ଗାଈ ଗୁହାଳ ପାଲଟିଛି ଜାତୀୟ ରାଜପଥ
ଅନୁଗୁଳ: ଅନୁଗୁଳ ଜିଲ୍ଲାର ବଅଁରପାଳ ଠାରୁ ବଡକେରା ପର୍ଯ୍ୟନ୍ତ ୫୫ ନମ୍ବର ଜାତୀୟ ରାଜପଥ ଗାଈଗୋରୁ ମାନଙ୍କ ଗୁହାଳ ପାଲଟିଛି। ବିଶେଷ କରି ରାତିରେ ଗାଡ଼ି ଚଳେଇବା ବିପଦ ସୃଷ୍ଟି କରୁଛି। ଜିଲ୍ଲାରେ କାଞ୍ଜିଆ ହୁଦାର ବ୍ୟବସ୍ଥା ନ ଥିବାବେଳେ ଗାଈ…
ଅନୁଗୁଳ: ଅନୁଗୁଳ ଜିଲ୍ଲାର ବଅଁରପାଳ ଠାରୁ ବଡକେରା ପର୍ଯ୍ୟନ୍ତ ୫୫ ନମ୍ବର ଜାତୀୟ ରାଜପଥ ଗାଈଗୋରୁ ମାନଙ୍କ ଗୁହାଳ ପାଲଟିଛି। ବିଶେଷ କରି ରାତିରେ ଗାଡ଼ି ଚଳେଇବା ବିପଦ ସୃଷ୍ଟି କରୁଛି। ଜିଲ୍ଲାରେ କାଞ୍ଜିଆ ହୁଦାର ବ୍ୟବସ୍ଥା ନ ଥିବାବେଳେ ଗାଈ…
ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯିବ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ ଏବଂ ଦଳର ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲଙ୍କ ତତ୍ତ୍ବାବଧାନରେ ନିର୍ବାଚନ ପ୍ରକ୍ରିୟା ହେବ। ନାମାଙ୍କନ…
ଅନୁଗୁଳ: ଅନୁଗୁଳ କାଲଟାକ୍ସ ଛକ ସ୍ଥିତ କ୍ରିସେଣ୍ଟ କନଭେନସନ୍ ଠାରେ ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ୨୫ତମ ଜିଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଉଦୟ କୁମାର ମହାପାତ୍ର ଓ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମର ଦ୍ୱିତୀୟ ଗେଟ ରବିବାର ଦିନ ୧୧ ଟାରେ ଖୋଲାଯାଇଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରେଙ୍ଗାଳି ଡ୍ୟାମ ଜଳଭଣ୍ଡାରରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏଣୁ ୫…
ଅନୁଗୁଳ : ଅନୁଗୁଳ ସହରର ପୂର୍ବତନ କାଉନସିଲର ଭୀମସେନ ମାଣ୍ଡୋଟିଆଙ୍କର ୭୦ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ମୃତ୍ୟୁ ଖବର ଶୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୁଳ ବିଧାୟକ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ନୂତନ ଜିଲ୍ଲା କାର୍ଯ୍ୟାଳୟ ଶିମିଳିପଡା ସ୍ଥିତ ଚର୍ଚ୍ଚ ଲାଇନ ଗଳିଠାରେ ରବିବାର ଉଦ୍ଘାଟିତ ହୋଇଛି। ଏଥିସହ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା…
ଅନୁଗୁଳ: ଗୁଲଜାର ଖାନ୍ ନାମକ ଜଣେ ଯୁବକ କ୍ଷତ ଡ୍ରେସିଂ ପାଇଁ ଗତ ଶନିବାର ଦିନ ବେଳା ହଣ୍ଡପା ସ୍ଵାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ।ତେବେ ସେଠାରେ ଥିବା କର୍ମଚାରୀ ଏକ୍ସପାଏରି ଔଷଧ,ମଲମ ଲଗାଇଥିବା ଦେଖି ପ୍ରତିବାଦ କରିଥିଲେ। କେନ୍ଦ୍ରର ଫାର୍ମାସିଷ୍ଟ ଏଥିରେ ଅସୁବିଧା…
ଅନୁଗୁଳ: ଆଷାଢ଼ ଶୁକ୍ଳ ଏକାଦଶୀତିଥିରେ ଆଜି ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ବାହୁଡ଼ାଯାତ୍ରା ସାରି ଫେରିବା ପରେ ସିଂହଦ୍ଵାରରେ ରଥ ଉପରୁ ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ତିନି ଠାକୁର। ମହାବାହୁ ରତ୍ନଖଚିତ ସୁବର୍ଣ୍ଣ ଅଳଙ୍କାର ପିନ୍ଧି ବଡ଼ଦାଣ୍ଡରେ ଦେବେ…
ଭୁବନେଶ୍ୱର: ଆସନ୍ତା ୯ରେ ଶ୍ରମିକ ସଂଗଠନର ବନ୍ଦ ଡାକରା। ୧୭ ଦଫା ଦାବିକୁ ନେଇ ଦିଆଯାଇଥିବା ଏହି ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ପୂର୍ଣ୍ଣ ସମର୍ଥନ ଜଣାଇଛି। ଗରିବ ଖଟିଖିଆ ଶ୍ରମିକଙ୍କ ଠାରୁ ଆରମ୍ଭ କରି କୃଷକ ଓ ଖାଉଟିଙ୍କ ସ୍ୱାର୍ଥକୁ…
ଅନୁଗୁଳ: ଆଜି ଶୈଳ ଶ୍ରୀକ୍ଷେତ୍ରରେ ବାହୁଡା଼ ଯାତ୍ରା ଉତ୍ସାହ ଉଦ୍ଦୀପନାର ସହ ସମ୍ପନ୍ନ ହୋଇଛି। ଜନ୍ମବେଦିରେ ୯ ଦିନ ଲୀଳାଖେଳା ସାରି ଭଉଣୀ ସୁଭଦ୍ରା ଏବଂ ବଡ଼ଭାଇ ବଳଭଦ୍ରଙ୍କୁ ସାଥିରେ ଧରି ଫେରିଛନ୍ତି ମହାବାହୁ । ସେଥିପାଇଁ ସକାଳୁ ପାରମ୍ପରିକ ନୀତି…