‘କଳାକାର’ର ୩୫ତମ ବୋଇତ ବନ୍ଦାଣ ଉତ୍ସବ

ଅନୁଗୁଳ: ଅନୁଗୁଳର ଏକ ପ୍ରମୁଖ ସେବା ଓ ସାଂସ୍କୃତିକ ଅନୁଷ୍ଠାନ 'କଳାକାର' ପକ୍ଷରୁ ୩୫ତମ ବୋଇତ ବନ୍ଦାଣ ଉତ୍ସବ ରବିବାର ପାଳିତ ହୋଇଯାଇଛି। କୋଭିଡ଼ କଟକଣା ମାନି ସ୍ଥାନୀୟ କଳାକାର ଭବନରେ ନିରାଡ଼ମ୍ବର ଭାବେ କେବଳ ବିଧିରକ୍ଷା ପୂର୍ବକ ଏହି ଉତ୍ସବ…

Continue Reading‘କଳାକାର’ର ୩୫ତମ ବୋଇତ ବନ୍ଦାଣ ଉତ୍ସବ

ଶୈଳଶ୍ରୀକ୍ଷେତ୍ରରେ ନାଗାର୍ଜୁନ ବେଶ

ଅନୁଗୁଳ: ଶୈଳଶ୍ରୀକ୍ଷେତ୍ରରେ ସମ୍ପନ୍ନ ହୋଇଛି ଶ୍ରୀଜିଉଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ । ୧୬ ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହୋଇଛନ୍ତି ମହାପ୍ରଭୁ। ବୀର ନାଗା ବେଶରେ ଦୁଇ ଭାଇ ଜଗା-ବଳିଆ ସଜେଇ ହୋଇଛନ୍ତି l ତ୍ରିଭୁବନେଶ୍ୱରୀ ବେଶରେ ସଜେଇ ହୋଇଛନ୍ତି ଦେବୀ ସୁଭଦ୍ରା…

Continue Readingଶୈଳଶ୍ରୀକ୍ଷେତ୍ରରେ ନାଗାର୍ଜୁନ ବେଶ

ବୋଇତ ବନ୍ଦାଣ ଉତ୍ସବ ବନ୍ଦ

ଅନୁଗୁଳ: ଚଳିତ ବର୍ଷ କରୋନା କଟକଣା ପାଇଁ ସବୁ ପର୍ବପର୍ବାଣୀ ବନ୍ଦ। ଏଣୁ ସରକାର ନଈନାଳ, ପୋଖରୀ କୂଳରେ ହେଉଥିବା ସାର୍ବଜନୀନ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ବା ଡଙ୍ଗାଭସାଣ ବନ୍ଦ କରିଛନ୍ତି। କାର୍ତ୍ତିକ ଭଳି ଧାର୍ମିକ ମାସରେ ବୋଇତ ବନ୍ଦାଣ ଓ…

Continue Readingବୋଇତ ବନ୍ଦାଣ ଉତ୍ସବ ବନ୍ଦ

ଅନୁଗୁଳରେ ନିରାଡ଼ମ୍ବର ଦୀପାବଳି

ଅନୁଗୁଳ: ମହାମାରୀ କରୋନାର ଭୟାବହତା ଓ ରାଜ୍ୟ ସରକାରଙ୍କ କରୋନା କଟକଣା ଯୋଗୁ ଚଳିତବର୍ଷ ଜିଲ୍ଲାବାସୀ ନିରାଡମ୍ବର ଭାବରେ ଦୀପାବଳି ପାଳନ କରିଛନ୍ତି । କରୋନା ଯୋଗୁ ପୂର୍ବରୁ ବିଭିନ୍ନ ପର୍ବପର୍ବାଣୀ ପ୍ରଭାବିତ ହୋଇଥିବା ବେଳେ ଏବେ ଏହାର ପ୍ରଭାବ ଦେଖିବାକୁ…

Continue Readingଅନୁଗୁଳରେ ନିରାଡ଼ମ୍ବର ଦୀପାବଳି

ଆଜି ଆଲୋକର ପର୍ବ ଦୀପାବଳି

ଅନୁଗୁଳ :ଆଜି ଶୁଭ ଦୀପାବଳି । ଏହାକୁ ନେଇ ପଲ୍ଲୀରୁ ସହର ସବୁଠି ଉତ୍ସାହ, ଉଦ୍ଦୀପନା । ଅମାବାସ୍ୟାର ରାତିରେ ରଙ୍ଗବେରଙ୍ଗ ଆଲୋକମାଳା ସହ ଦୀପରେ ଉଜ୍ଜଳ ହେବ ଗାଁଠୁ ସହର । ବାଣ ଫୁଟାଇବାର ପରମ୍ପରା ବି ରହିଛି ।…

