ସ୍ୱାସ୍ଥ୍ୟଗତ କାରଣରୁ ତାଳଚେର ଆସିବେନି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ, କାର୍ଯ୍ୟକ୍ରମ ସ୍ଥଗିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରକୁ ଆସିବେନି ଜଗତଗୁରୁ ଶଙ୍କରାଚାର୍ଯ୍ୟ ପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ। ଜାନୁଆରୀ ୧ ରେ ଥିବା କାର୍ଯ୍ୟକ୍ରମ ସ୍ଥଗିତ ରହିଛି। ଦେଉଳବେଡା ଡିସିଆଇ କ୍ଲବ ଠାରେ ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାଗତ ସମିତି ପକ୍ଷରୁ ରବିବାର ଆୟୋଜିତ ସାମ୍ବାଦିକ…

Continue Readingସ୍ୱାସ୍ଥ୍ୟଗତ କାରଣରୁ ତାଳଚେର ଆସିବେନି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ, କାର୍ଯ୍ୟକ୍ରମ ସ୍ଥଗିତ

ପାରିବାରିକ କଳହ: ପୁଅକୁ ବାପା ଓ ଭାଇଙ୍କ ଟାଙ୍ଗିଆରେ ଆକ୍ରମଣ, ଦୁଇ ଗୁରୁତର

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶାବଳଭଙ୍ଗା ଗ୍ରାମ ନିକଟରେ ଘର ଲୋକଙ୍କ ଟାଙ୍ଗିଆ ଚୋଟରେ ଦୁଇ ଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଦ୍ବୟ ହେଲେ ଅଭୟ ରାଜ (୨୩) ଏବଂ ହଂସା ରାଜ…

Continue Readingପାରିବାରିକ କଳହ: ପୁଅକୁ ବାପା ଓ ଭାଇଙ୍କ ଟାଙ୍ଗିଆରେ ଆକ୍ରମଣ, ଦୁଇ ଗୁରୁତର

କାରକୁ ଧକ୍କା ଦେଲା ବାଇକ, ଗଲା ଜଣଙ୍କ ଜୀବନ; ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ

ଅନୁଗୁଳ: କାରକୁ ବାଇକ ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ନୂଆବଡ଼କେରା ଗାଁ ନିକଟରେ ଆଜି ଅପରାହ୍‌ଣରେ ଏକ ବାଇକ୍‌କୁ କାର୍‌ ପଛରୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଏହାକୁ…

Continue Readingକାରକୁ ଧକ୍କା ଦେଲା ବାଇକ, ଗଲା ଜଣଙ୍କ ଜୀବନ; ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ

ଦନ୍ତା ହାତୀର ଗୁଳିବିଦ୍ଧ ମୃତ ଦେହ ଠାବ, ଧାନଫସଲ ଖାଇବାକୁ ଆସିଥିବା ବେଳେ ହତ୍ୟା ସନ୍ଦେହ

ଅନୁଗୁଳ: ଗୁଳିମାଡ଼ରେ ଗଲା ଦନ୍ତା ଜୀବନ। ଅନୁଗୁଳ ଜିଲ୍ଲା ମାଣିକଯୋଡ଼ି ପଞ୍ଚାୟତ ପୋକୁଣ୍ଡା ଠାରେ ଏକ ଦନ୍ତା ହାତୀର ଗୁଳିବିଦ୍ଧ ମୃତ ଦେହ ଠାବ ହୋଇଛି। ହାତୀର ବୟସ ୨୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଧାନ ଫସଲ ଖାଇବାକୁ…

Continue Readingଦନ୍ତା ହାତୀର ଗୁଳିବିଦ୍ଧ ମୃତ ଦେହ ଠାବ, ଧାନଫସଲ ଖାଇବାକୁ ଆସିଥିବା ବେଳେ ହତ୍ୟା ସନ୍ଦେହ

ଦେଶରେ ପ୍ରଥମ: ଅନୁଗୁଳ ଅଗ୍ନିଶମ ବାହିନୀକୁ ମିଳିବ କେ-୯

ଅନୁଗୁଳ: ଦେଶରେ ପ୍ରଥମ ଥର ପାଇଁ ଓଡିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗକୁ କେ-୯ ଅର୍ଥାତ ପୋଲିସ କୁକୁର ମିଳିବ। ଏଥିପାଇଁ ୧୦ ଟି ଉନ୍ନତ ପ୍ରଜାତିର କୁକୁର ରାଜସ୍ଥାନରୁ ଅଣାଯାଇଛି। ତିନୋଟି ବେଲଜିଆଁନ ମେଲୋଇନିସ ଏବଂ ସାତଟି ଲାବ୍ରାଡାର…

