ଆମୁର ବାଜ ପକ୍ଷୀର ଉଡାଣ: ମଣିପୁରରୁ କେନିୟା ଭାୟା ଓଡ଼ିଶା

ଅନୁଗୁଳ:ସାଇବେରିଆର ପ୍ରଚଣ୍ଡ ଶୀତରୁ ରକ୍ଷା ପାଇବା ପାଇଁ ସେଠାକାର ଆମୁର ବାଜ ପକ୍ଷୀ ଗତ ଅକ୍ଟୋବର ମାସରେ ମଣିପୁରର ତମେଂଲଙ୍ଗ ଅଞ୍ଚଳରେ ପହଞ୍ଚି ଥିଲେ। ସେଠାକାର ଜଙ୍ଗଲ ବିଭାଗର ଅଧିକାରୀ ମାନେ ୱାଲ୍ଡ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମିଳିତ ସହାୟତାରେ ଗବେଷଣା…

Continue Readingଆମୁର ବାଜ ପକ୍ଷୀର ଉଡାଣ: ମଣିପୁରରୁ କେନିୟା ଭାୟା ଓଡ଼ିଶା

ନୂଆବର୍ଷରୁ ଭୁବନେଶ୍ବରରୁ ୫ ନୂଆ ସହରକୁ ଉଡ଼ିବ ବିମାନ, ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା

ଭୁବନେଶ୍ବର: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। କାରଣ ନୂଆ ବର୍ଷରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡାଣ ଭରିବ ଆଉ ୫ଟି ନୂଆ ବିମାନ। ନୂଆ ସ୍ଥାନକୁ ଭୁବନେଶ୍ୱରରୁ ଏହି ବିମାନ ଯିବ। ଇନ୍ଦୋର, ଡେରାଡୁନ, ଲକ୍ଷ୍‌ନୌ, ଜୟପୁର…

Continue Readingନୂଆବର୍ଷରୁ ଭୁବନେଶ୍ବରରୁ ୫ ନୂଆ ସହରକୁ ଉଡ଼ିବ ବିମାନ, ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା

ଟାଙ୍ଗିଆରେ ଯୁବକଙ୍କ ଅତର୍କିତ ଆକ୍ରମଣ, ଦାଦା ଓ ପୁତୁରା ଗୁରୁତର

ଅନୁଗୁଳ: ଯୁବକଙ୍କ ଟାଙ୍ଗିଆ ଚୋଟରେ ଦାଦା ଓ ପୁତୁରା ଗୁରୁତର। ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗ୍ରାମର ସୁନିଲ ଦେହୁରୀଙ୍କ ପୁଅ ଓମ୍ ପ୍ରକାଶ ଦେହୁରୀ (୧୮) ନିଜ ପାନ ଦୋକାନରେ ବସିଥିବା ସମୟରେ ସେହି ଗାଁର ସୁନିଆ…

Continue Readingଟାଙ୍ଗିଆରେ ଯୁବକଙ୍କ ଅତର୍କିତ ଆକ୍ରମଣ, ଦାଦା ଓ ପୁତୁରା ଗୁରୁତର

ହୋଣ୍ଡା ଆକ୍ଟିଭାର ଇଲେକ୍‌ଟ୍ରିକ ଉପରୁ ଉଠିଲା ପରଦା, ଥରେ ଚାର୍ଜ ହେଲେ ଚାଲିବ ୧୦୨ରୁ ୧୦୪ କି.ମି

ଅନୁଗୁଳ: ହୋଣ୍ଡା ମୋଟର ସାଇକେଲ ଓ ସ୍କୁଟର ଇଣ୍ଡିଆ ପକ୍ଷରୁ ୨ଟି ଇଲେକ୍‌ଟ୍ରିକ୍‌ ସ୍କୁଟରର ଲଞ୍ଚ କରାଯାଇଛି। ଆକ୍ଟିଭା ଇଲେକ୍‌ଟ୍ରିକ ସ୍କୁଟର ସହିତ କମ୍ପାନୀ ଆଉ ଏକ ଇଲେକ୍‌ଟ୍ରିକ୍‌ ସ୍କୁଟର QC1 ବିଷୟରେ ମଧ୍ୟ ସୂଚନା ଦେଇଛି। ଏହି ଦୁଇ ଇଲେକ୍‌ଟ୍ରିକ…

Continue Readingହୋଣ୍ଡା ଆକ୍ଟିଭାର ଇଲେକ୍‌ଟ୍ରିକ ଉପରୁ ଉଠିଲା ପରଦା, ଥରେ ଚାର୍ଜ ହେଲେ ଚାଲିବ ୧୦୨ରୁ ୧୦୪ କି.ମି

ବନ୍ତଳା ସରପଞ୍ଚଙ୍କ ନାମରେ ଅନାସ୍ଥା ପ୍ରସ୍ତାବ, ଭୋଟ ବେଳେ କେନ୍ଦ୍ରରେ ଦେଖାଦେଲେନି ୱାର୍ଡମେମ୍ବର

ଅନୁଗୁଳ: ଅନୁଗୁଳ ବ୍ଲକ ବନ୍ତଳା ପଞ୍ଚାୟତର ସରପଞ୍ଚ ଗୀତାଞ୍ଜଳି ପ୍ରଧାନଙ୍କ ନାମରେ ୧୧ ଗୋଟି ୱାର୍ଡ ମଧ୍ୟରୁ ନାଏବ ସରପଞ୍ଚଙ୍କୁ ମିଶାଇ ପାଞ୍ଚଜଣ ୱାର୍ଡ ମେମ୍ବର ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏନେଇ ବୁଧବାର ସକାଳେ ବନ୍ତଳା ପଞ୍ଚାୟତ କାର୍ଯ୍ୟାଳୟଠାରେ ଅତିରିକ୍ତ ତହସିଲଦାରଙ୍କ…