Continue Readingଆଜି ଆଲୋକର ପର୍ବ ଦୀପାବଳି

ଧନତେରାସ ଭିଡ

ଅନୁଗୁଳ: ଧନତେରାସ୍ ପାଇଁ ଅନୁଗୁଳ ବଜାରରେ ପ୍ରବଳ ଭିଡ଼ ଦେଖାଯାଇଛି। ଦୀପାବଳିର ଦିନକ ପୂର୍ବରୁ ପଡିଥାଏ ଧନତେରାସ। ପୌରାଣିକ କଥାବସ୍ତୁ ଆଧାରରେ, ଏହି ଦିନ ଭଗବାନ ଧନ୍ଵନ୍ତରୀ ସମୁଦ୍ର ମନ୍ଥନ ସମୟରେ ଅମୃତ କଳସ ସହ ପ୍ରକଟ ହୋଇଥିଲେ । ଧନତେରାସରେ…

Continue Readingଧନତେରାସ ଭିଡ

ଗାନ୍ଧି ମଣ୍ତପର ନିର୍ମାଣ କାର୍ଯ୍ୟ ଆରମ୍ଭ

ଅନୁଗୁଳ: ଅନୁଗୁଳ ସହରର ବିଭିନ୍ନ ଛକ, ବଜାର ଓ ପାର୍କଗୁଡ଼ିକରେ ରାଜ୍ୟ ତଥା ଦେଶର ବିଭିନ୍ନ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ରହିଛି। ସେଗୁଡ଼ିକ ପୌରପାଳିକା ପକ୍ଷରୁ ରକ୍ଷଣାବେକ୍ଷଣ କରାଯାଏ। କିନ୍ତୁ ଅବହେଳା କାରଣରୁ ଅନେକ ଜାଗାରେ ପ୍ରତିମୂର୍ତ୍ତି ଗୁଡ଼ିକ ବିକୃତ ହେବାକୁ ବସିଲାଣି।…

Continue Readingଗାନ୍ଧି ମଣ୍ତପର ନିର୍ମାଣ କାର୍ଯ୍ୟ ଆରମ୍ଭ

୪ରେ ଲକ୍ଷ୍ମୀ ପୂଜା ଭସାଣୀ

ଅନୁଗୁଳ: ଆସନ୍ତା ୪ ତାରିଖରେ ଅନୁଗୁଳ ଲକ୍ଷ୍ମୀ ପୂଜା ସମୂହର ଭସାଣୀ ଉତ୍ସବ ଅନୁଷ୍ଠିତ ହେବ।ଏଥିନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପୌର କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ମୃଣ୍ମୟ ମୂର୍ତ୍ତିଗୁଡ଼ିକୁ ପୌର ପାଳିକା ଦ୍ଵାରା ନିର୍ମାଣ କରାଯାଇଥିବା ନିକଟବର୍ତ୍ତୀ ଅସ୍ଥାୟୀ ପୋଖରୀରେ…

Continue Reading୪ରେ ଲକ୍ଷ୍ମୀ ପୂଜା ଭସାଣୀ

ଅନୁଗୁଳରେ ବିରାଜିଲେ ଧନଦାତ୍ରୀ

ଅନୁଗୁଳ: ଚଳିତ ବର୍ଷ ଫିକା ମାହୋଲରେ ଆରମ୍ଭ ହୋଇଛି ଅନୁଗୁଳର ପ୍ରସିଦ୍ଧ ଲକ୍ଷ୍ମୀ ପୂଜା। କୋଭିଡ୍‌ କଟକଣା ଯୋଗୁଁ ବିନା ବାଜା, ତୋରଣ, ଆଲୋକସଜ୍ଜାର ପୂଜା କେବଳ ବିଧି ସ˚ପନ୍ନ ପାଇଁ କରାଯାଉଛି। ୭ ଜଣ କର୍ମକର୍ତ୍ତାଙ୍କୁ ନେଇ ପରଦା ପଛରେ…

Continue Readingଅନୁଗୁଳରେ ବିରାଜିଲେ ଧନଦାତ୍ରୀ

ମା ବିରାଜିଲେ

ଅନୁଗୁଳ: ଆଜି ଅନୁଗୁଳ ସହରାଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି। କୋଭିଡ୍‌ କଟକଣା ଯୋଗୁଁ ପୂଜା କମିଟିର କର୍ମକର୍ତ୍ତାମାନେ ନିରାଡ଼ମ୍ବର ଭାବେ ପୂଜା ସାରିବା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି। ଆଜି ମହାସପ୍ତମୀ ପୂଜା ଅବସରରେ କଳସ ଶୋଭାଯାତ୍ରା, ହୋମ, ଯଜ୍ଞ,…

Continue Readingମା ବିରାଜିଲେ