Continue Readingଦେଶରେ ପ୍ରଥମ: ଅନୁଗୁଳ ଅଗ୍ନିଶମ ବାହିନୀକୁ ମିଳିବ କେ-୯

୧୫ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଅନୁଗୁଳ: ଆଜି ଅନୁଗୁଳ ଟାଉନ ଥାନା ପୋଲିସ ଗୋପୀନାଥପୁରର ମୁନା ଖିଲାର ଓରଫ ଅରବିନ୍ଦ ଖିଲାରଙ୍କ ଘରେ ଗଞ୍ଜେଇ ଥିବା ଖବର ପାଇଁ ଅନୁଗୁଳ ଆଇଆଇସି ନିର୍ଦ୍ଦେଶ କ୍ରମେ ଗାଁରେ ଏକ ଟିମ୍ ଚଢ଼ାଉ କରିଥିଲେ। ପୋଲିସ ଟିମ ମାଜିଷ୍ଟ୍ରେଟଙ୍କ ସହ…

Continue Reading୧୫ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ପୃଥକ ସଡ଼କ ଦୁର୍ଘଟଣା: ୫ ଜଣ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ସ୍ଥାନୀୟ ମୂଷାପାପୁଲି ନିକଟରେ ଦୁର୍ଘଟଣା ଘଟି ଦୁଇ ଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଦ୍ବୟ ହେଲେ ଜରପଡ଼ା ଥାନା କଞ୍ଜରା ଗ୍ରାମର ବିକାଶ ବେହେରା (୨୨) ଓ ବାପୁନ ବେହେରା (୧୯)। ସୂଚନାଯୋଗ୍ୟ ଯେ,…

Continue Readingପୃଥକ ସଡ଼କ ଦୁର୍ଘଟଣା: ୫ ଜଣ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ନାବାଳିକାକୁ ଘରୁ ଉଠାଇ ନେଇ ଦୁଷ୍କର୍ମ ଅଭିଯୋଗ, ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ପୋକସୋ କୋର୍ଟର ଅତିରିକ୍ତ ଦୌରା ଜଜ ତଥା ସ୍ୱତନ୍ତ୍ର ଜଜ୍ ଜଣେ ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ମୁତାବକ, ଗତ ୨୫. ୦୧. ୨୦୨୧ ଦିନ କଣିହାଁ ଥାନା ଅନ୍ତର୍ଗତ କୁମୁଣ୍ଡା ଗ୍ରାମର…

Continue Readingନାବାଳିକାକୁ ଘରୁ ଉଠାଇ ନେଇ ଦୁଷ୍କର୍ମ ଅଭିଯୋଗ, ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଦୁଃଖ ଦେଇଗଲା ଅଦିନିଆ ବର୍ଷା: ଅନୁଗୁଳ ଜିଲ୍ଲାରେ ୫ ପ୍ରତିଶତ ଫସଲ ନଷ୍ଟ, ୩୦ ତାରିଖ ଭିତରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଅନୁଗୁଳ : ଅଦିନିଆ ବର୍ଷା ପାଇଁ ଅନୁଗୁଳ ଜିଲ୍ଲାରେ ଧାନ ଫସଲ ପ୍ରଭାବିତ ପ୍ରଭାବିତ ହୋଇଛି। ରାଜ୍ୟର ଅନ୍ୟ ଜିଲ୍ଲା ଅପେକ୍ଷା ଅନୁଗୁଳରେ ଲଗାଣ ବର୍ଷାରେ କମ୍ ମାତ୍ରାରେ ଧାନ ଫସଲ ନଷ୍ଟ ହୋଇଛି। ଜିଲ୍ଲାରେ ପାଖାପାଖି ୮୦ ହଜାର ହେକ୍ଟର…

Continue Readingଦୁଃଖ ଦେଇଗଲା ଅଦିନିଆ ବର୍ଷା: ଅନୁଗୁଳ ଜିଲ୍ଲାରେ ୫ ପ୍ରତିଶତ ଫସଲ ନଷ୍ଟ, ୩୦ ତାରିଖ ଭିତରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦଘାଟିତ, ମୁଖ୍ୟ ଆକର୍ଷଣ ପାଲଟିଛି ସୋନପୁରର ଟେରାକୋଟା ଓ ରାଜ୍ୟର ଅନ୍ୟ ହାତ ତିଆରି ସାମଗ୍ରୀ

ଅନୁଗୁଳ: ଅନୁଗୁଳରେ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦଘାଟିତ ହୋଇଛି। ହସ୍ତ ଶିଳ୍ପ ନିର୍ଦ୍ଦେଶାଳୟ, ସହକାରୀ ନିର୍ଦ୍ଦେଶକ (ହସ୍ତ ଶିଳ୍ପ), ଅନୁଗୁଳ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ…

Continue Readingରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦଘାଟିତ, ମୁଖ୍ୟ ଆକର୍ଷଣ ପାଲଟିଛି ସୋନପୁରର ଟେରାକୋଟା ଓ ରାଜ୍ୟର ଅନ୍ୟ ହାତ ତିଆରି ସାମଗ୍ରୀ