୧୦ ଟଙ୍କା ବଢ଼ିଲା ଦେଶୀ ମଦ ଓ ବିୟର ଦାମ୍, ୬୦ରୁ ବଢ଼ି ୭୦ ଟଙ୍କା ହେଲା ଆସ୍କା-୪୦

ଭୁବନେଶ୍ବର: ବଢ଼ିଲା ଦେଶୀ ମଦ ଓ ବିୟର ଦାମ୍। ଆସ୍କା-୪୦ ଓ ବିୟର୍‌ ଦାମ୍ ୧୦ ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ବିୟର୍ ଦର ବୋତଲ ପିଛା ୧୦ ଟଙ୍କା ବଢ଼ିଥିବା ବେଳେ ଏବେ ଆସ୍କା-୪୦ର ଦାମ୍‌ ୬୦ ଟଙ୍କାରୁ…

Continue Reading୧୦ ଟଙ୍କା ବଢ଼ିଲା ଦେଶୀ ମଦ ଓ ବିୟର ଦାମ୍, ୬୦ରୁ ବଢ଼ି ୭୦ ଟଙ୍କା ହେଲା ଆସ୍କା-୪୦

ପେଟ୍ରୋଲ ପମ୍ପ ସେଲ୍ସମ୍ୟାନକୁ ଖଣ୍ଡାରେ ଆକ୍ରମଣ, ଛଡ଼ାଇ ନେଲେ ଲକ୍ଷାଧିକ ଟଙ୍କା ଭର୍ତ୍ତି ବ୍ୟାଗ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଖୁଲାମ୍ଖୁଲା ଆତଙ୍କରାଜ ଚଳାଇଛନ୍ତି ଡକାୟତ। ସ୍ଥାନୀୟ ଗୋପାଳପ୍ରସାଦ ଥାନା ନିକଟସ୍ଥ ଜଗାବଳିଆ ପେଟ୍ରୋଲ ପମ୍ପରୁ ଆଜି ୪ ମୁଖାପିନ୍ଧା ଦୁର୍ବୃତ୍ତ ବନ୍ଧୁକ ଏବଂ ଖଣ୍ଡା ଦେଖାଇ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି।…

Continue Readingପେଟ୍ରୋଲ ପମ୍ପ ସେଲ୍ସମ୍ୟାନକୁ ଖଣ୍ଡାରେ ଆକ୍ରମଣ, ଛଡ଼ାଇ ନେଲେ ଲକ୍ଷାଧିକ ଟଙ୍କା ଭର୍ତ୍ତି ବ୍ୟାଗ୍

ଜାଡରେ ଥରୁଛି ସାରା ଅନୁଗୁଳ: ୯ ଡିଗ୍ରୀ ତାପମାତ୍ରା ରେକର୍ଡ

ଅନୁଗୁଳ: ଜାଡରେ ଥରୁଛି ସାରା ଅନୁଗୁଳ। କମୁଛି ପାରଦ ବଢୁଛି ଶୀତ। ଅସହ୍ୟ ଶୀତରେ କଲବଲ ହେଉଛିନ୍ତି ଜିଲା ବାସି। ଏହା ସହ ରାଜ୍ୟରେ ୬ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଠାରୁ କମ ରେକର୍ଡ କରାଯାଇଛି। ତାପମାତ୍ରା ହ୍ରାସ…

Continue Readingଜାଡରେ ଥରୁଛି ସାରା ଅନୁଗୁଳ: ୯ ଡିଗ୍ରୀ ତାପମାତ୍ରା ରେକର୍ଡ

ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡ ରିପୋର୍ଟ: ଅନୁଗୁଳ ପାଣିରେ ମାତ୍ରାଧିକ ନାଇଟ୍ରେଟ ଓ ଫ୍ଲୋରାଇଡ

ଅନୁଗୁଳ: ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡ ପକ୍ଷରୁ ନିକଟରେ ଦେଶର ଭୁତଳ ଜଳର ବାର୍ଷିକ ରିପୋର୍ଟ - ୨୦୨୪ ପ୍ରକାଶ ପାଇଛି। ଦେଶର ପ୍ରାୟ ୧୫ ହଜାରରୁ ଅଧିକ ସ୍ଥାନରୁ ଭୁତଳ ଜଳ ସଂଗ୍ରହ କରାଯାଇ ଏହାର ପରୀକ୍ଷା ନିରୀକ୍ଷା କରାଯାଇଥିଲା।…

Continue Readingସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡ ରିପୋର୍ଟ: ଅନୁଗୁଳ ପାଣିରେ ମାତ୍ରାଧିକ ନାଇଟ୍ରେଟ ଓ ଫ୍ଲୋରାଇଡ

ପରିବହନ ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ମାସ ୨୦୨୫ ପାଳିତ, ରାଲି କରି ସଚେତନ କଲେ ଛାତ୍ରଛାତ୍ରୀ

  ଅନୁଗୁଳ: ଅନୁଗୁଳ ପରିବହନ ବିଭାଗ ପକ୍ଷରୁ ଶୁକ୍ରବାର ସଡକ ସୁରକ୍ଷା ମାସ ୨୦୨୫ ପାଳିତ ହୋଇଛି। ଏହି ସଡ଼କ ସୁରକ୍ଷା ମାସ ପୂର୍ବରୁ ଏକ ସପ୍ତାହ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ଏକ ମାସ ପାଳନ ପାଇଁ ନିଷ୍ପତ୍ତି…

