ପିଏଚଡି ପକ୍ଷରୁ ବେଆଇନ ପାଣି ପାଇପ ବିଛା : ପୌରପାଳିକାର ତାଗିଦ

ଅନୁଗୁଳ: ଅନୁଗୁଳ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୁରୁଣା ବସ ଷ୍ଟାଣ୍ଡ ବାଳିକା ଉଚ୍ଚ ବିଦ୍ୟାଳୟ ଠାରୁ ଅମଲାପଡା ଯାଏଁ ପାଣି ପାଇପ ବିଛାଇବା ପାଇଁ ରାସ୍ତା ଖୋଳା ଯାଉଚି। ପୌରପାଳିକାର ବିନା ଅନୁମତିରେ ଏହି କାର୍ଯ୍ୟ କରାଯାଉଥିବାରୁ ଟ୍ରାଫିକ ଜାମ ହେଉଛି।…

Continue Readingପିଏଚଡି ପକ୍ଷରୁ ବେଆଇନ ପାଣି ପାଇପ ବିଛା : ପୌରପାଳିକାର ତାଗିଦ

ପରିବାର ଲୋକଙ୍କ ସହ ଝଗଡ଼ା ପରେ ଗୁଳି ମାଡ଼, ନାବାଳକ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ସାନକେରଜଙ୍ଗ ଗାଁରେ ଗୁଳିମାଡ଼ରେ ଜଣେ ନାବାଳକ ଆହତ ହୋଇଛି। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ସୂଚନା ମୁତାବକ,…

Continue Readingପରିବାର ଲୋକଙ୍କ ସହ ଝଗଡ଼ା ପରେ ଗୁଳି ମାଡ଼, ନାବାଳକ ଗୁରୁତର

ଫସିବେ ରାସନ କାର୍ଡ ହାତେଇଥିବା ଆୟକରଦାତା, ସରକାରୀ ତାଲିକାରେ ଅଛନ୍ତି ଅନୁଗୁଳର ୧୮,୧୬୭ ଜଣ ଟ୍ୟାକ୍ସ ଦାତା

ଅନୁଗୁଳ: ସରକାରଙ୍କ ଟାର୍ଗେଟରେ ରାସନ କାର୍ଡ ହାତେଇଥିବା ଆୟକରଦାତା। ରାସନ କାର୍ଡ ନେଇଥିବା ଆୟକରଦାତାଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ସରକାର। ଆଉ ଏହି ତାଲିକାକୁ ପ୍ରତ୍ୟେକ ଜିଲ୍ଲାକୁ ମଧ୍ୟ ପଠାସରିଛି। ଏହି କ୍ରମରେ ଅନୁଗୁଳ ଜିଲ୍ଲାର ମୋଟ୍ ୧୮,୧୬୭ ଜଣଙ୍କ ନାଁ ଜିଲ୍ଲା ଯୋଗାଣ ବିଭାଗ…

Continue Readingଫସିବେ ରାସନ କାର୍ଡ ହାତେଇଥିବା ଆୟକରଦାତା, ସରକାରୀ ତାଲିକାରେ ଅଛନ୍ତି ଅନୁଗୁଳର ୧୮,୧୬୭ ଜଣ ଟ୍ୟାକ୍ସ ଦାତା

ଏବେ ଠୁ ଡରାଇଲାଣି ଖରା : ଆଜି ଅନୁଗୁଳରେ ୩୫.୭ ଛୁଇଁଲା ପାରଦ

ଅନୁଗୁଳ: କମୁଛି ଶୀତ, ବଢ଼ୁଛି ପାରଦ। ଅନୁଗୁଳ ଜିଲ୍ଲାରେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ମଙ୍ଗଳବାର ୩୫.୭ ଛୁଇଁଛି ପାରଦ। ମାଘ ମାସ ଶେଷ ସୁଦ୍ଧା ଗ୍ରୀଷ୍ମପ୍ରବାହ ଅନୁଭୂତ ହେଲାଣି। ନଦୀନାଳରୁ ଜଳସ୍ତର ହ୍ରାସ ପାଉଥିବା ବେଳେ ଆଗକୁ ତାତି…

Continue Readingଏବେ ଠୁ ଡରାଇଲାଣି ଖରା : ଆଜି ଅନୁଗୁଳରେ ୩୫.୭ ଛୁଇଁଲା ପାରଦ

ଆକ୍ସନମୋଡ଼ରେ ନୂଆ ପୌର ନିର୍ବାହୀ ଅଧିକାରୀ

ଅନୁଗୁଳ: ଅନୁଗୁଳ ପୌରପାଳିକାର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ଯୋଗଦାନ କରିବା ପରଠାରୁ ଆକ୍ସନମୋଡ଼ରେ ଅଛନ୍ତି। ଗତ ସୋମବାର ଏକ ଚିଠି କରି ଅଫିସ ସମୟ ମଧ୍ୟରେ ଚା' ପିଆ ନାଁରେ ଖଟି କରିବା, ବିନା ଅନୁମତିରେ ହେଡ଼ କ୍ୱାର୍ଟର…

