ବିଘ୍ନରାଜଙ୍କ ଆଗମନ ପାଇଁ ତାଳଚେର ସହର ଉତ୍ସବ ମୁଖର
ଅନୁଗୁଳ: ଆଉ କିଛି ଦିନ କେଇଟା ପରେ ଧରାବତରଣ କରିବେ ବିଘ୍ନ ବିନାଶକ। ଏଣୁ ଗଣପତିଙ୍କ ଆଗମନ ପାଇଁ ଏବେଠୁ ଚଳଚଞ୍ଚଳ ହୋଇଛି ତାଳଚେର ସହର। ଚଳିତବର୍ଷ ଅଗଷ୍ଟ ୩୧ ରେ ପଡ଼ୁଛି ଗଣେଶ ପୂଜା। ଏଣୁ ଛୋଟ ବଡ଼ ଶିକ୍ଷାନଷ୍ଠାନଠୁ…
ଅନୁଗୁଳ: ଆଉ କିଛି ଦିନ କେଇଟା ପରେ ଧରାବତରଣ କରିବେ ବିଘ୍ନ ବିନାଶକ। ଏଣୁ ଗଣପତିଙ୍କ ଆଗମନ ପାଇଁ ଏବେଠୁ ଚଳଚଞ୍ଚଳ ହୋଇଛି ତାଳଚେର ସହର। ଚଳିତବର୍ଷ ଅଗଷ୍ଟ ୩୧ ରେ ପଡ଼ୁଛି ଗଣେଶ ପୂଜା। ଏଣୁ ଛୋଟ ବଡ଼ ଶିକ୍ଷାନଷ୍ଠାନଠୁ…
ଅନୁଗୁଳ : ଆଜି ଅନୁଗୁଳ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଛି। ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ପୋଲିସ ଷ୍ଟେସନରେ ଉପସ୍ଥିତ ରହି ସମସ୍ତ ପୋଲିସ ଅଧିକାରୀଙ୍କୁ ରାକ୍ଷୀ ବାନ୍ଧିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ମୋର୍ଚ୍ଚା…
ଅନୁଗୁଳ: ଅଗ୍ରଣୀ ଆଧ୍ୟାତ୍ମିକ ଅନୁଷ୍ଠାନ ପୌରାଣିକ ସମୀକ୍ଷା ପରିଷଦ ଓ ଭାଗବତ ଟୁଙ୍ଗୀର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ୫ମ ଭାଗବତ ଜ୍ଞାନ ପ୍ରତିଯୋଗିତା ଘଣ୍ଟପଡ଼ା ବିବେକାନନ୍ଦ ସ୍କୁଲ ପ୍ରାଙ୍ଗଣରେ ୧୮ଟି ମୌଜାର ପ୍ରତିଯୋଗୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ପୌରାଣିକ ପରିଷଦର…
ଅନୁଗୁଳ: ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ରରେ ଶ୍ରୀଜିଉ ମାନଙ୍କର ସୁନା ବେଶ ଅନୁଷ୍ଠିତ ହୋଇଯାଇଛି। ବଡି ଭୋର୍ ରୁ ଦିଅଁ ମାନଙ୍କର ଦୈନନ୍ଦିନ ଅବକାଶ, ସ୍ନାନ, ପୂଜା ଅର୍ଚ୍ଚନା ପରେ ସନ୍ଧ୍ୟାରେ ବହୁ ପ୍ରତିକ୍ଷିତ ସୁନାବେଶ ଅନୁଷ୍ଠିତ ହୋଇଥିଲା। ଜଗନ୍ନାଥ ସୁଭଦ୍ରା ବଳଭଦ୍ରଙ୍କ…
ଅନୁଗୁଳ: ଆଜି ବାହୁଡ଼ା ଯାତ୍ରା ଉପଲକ୍ଷେ ତାଳ ଟାକୁଆ ଓ ତାଳର କୁରୁଟ ଏବଂ ବିଭିନ୍ନ ରଙ୍ଗରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଚିତ୍ର ଆଙ୍କିଛନ୍ତି ବଅଁରପାଳ ବ୍ଲକ ଗାଙ୍ଗିଯୋଡ଼ି ଗାଁର ରଜତ ରଞ୍ଜନ ନାଥ। ପୂର୍ବରୁ ରଜତ ୟମୁନ…
ଅନୁଗୁଳ: ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ବାହୁଡା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ସନ୍ଧ୍ୟା ସୁଦ୍ଧା ତିନି ରଥ ଶ୍ରୀମନ୍ଦିର ବଡ଼ ଦାଣ୍ଡ ନିକଟରେ ପହଞ୍ଚି ଯାଇଥିଲା। ଏଥି ପୁର୍ବରୁ ସକାଳ ପ୍ରାୟ ସାଢେ଼ ସାତ ଟା ସମୟରେ ଦିଅଁ…
ଅନୁଗୁଳ: ଆଷାଢ଼ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ହେରା ପଞ୍ଚମୀ ମହା ସମାରୋହରେ ପାଳିତ ହୋଇଯାଇଛି। ଜଗନ୍ନାଥ, ବଳଭଦ୍ର ଭଉଣୀ ଶୁଭଦ୍ରାଙ୍କୁ ଧରି ଜନ୍ମ ବେଦୀକୁ ଯାଇଥିବା ବେଳେ ମା' ଲଷ୍ମୀଙ୍କୁ ଡାକି ନ ଥିବାରୁ ରାଗ ଓ ଅଭିମାନରେ ସେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଜିନ୍ଦଲ ନଗର ଦେବଭୂମି ଜଗନ୍ନାଥ ମନ୍ଦିରଠାରେ ପ୍ରଥମ ରଥ ଯାତ୍ରା ଆଜି ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ, ଦେବୀ ସୁଭଦ୍ରାଙ୍କ ଦର୍ପୋଦଳନ ଏବଂ ବିଶ୍ଵ ନିୟନ୍ତା ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଜିନ୍ଦଲ…
ଅନୁଗୁଳ: ପ୍ରଥମ ଥର ପାଇଁ ଜିନ୍ଦଲ ଦେବ ଭୂମିରେ ଅନୁଷ୍ଠିତ ହେବ ଘୋଷ ଯାତ୍ରା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଆସନ୍ତା ୧ ତାରିଖ ରଥ ଯାତ୍ରା ଠାରୁ ୧୨ ତାରିଖ ନୀଳାଦ୍ରି ବିଜୟ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ନୀତି…
ଅନୁଗୁଳ: ତାଳଚେର ବ୍ଲକ ସାଉଥବଲଣ୍ଡାସ୍ଥିତ ଶକ୍ତି ଶ୍ରୀକ୍ଷେତ୍ରରେ ଆଜି ମହାପ୍ରଭୁ ଶ୍ରୀବଳଭଦ୍ରଙ୍କର ତାଳଧ୍ଵଜ ରଥର ଏକ ଚକ ପହଞ୍ଚିଛି। ଆଜି ସକାଳେ ପୁରୀ ଶ୍ରୀମନ୍ଦିରରୁ ଏହି ରଥ ଚକ ତାଳଚେରରେ ପହଞ୍ଚିଥିଲା। ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ଶ୍ରଦ୍ଧାଳୁମାନେ…