Continue Readingପରିବହନ ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ମାସ ୨୦୨୫ ପାଳିତ, ରାଲି କରି ସଚେତନ କଲେ ଛାତ୍ରଛାତ୍ରୀ

ଚାରିମଲିକରେ ନୂଆ ବ୍ଲକ୍‌ ପାଇଁ ବୈଠକ

ବଇଣ୍ଡା: ଅନୁଗୁଳ ଜିଲାର ଚାରିମଲିକ ଅଞ୍ଚଳରେ ଏକ ନୂଆ ବ୍ଲକ୍‌ ପ୍ରତିଷ୍ଠା କରିବା ଦାବିରେ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଇକସାହି ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ପାଇକସାହି ଗ୍ରାମପଞ୍ଚାୟତର ସରପଞ୍ଚ ନିରୋଜକାନ୍ତ ସାହୁ ଅଧ୍ୟକ୍ଷତା କରିଥିଲେ। ବୈଠକରେ…

Continue Readingଚାରିମଲିକରେ ନୂଆ ବ୍ଲକ୍‌ ପାଇଁ ବୈଠକ

ନାଲକୋ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ହୋଇଛି। ମୃତକ ହେଲେ ବଳରାମପ୍ରସାଦ ଗ୍ରାମର ମଙ୍ଗୁଳୁ ଦଳେଇଙ୍କ ପୁଅ ବାବୁଲା ଦଳେଇ। ସେ ନାଲକୋରେ କାମ କରନ୍ତି। ପୋଲିସ ସୂଚନା ମୁତାବକ,…

Continue Readingନାଲକୋ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା: ମୋଷ୍ଟ ୱାଣ୍ଟେଡ ବ୍ରାଉନସୁଗାର ବେପାରୀ ଗିରଫ, ୪୧ ଗ୍ରାମ ଧଳା ଜହର ଜବତ

  ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗକୁ ପୁଣି ଏକ ବଡ଼ ସଫଳତା। ଅବକାରୀ ବିଭାଗ କୁକୁଡାଙ୍ଗ ଗ୍ରାମର ଜଣେ ବ୍ରାଉନସୁଗାର ବେପାରୀଙ୍କୁ ଅନେକ ଦିନ ହେଲା ଧରିବାକୁ ଚେଷ୍ଟା କରୁଥିବା ବେଳେ ଶେଷରେ ଆଜି କାବୁ କରିଛି। ଗିରଫ ବେପାରୀ ହେଲା…

Continue Readingଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା: ମୋଷ୍ଟ ୱାଣ୍ଟେଡ ବ୍ରାଉନସୁଗାର ବେପାରୀ ଗିରଫ, ୪୧ ଗ୍ରାମ ଧଳା ଜହର ଜବତ

କୁମ୍ଭୀର ଗଣନା ପାଇଁ ୫ ରୁ ୯ ତାରିଖ ଯାଏଁ ସାତକୋଶିଆରେ ପର୍ଯ୍ୟଟକଙ୍କ ଆଗମନ ଉପରେ କଟକଣା, ୧୭ ଓ ୧୮ ରେ ବନ୍ଦ ରହିବ ବୋଟିଂ

ଅନୁଗୁଳ: କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ସାତକୋଶିଆକୁ ପର୍ଯ୍ୟଟକଙ୍କ ଆଗମନ ଉପରେ କଟକଣା। କୁମ୍ଭୀର ଗଣନା ପାଇଁ ୫ ତାରିଖ ଅପରାହ୍ନରୁ ୯ ତାରିଖ ସକାଳ ପର୍ଯ୍ୟନ୍ତ ଚାଲିବ। ସେହିପରି ପକ୍ଷୀ ଗଣନା ପାଇଁ ୧୭ ଓ ୧୮ ତାରିଖ…

Continue Readingକୁମ୍ଭୀର ଗଣନା ପାଇଁ ୫ ରୁ ୯ ତାରିଖ ଯାଏଁ ସାତକୋଶିଆରେ ପର୍ଯ୍ୟଟକଙ୍କ ଆଗମନ ଉପରେ କଟକଣା, ୧୭ ଓ ୧୮ ରେ ବନ୍ଦ ରହିବ ବୋଟିଂ

ଶୋଇଥିବା ବେଳେ ଗୁଳିମାଡ଼, ଭାଇ-ଭଉଣୀ ଗୁରୁତର

ଅନୁଗୁଳ: ଗୁଳିମାଡ଼ରେ ଭାଇ ଓ ଭଉଣୀ ଗୁରୁତର। ଅନୁଗୁଳ କିଶୋରନଗର ଥାନା ଭାଙ୍ଗମୁଣ୍ଡା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟିଛି। ଗୁଳିମାଡ଼ରେ ପ୍ରଫୁଲ୍ଲ ମିର୍ଧାଙ୍କ ପୁଅ ପ୍ରକାଶ ମିର୍ଧା (୧୧) ଓ ଝିଅ ଯାଜ୍ଞସେନୀ ମିର୍ଧା (୧୫) ଗୁରୁତର…

Continue Readingଶୋଇଥିବା ବେଳେ ଗୁଳିମାଡ଼, ଭାଇ-ଭଉଣୀ ଗୁରୁତର