ବର୍ଷା ହେଲେ ଗାଁ ରାସ୍ତାରେ ଜମୁଛି ପାଣି, ଯାତାୟାତ ପାଇଁ ବଡ଼କେରାବାସୀ ହନ୍ତସନ୍ତ
ଅନୁଗୁଳ: ଗାଁ ରାସ୍ତାରେ ଜମୁଛି ପାଣି। ବର୍ଷା ହେଲେ ପାଣି ନିଷ୍କାସନ ପାଇଁ ନାକେଦମ୍ ହେଉଛନ୍ତି ଗାଁ ଲୋକ। ଅନୁଗୁଳ ବ୍ଲକ ବଡ଼କେରା ପଞ୍ଚାୟତର ଶାସନ ସାହି, ତୁମୁଣୀ ଅଞ୍ଚଳବାସୀ ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି। ବର୍ଷା ହେଲେ ଯାତାୟାତ…




