ଅନୁଗୁଳ ଗସ୍ତରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର, ଅଙ୍ଗନବାଡି-ବାଳାଶ୍ରମ ପରିଦର୍ଶନ କରି କଲେ ସ୍ଥିତି ସମୀକ୍ଷା
ଅନୁଗୁଳ: ଅନୁଗୁଳ ଗସ୍ତରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର। ଶ୍ରୀମତୀ ଠାକୁର ଗୁରୁବାର ଆସି ତୁରଙ୍ଗ ଅଙ୍ଗନବାଡ଼ି କେନ୍ଦ୍ର, ଉତ୍କଳ ବାଳାଶ୍ରମ ଓ ଶକ୍ତି ସଦନ ଯାଇ ଭାବ ବିନିମୟ କରିଥିଲେ। ସନ୍ଧ୍ୟାରେ ସର୍କିଟ୍ ହାଉସ୍ରେ ଏକ ସମୀକ୍ଷା ବୈଠକ କରିଥିଲେ।…