Continue Readingବନ୍ତଳା ସରପଞ୍ଚଙ୍କ ନାମରେ ଅନାସ୍ଥା ପ୍ରସ୍ତାବ, ଭୋଟ ବେଳେ କେନ୍ଦ୍ରରେ ଦେଖାଦେଲେନି ୱାର୍ଡମେମ୍ବର

ବେଆଇନ ଗଞ୍ଜେଇ ଚାଷ ଉପରେ ପୋଲିସ, ବନ ବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ଉ: ୫୦ ଲକ୍ଷ ଟଙ୍କାର ଗଛ ନଷ୍ଟ

ଅନୁଗୁଳ: ବେଆଇନ ଗଞ୍ଜେଇ ଚାଷ ଉପରେ ପୋଲିସ, ବନ ବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇଛି। ଚଢ଼ଉ ବେଳେ ବିପୁଳ ପରିମାଣର ପରିପକ୍ଵ ଗଞ୍ଜେଇ ଗଛକୁ ନଷ୍ଟ କରିବା ସହିତ ମାଫିଆ ମାନେ ରଖିଥିବା ଏକ ବନ୍ଧୁକକୁ…

Continue Readingବେଆଇନ ଗଞ୍ଜେଇ ଚାଷ ଉପରେ ପୋଲିସ, ବନ ବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ଉ: ୫୦ ଲକ୍ଷ ଟଙ୍କାର ଗଛ ନଷ୍ଟ

ଡିସେମ୍ବର ୬ରୁ ଅଗ୍ନିପଥ ଯୋଜନା ଅଧୀନରେ ସେନା ନିଯୁକ୍ତି ରାଲି, ରାଉରକେଲାରେ ମିଳିବ ଅନୁଗୁଳ ପିଲାଙ୍କୁ ଚାକିରି

ଅନୁଗୁଳ: ଅଗ୍ନିପଥ ଯୋଜନା ଅଧୀନରେ ଅନୁଗୁଳ, ବରଗଡ଼, ବଲାଙ୍ଗୀର, ଢେଙ୍କାନାଳ, ଦେଓଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାର ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀଙ୍କ ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ସେନା ନିଯୁକ୍ତି ରାଲି। ଆସନ୍ତା ୦୬ ଡିସେମ୍ବର ୨୦୨୪…

Continue Readingଡିସେମ୍ବର ୬ରୁ ଅଗ୍ନିପଥ ଯୋଜନା ଅଧୀନରେ ସେନା ନିଯୁକ୍ତି ରାଲି, ରାଉରକେଲାରେ ମିଳିବ ଅନୁଗୁଳ ପିଲାଙ୍କୁ ଚାକିରି

ରାଜ୍ୟର ଚାଷୀ ଭାଇଙ୍କ ପାଇଁ ଖୁସି ଖବର: ୫୮ ଟି ସବଡିଭିଜନରେ ହେବ ଶୀତଳ ଭଣ୍ଡାର

ଭୁବନେଶ୍ୱର : ଆଜି ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନ। ଦ୍ବିତୀୟ ଦିନରେ ସ୍ବାଭାବିକ ରହିଛି ପ୍ରଶ୍ନକାଳ । ବୈଠକ ଆରମ୍ଭରେ ଚାଲିଥିବା ପ୍ରଶ୍ନକାଳରେ ଏକ ଭଲ ଖବର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଦନ ସିଂଦେଓ । ଏକ ପ୍ରଶ୍ନର ଉତ୍ତର ଦେଇ…

Continue Readingରାଜ୍ୟର ଚାଷୀ ଭାଇଙ୍କ ପାଇଁ ଖୁସି ଖବର: ୫୮ ଟି ସବଡିଭିଜନରେ ହେବ ଶୀତଳ ଭଣ୍ଡାର

ଲିଙ୍ଗଭିତ୍ତିକ ହିଂସା ବିରୋଧରେ ସଚେତନତା ଅଭିଯାନର ଶୁଭାରମ୍ଭ, ୧୬ ଦିନ ବ୍ୟାପୀ ଚାଲିବ କାର୍ଯ୍ୟକ୍ରମ

ଅନୁଗୁଳ: ମହିଳା ଓ ବାଳିକାଙ୍କ ପ୍ରତି ହେଉଥିବା ହିଂସା ବିରୋଧରେ ଏକ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଆରମ୍ଭ ହୋଇଛି। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଯୋଗ ଦେଇ…

Continue Readingଲିଙ୍ଗଭିତ୍ତିକ ହିଂସା ବିରୋଧରେ ସଚେତନତା ଅଭିଯାନର ଶୁଭାରମ୍ଭ, ୧୬ ଦିନ ବ୍ୟାପୀ ଚାଲିବ କାର୍ଯ୍ୟକ୍ରମ

ଆଜି ଅପରାହ୍ନ ୫ରୁ ରାତି ୧୦ ପର୍ଯ୍ୟନ୍ତ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ : ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଆଜି ଅନୁଷ୍ଠିତ ହେବ। ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ। ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପର୍ଣ୍ଣ କରିବେ। ଏହା…

Continue Readingଆଜି ଅପରାହ୍ନ ୫ରୁ ରାତି ୧୦ ପର୍ଯ୍ୟନ୍ତ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