ମନ୍ଦରଗିରି ପାହାଡ ଓ ନିଆରା ପରମ୍ପରା
ଅନୁଗୁଳ: ଅନୁଗୁଳ ସହର ଠାରୁ ଅଳ୍ପ ଦୂରରେ ଥିବା ମନ୍ଦରଗିରି ପାହାଡର ସୌନ୍ଦର୍ଯ୍ୟ, ଜୈବ ବିବିଧତା ଏହାର ଅନୁପମ ଗୁମ୍ଫା ସ୍ଥାନୀୟ ପର୍ଯ୍ୟଟକ ମାନଙ୍କୁ ବିଶେଷ ଆକର୍ଷିତ କରିଥାଏ। ଏହି ମନ୍ଦରଗିରିରେ ଅନେକ ଔଷଧୀୟ ଗୁଳ୍ମ ଦେଖିବାକୁ ମିଳିଥାଏ। ସ୍ଥାନୀୟ ଅଧିବାସୀଙ୍କ…
ଅନୁଗୁଳ: ଅନୁଗୁଳ ସହର ଠାରୁ ଅଳ୍ପ ଦୂରରେ ଥିବା ମନ୍ଦରଗିରି ପାହାଡର ସୌନ୍ଦର୍ଯ୍ୟ, ଜୈବ ବିବିଧତା ଏହାର ଅନୁପମ ଗୁମ୍ଫା ସ୍ଥାନୀୟ ପର୍ଯ୍ୟଟକ ମାନଙ୍କୁ ବିଶେଷ ଆକର୍ଷିତ କରିଥାଏ। ଏହି ମନ୍ଦରଗିରିରେ ଅନେକ ଔଷଧୀୟ ଗୁଳ୍ମ ଦେଖିବାକୁ ମିଳିଥାଏ। ସ୍ଥାନୀୟ ଅଧିବାସୀଙ୍କ…
ଅନୁଗୁଳ: ଅନୁଗୁଳ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ସ୍ନାନ ପୁର୍ଣିମା ଅନୁଷ୍ଠିତ ହୋଇଥିଲା। ରାତି ପ୍ରାୟ ସାଢ଼େ ତିନିଟା ସମୟରେ ଦିଅଁ ମାନଙ୍କ ପହଡ ଭାଙ୍ଗିବା ପରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ ନୀତିକାନ୍ତି ସହ ପାଳନ କରଯାଇଥିଲା। ସୂର୍ଯ୍ୟପୂଜା, ଅବକାଶ,…
ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ରାଣୀଗୋଡ଼ ଗାଁରେ ପ୍ରଭୁ ନୀଳକଣ୍ଠେଶ୍ୱର ମନ୍ଦିରରେ ଶିବ ପାର୍ବତୀ ବିବାହ ମହୋତ୍ସବ ଅନୁଷ୍ଠିତ ହୋଇଛି। ଏ ଅବସରରେ ସକାଳେ ସୂର୍ଯ୍ୟ ପୂଜା ହୋଇଥିଲା। ତା ପରେ ବରାନୁଗମନ, ପାଣି ଗ୍ରହଣ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ…
ଅନୁଗୁଳ:ଅନୁଗୁଳ ସହରରେ ସାବିତ୍ରୀ ବ୍ରତ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ଅନୁଗୁଳ ସହରର ବିଭିନ୍ନ ମନ୍ଦିର, ଦେବାଳୟ ଓ ଦେବୀ ପୀଠ ଗୁଡିକରେ ସଧବା ମହିଳା ମାନେ ଚଉରା ମୂଳରେ ପାରମ୍ପରିକ ନୀତି କାନ୍ତି ସହ ପାଳନ କରିଥିଲେ। ନୂଆ ଶାଢ଼ୀ,…
ଅନୁଗୁଳ: ଆଜି ବୈଶାଖ ମାସ ଶୁକ୍ଳପକ୍ଷର ଶନିବାର। ଆଜି ହେଉଛି ଭାଗ୍ୟଫଳ ଦାତା ଶନି ଦେବଙ୍କ ବାର୍ଷିକ ପୂଜା। ଏ ଅବସରରେ ଅନୁଗୁଳର ବିଭିନ୍ନ ଶନି ମନ୍ଦିର ଉତ୍ସବ ମୁଖରିତ ହୋଇଛି। ଗତ ଦୁଇ ବର୍ଷ ହେଲାଣି କରୋନା କଟକଣା ଯୋଗୁଁ…
ଅନୁଗୁଳ: ସ୍ଥାନୀୟ ରୋଟାରୀ ପବ୍ଲିକ ସ୍କୁଲ ପରିସରରେ ଅନୁଗୁଳ ସାହିତ୍ୟ ସଂସଦ ପକ୍ଷରୁ ଗୁରୁବାର ବିଷୁବ ମିଳନ ସମାରୋହ ଆୟୋଜିତ ହୋଇଯାଇଛି। ଏହି ସମାରୋହରେ ତିରୁପତି ବିଶ୍ଵବିଦ୍ୟାଳୟର କୁଳପତି ଡ଼ା ହରେକୃଷ୍ଣ ଶତପଥୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ…
ଅନୁଗୁଳ: ଅନୁଗୁଳ ଅମଲାପଡ଼ା ମା' ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ ବାସନ୍ତିକ ଦୁର୍ଗା ପାର୍ବଣ ଅବସରରେ ରବିବାର ନବକୁମାରୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ସକାଳେ ହୋମ ଯଜ୍ଞ ନିତିକାନ୍ତି ସହ ଷୋଡଶ ଉପଚାରରେ ପୂଜା ପରେ ଅପରାହ୍ନରେ ନବ…
ତାଳଚେର: ବୁଧବାର ନିଶାର୍ଦ୍ଧରେ ଚିହ୍ନଟ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ କ୍ଳାଳାମୁଖୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ। ଗତକାଲି ମଧ୍ୟରାତ୍ରରେ ଦେହୁରୀ ମା’ଙ୍କୁ ଶାବରୀ ମନ୍ତ୍ରରେ ଆରାଧନା କରି ବଶୀଭୂତ କରିଥିଲେ। ଏହା ପରେ କୋଇଲା ସଂଯୋଗ କରି ମା’ଙ୍କ ଉଭାସ୍ଥଳୀ…
ଅନୁଗୁଳ: ଅନୁଗୁଳ ସ୍ଥାନୀୟ ଅମଲାପଡ଼ା ସ୍ଥିତ ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ ଆଜିଠାରୁ ମା’ ଦୁର୍ଗାଙ୍କର ଷଷ୍ଠୀପୂଜା ଆରମ୍ଭ ହେବ। ସପ୍ତମୀରେ ସପ୍ତମୀ ପୂଜା, ଅଷ୍ଟମୀରେ ଅଷ୍ଟମୀ ପୂଜା, ନବମୀରେ ନବକୁମାରୀ ପୂଜା ଓ ଦଶମୀରେ ବିଜୟା ଦଶମୀ ଏବଂ ପୂର୍ଣ୍ଣାହୁତି…
ଅନୁଗୁଳ : କରୋନା ଯୋଗୁ ଗତ ୨ ବର୍ଷ ହେଲାଣି ବନ୍ଦ ଥିବା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଜନ୍ତାଳ ପର୍ବ ଆଜି ରୀତି ନୀତି ଅନୁସାରେ ପାଳିତ ହୋଇଛି। ଏ ଅବସରରେ ଆଜି ଦେହୁରୀଙ୍କ ଘରୁ…