Continue Readingଆକ୍ସନମୋଡ଼ରେ ନୂଆ ପୌର ନିର୍ବାହୀ ଅଧିକାରୀ

ଓଡ଼ିଶା ଜୀବିକା ମିଶନ ମହିଳା ଗୋଷ୍ଠୀର ୪ ଦଫା ଦାବି: ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଅନୁଗୁଳ: ଚାରି ଦଫା ଦାବିରେ ଅନୁଗୁଳ ଜିଲ୍ଲାର ଓଡ଼ିଶା ଜୀବିକା ମିଶନ ମହିଳା ଗୋଷ୍ଠୀ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଓଡ଼ିଶା ମିଶନ ଶକ୍ତି ଇସି ସଂଘ ପକ୍ଷରୁ ଭାରତୀୟ ମଜଦୂର ସଂଘ ରାଜ୍ୟ…

Continue Readingଓଡ଼ିଶା ଜୀବିକା ମିଶନ ମହିଳା ଗୋଷ୍ଠୀର ୪ ଦଫା ଦାବି: ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ନାବାଳିକାକୁ ଡରାଇ ଜଙ୍ଗଲକୁ ନେଇ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା

ଅନୁଗୁଳ: ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ୱତନ୍ତ୍ର ଜଜ ପୋକସୋ।ଗତ ୨୦୨୧ ମାର୍ଚ୍ଚ ୧୦ ରେ ଆଠମଲ୍ଲିକ ଥାନା ଅନ୍ତର୍ଗତ ପଦ୍ମପୋଖରୀ ଗ୍ରାମର ପ୍ରକାଶ ମୁଣ୍ଡା ହରିହରପୁର ଗ୍ରାମର ଜଣେ…

Continue Readingନାବାଳିକାକୁ ଡରାଇ ଜଙ୍ଗଲକୁ ନେଇ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା

ଅନୁଗୁଳ ଅଞ୍ଚଳରେ ଛିନତାଇ କରୁଥିବା ୩ ଗିରଫ, ସୁନାଗହଣା ସହ ନଗଦ ଟଙ୍କା ଜବତ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅଞ୍ଚଳରେ କିଛି ଦିନ ହେବ ଛିନତାଇ କରୁଥିବା ୩ ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ସୁନାଗହଣା, ନଗଦ ଟଙ୍କା, ବାଇକ ଓ ମୋବାଇଲ ଫୋନ ସମେତ ଆହୁରି ଅନେକ ସାମଗ୍ରୀ ଜବତ ହୋଇଛି। ସୂଚନା…

Continue Readingଅନୁଗୁଳ ଅଞ୍ଚଳରେ ଛିନତାଇ କରୁଥିବା ୩ ଗିରଫ, ସୁନାଗହଣା ସହ ନଗଦ ଟଙ୍କା ଜବତ

କୃମି ବଟିକା ଖାଇ ୧୯ ଛାତ୍ରଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ କରଡାବଣି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି କୃମି ବଟିକା ଖାଇ ୧୯ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ବଇଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି।ସୂଚନା ମୁତାବକ, ସୋମବାର ବଇଣ୍ଡା ମେଡିକାଲ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ପକ୍ଷରୁ…

Continue Readingକୃମି ବଟିକା ଖାଇ ୧୯ ଛାତ୍ରଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଚାକିରି ଦେବେ କହି ୯୫ ହଜାର ଟଙ୍କା ନେଇଥିଲେ, ମିଳିଲାନି ନିଯୁକ୍ତି: ଫେରସ୍ତ ମାଗିବାରୁ ଯୁବକଙ୍କୁ ହତ୍ୟା !

ଅନୁଗୁଳ: ଚାକିରି କରେଇ ଦେବେ କହି ୯୫ ହଜାର ଟଙ୍କା ନେଇଥିଲେ, କିନ୍ତୁ ମିଳିଲାନି ନିଯୁକ୍ତି। ଟଙ୍କା ଫେରାଇବାକୁ କହିବାରୁ ଜୀବନରୁ ମାରିଦେଲେ। ଅନୁଗୁଳ ଜିଲ୍ଲା  ଶିଳ୍ପାଞ୍ଚଳ ଥାନା ନିଶା ଅଞ୍ଚଳରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ପୋଲିସ ମାମଲା…

Continue Readingଚାକିରି ଦେବେ କହି ୯୫ ହଜାର ଟଙ୍କା ନେଇଥିଲେ, ମିଳିଲାନି ନିଯୁକ୍ତି: ଫେରସ୍ତ ମାଗିବାରୁ ଯୁବକଙ୍କୁ ହତ୍ୟା !