୯ ଦିନ ଲୀଳାଖେଳା ସାରି ବାହୁଡ଼ିଲେ ଚକା ଆଖି ଭାଇ ଭଉଣୀଙ୍କୁ ଘେନି

ଅନୁଗୁଳ: ଆଜି ଶୈଳ ଶ୍ରୀକ୍ଷେତ୍ରରେ ବାହୁଡା଼ ଯାତ୍ରା ଉତ୍ସାହ ଉଦ୍ଦୀପନାର ସହ ସମ୍ପନ୍ନ ହୋଇଛି। ଜନ୍ମବେଦିରେ ୯ ଦିନ ଲୀଳାଖେଳା ସାରି ଭଉଣୀ ସୁଭଦ୍ରା ଏବଂ ବଡ଼ଭାଇ ବଳଭଦ୍ରଙ୍କୁ ସାଥିରେ ଧରି ଫେରିଛନ୍ତି ମହାବାହୁ । ସେଥିପାଇଁ ସକାଳୁ ପାରମ୍ପରିକ ନୀତି…

Continue Reading୯ ଦିନ ଲୀଳାଖେଳା ସାରି ବାହୁଡ଼ିଲେ ଚକା ଆଖି ଭାଇ ଭଉଣୀଙ୍କୁ ଘେନି

ସ୍ଥାନୀୟ ଖଣିରୁ କୋଇଲା ପରିବହନ ଦାବି: କେନ୍ଦ୍ର ମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ଟ୍ରକ ମାଲିକ ସଂଘ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଟ୍ରକ ମାଲିକ ସଂଘ ପକ୍ଷରୁ ଗୁରୁବାର ସ୍ଥାନୀୟ କୋଇଲା ଖଣିରୁ ଅଗ୍ରାଧିକାର ଭିତ୍ତିରେ କୋଇଲା ପରିବହନ ପାଇଁ ଏକ ଦାବି ପତ୍ର କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ ଛେଣ୍ଡିପଦା ବ୍ଲକରେ ୧୯୯୬ ମସିହାରେ ଟ୍ରକ…

Continue Readingସ୍ଥାନୀୟ ଖଣିରୁ କୋଇଲା ପରିବହନ ଦାବି: କେନ୍ଦ୍ର ମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ଟ୍ରକ ମାଲିକ ସଂଘ

ଛେଣ୍ଡିପଦାରେ ଗରିବ କଲ୍ୟାଣ ଓ ବିକାଶ ସମାବେଶରେ କେନ୍ଦ୍ରମନ୍ତ୍ରୀ, ୫୩ କୋଟିର ୫୩ଟି ପ୍ରକଳ୍ପର କଲେ ଶିଳାନ୍ୟାସ ଓ ଶୁଭାରମ୍ଭ

ଅନୁଗୁଳ: ଗୁରୁବାର ଅନୁଗୁଳ ଛେଣ୍ଡିପଦାରେଆୟୋଜିତ “ଗରିବ କଲ୍ୟାଣ ଓ ବିକାଶ ସମାବେଶ”ରେ ଯୋଗଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ଅବସରରେ ସେ କହିଥିଲେ, ଆମ ସରକାରରେ ଜନସେବାକୁ ଅଗ୍ରାଧିକାର ମିଳିଛି। ଲୋକଙ୍କ ଅଧିକାରକୁ ସୁରକ୍ଷା ଦେବା ସହ ସେମାନଙ୍କ…

Continue Readingଛେଣ୍ଡିପଦାରେ ଗରିବ କଲ୍ୟାଣ ଓ ବିକାଶ ସମାବେଶରେ କେନ୍ଦ୍ରମନ୍ତ୍ରୀ, ୫୩ କୋଟିର ୫୩ଟି ପ୍ରକଳ୍ପର କଲେ ଶିଳାନ୍ୟାସ ଓ ଶୁଭାରମ୍ଭ

