ଜରପଡ଼ାକୁ ବ୍ଲକ୍ ମାନ୍ୟତା ଦାବି, ସମର୍ଥନ ଦେଲେ ୨୧ ପଞ୍ଚାୟତବାସୀ
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ଜରପଡାକୁ ନୂତନ ବ୍ଲକ୍ ମାନ୍ୟତା ଦାବି ପୁଣି ଜୋର ଧରିଛି। ଏ ଅବସରରେ ଶୁକ୍ରବାର ଜରପଡା ଆଞ୍ଚଳିକ ବିକାଶ ପରିଷଦ ଆହ୍ୱାନ କ୍ରମେ ସ୍ଥାନୀୟ ବାବା ଧବଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଏକ ସର୍ବ ସାଧାରଣ ବୈଠକ…
