନୁଗୁଳ: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା ଓ ୧୮ତମ ଲୋକ ମହୋତ୍ସବ ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହେବ । ଗୋପାଳପ୍ରସାଦ ସ୍ଥିତ ମା’ଙ୍କ ପୀଠ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ତଥା ମା’…

Continue Reading୧୫ରୁ ହିଙ୍ଗୁଳା ଯାତ୍ରା: ମା’ ଅଗ୍ନିରୂପାଙ୍କୁ ଦର୍ଶନ କରିବେ ଭକ୍ତ

ଅଷ୍ଟଦୋଳରେ ଗାଁ ବୁଲିଲେ ରାଧାକୃଷ୍ଣ, ମେଲୋଡ଼ିରେ ଝୁମିଲେ ଲୋକେ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ସୋଲଡା ଗାଁରେ ଅଷ୍ଟଦୋଳ ଯାତ୍ରା ଧୁମ୍ ଧାମରେ ପାଳିତ ହୋଇଛି। ଯାତ୍ରା ପାଇଁ ସୋମବାର ଅପରାହ୍ନରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ଏକ ସୁସଜ୍ଜିତ ବିମାନରେ ଗାଁ ପରିକ୍ରମା କରାଯାଇଥିଲା। ଶୋଭାଯାତ୍ରାରେ ରୋଡାସର ଓ ଡଅଁରା…

Continue Readingଅଷ୍ଟଦୋଳରେ ଗାଁ ବୁଲିଲେ ରାଧାକୃଷ୍ଣ, ମେଲୋଡ଼ିରେ ଝୁମିଲେ ଲୋକେ

ଅନୁଗୁଳରେ ବିଶ୍ଵ ନାଟ୍ୟ ଦିବସ ପାଳିତ

ଅନୁଗୁଳ: ସ୍ଥାନୀୟ କଳାକାର ଭବନ ଠାରେ ରବିବାର ବିଶ୍ଵ ନାଟ୍ୟ ଦିବସ ପାଳିତ ହୋଇଯାଇଛି। କବୟିତ୍ରୀ ଇନ୍ଦିରା ଦାଶଙ୍କ ମଞ୍ଚ ପରିଚାଳନାରେ ଆୟୋଜିତ ଏହି ସମାରୋହରେ ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାୟକ ମୁଖ୍ୟ ଅତିଥି, ଡା ଶାନ୍ତନୁ କୁମାର ସର…

Continue Readingଅନୁଗୁଳରେ ବିଶ୍ଵ ନାଟ୍ୟ ଦିବସ ପାଳିତ

ଘଣ୍ଟପଡା ଭାଗବତ ଟୁଙ୍ଗିର ୨୦ତମ ବାର୍ଷିକ ଭାଗବତ ପାରାୟଣ ଅନୁଷ୍ଠିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଘଣ୍ଟପଡା ଗ୍ରାମ ବୈଷ୍ଣବ ରଗୁଡି ନିକଟସ୍ଥ ଭାଗବତ ଟୁଙ୍ଗୀ ପରିସରରେ ୨୦ତମ ବାର୍ଷିକ ଭାଗବତ ପାରାୟଣ ସପ୍ତାହ ରବିବାର ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟହ ସଂଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମରେ ବ୍ରାହ୍ମଣୀଦେଇ ଆଶ୍ରମର ସ୍ଵାମୀ ସଚ୍ଚିଦାନନ୍ଦ…

Continue Readingଘଣ୍ଟପଡା ଭାଗବତ ଟୁଙ୍ଗିର ୨୦ତମ ବାର୍ଷିକ ଭାଗବତ ପାରାୟଣ ଅନୁଷ୍ଠିତ