ଭିଜିଲାନ୍ସ ଜାଲରେ ତାଳଚେର ଥାନା ଏଏସଆଇ, ବେଲ୍ କରାଇବାକୁ ନେଉଥିଲେ ୩୦୦୦ଟଙ୍କାର ଲାଞ୍ଚ

ଅନୁଗୁଳ: ଭିଜିଲାନ୍ସ ଜାଲରେ ତାଳଚେର ଥାନା ଏଏସଆଇ ଧରଣୀଧର ନାଥ। ବେଲ କରାଇ ଦେବା ପାଇଁ ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ। ସୂଚନା ମୁତାବକ, ଗତ ଏପ୍ରିଲ ମାସରେ ଜନ୍ଦାବାହାଳ ଗ୍ରାମର ପ୍ରୀତି ରଞ୍ଜନ ଭୁକ୍ତା ଚୋରା ବିଦେଶୀ ମଦ…

Continue Readingଭିଜିଲାନ୍ସ ଜାଲରେ ତାଳଚେର ଥାନା ଏଏସଆଇ, ବେଲ୍ କରାଇବାକୁ ନେଉଥିଲେ ୩୦୦୦ଟଙ୍କାର ଲାଞ୍ଚ

ନୀଳାଚଳ ଗ୍ରାମ୍ୟବ୍ୟାଙ୍କ ଝରକା ଭାଙ୍ଗି ଡକାୟତି ଉଦ୍ୟମ: ସୁରକ୍ଷା ଢିଲା, ବାଜିଲାନି ସାଇରନ୍; ସିସିଟିଭି ଘାଣ୍ଟୁଛି ପୁଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ଦୁର୍ଗାପୁରସ୍ଥିତ ନୀଳାଚଳ ଗ୍ରାମ୍ୟବ୍ୟାଙ୍କ ଝରକା ଭାଙ୍ଗି ଡକାୟତି ଉଦ୍ୟମ ହୋଇଥିବା ସୂଚନା ମିଳିଛି। ବୁଧବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏହି ଉଦ୍ୟମ କରିଛନ୍ତି। ସୂଚନା ଅନୁସାରେ, ଗୁରୁବାର ସକାଳେ ସ୍ଥାନୀୟ ଗ୍ରାମବାସୀ ଝରକା…

Continue Readingନୀଳାଚଳ ଗ୍ରାମ୍ୟବ୍ୟାଙ୍କ ଝରକା ଭାଙ୍ଗି ଡକାୟତି ଉଦ୍ୟମ: ସୁରକ୍ଷା ଢିଲା, ବାଜିଲାନି ସାଇରନ୍; ସିସିଟିଭି ଘାଣ୍ଟୁଛି ପୁଲିସ

ରେଙ୍ଗାଳି ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ ପାଇଁ ଗେଟ ପୂଜା

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ ଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ରେଙ୍ଗାଳି ଡ୍ୟାମ ନିର୍ମାଣ ପରେ ଚଳିତ ବର୍ଷ ଜୁଲାଇ ମାସରେ ଜଳସ୍ତର ସବୁ ରେକର୍ଡ ଭଙ୍ଗ କରିଛି। ସାଧାରଣତଃ ରେଙ୍ଗାଳି ଡ୍ୟାମଠାରେ…

Continue Readingରେଙ୍ଗାଳି ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ ପାଇଁ ଗେଟ ପୂଜା

ଅନୁଗୁଳ ‘ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ’ର ନୂତନ ଗୃହ ପାଇଁ ଭୂମିପୂଜା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଛେଣ୍ଡିପଦା:  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର  ଅନୁଗୁଳ ଛେଣ୍ଡିପଦା ସ୍ଥିତ ‘ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ’(ଡିଆଇଇଟି)ର  ନୂତନ ଗୃହ ନିର୍ମାଣ ନିମନ୍ତେ ଭୂମିପୂଜା କରିବା ସହ ଅନୁଷ୍ଠାନର ଶିକ୍ଷକ ଓ ପ୍ରଶିକ୍ଷକମାନଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା…

Continue Readingଅନୁଗୁଳ ‘ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ’ର ନୂତନ ଗୃହ ପାଇଁ ଭୂମିପୂଜା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଜୁନ ମାସରେ ୟୁପିଆଇ ମାଧ୍ୟମରେ ୨୪ ଲକ୍ଷ କୋଟିରୁ ଅଧିକ ଟଙ୍କାର  ନେଣଦେଣ ହୋଇଛି

ଅନୁଗୁଳ: ଭାରତରେ ବଢୁଛି ୟୁପିଆଇ ନେଣଦେଣର ଚାହିଦା। ଖୁଚୁରା ଅଭାବ,ମୋବାଇଲର ବହୁଳ ବ୍ୟବହାର ଯୋଗୁ ୟୁପିଆଇ ପେମେଣ୍ଟ ଲୋକଙ୍କ ପାଇଁ ସହଜ ହେଉଛି। ରିପୋର୍ଟ ଅନୁଯାୟୀ, ଦେଶରେ ଜୁନ ମାସରେ ୟୁପିଆଇ ମାଧ୍ୟମରେ ୨୪ ଲକ୍ଷ କୋଟିରୁ ଅଧ‌ିକ ଟଙ୍କାର ନେଣଦେଣ…

Continue Readingଜୁନ ମାସରେ ୟୁପିଆଇ ମାଧ୍ୟମରେ ୨୪ ଲକ୍ଷ କୋଟିରୁ ଅଧିକ ଟଙ୍କାର  ନେଣଦେଣ ହୋଇଛି

ଅଦ୍ଵୈତ ମାର୍ଗକୁ ନୋ ପାର୍କିଂ ଜୋନ ଘୋଷଣା କଲେ ଜିଲ୍ଲାପାଳ, ମାସେ ଯାଏଁ ଗାଡ଼ି ରଖିପାରିବେନି ଲୋକେ

ଅନୁଗୁଳ: ଅନୁଗୁଳ ଜେଲ୍ ସାମ୍ନା ରାସ୍ତାରୁ ୫୫ ନମ୍ବର ଜାତୀୟ ରାଜପଥ ବା ଅଦ୍ଵୈତ ମାର୍ଗକୁ ନୋ ପାର୍କିଂ ଜୋନ୍ ଘୋଷଣା କରାଯାଇଛି। ଜିଲ୍ଲାପାଳ ଅବ୍ଦାଲ୍ ଏମ ଅଖତାର ଆଜି ଏହି ଘୋଷଣା କରିଛନ୍ତି। ଏହି ରାସ୍ତାରେ ଦୁଇ ଚକିଆ ଓ…

Continue Readingଅଦ୍ଵୈତ ମାର୍ଗକୁ ନୋ ପାର୍କିଂ ଜୋନ ଘୋଷଣା କଲେ ଜିଲ୍ଲାପାଳ, ମାସେ ଯାଏଁ ଗାଡ଼ି ରଖିପାରିବେନି ଲୋକେ

କାଳିଆକୁ ଦେଖିବା ପୂର୍ବରୁ ଆଉ ଅରୁଣ ସ୍ତମ୍ଭ ଛୁଇଁପାରିବେନି ଭକ୍ତ, ଲାଗିଲା ୪ ଫୁଟର ପିତ୍ତଳ ବ୍ୟାରିକେଡ୍; ଭକ୍ତମହଲରେ ତୀବ୍ର ଅସନ୍ତୋଷ

ପୁରୀ: ଶ୍ରୀମନ୍ଦିର ଆସୁଥିବା ଭକ୍ତଙ୍କୁ ଅରୁଣ ସ୍ତମ୍ଭ ଛୁଇଁବା ମନା। ଆଉ କାଳିଆକୁ ଦେଖିବା ପୂର୍ବରୁ ଅରୁଣ ସ୍ତମ୍ଭ ଛୁଇଁପାରିବେନି ଭକ୍ତ। ଏକଥା ଆମେ କହୁନୁ। ଶ୍ରୀମନ୍ଦିର ପ୍ରଶାସନର ନୂଆ କାମ ପରେ ଅରୁଣ ସ୍ତମ୍ଭ ଛୁଇଁବାରୁ ବଞ୍ଚିତ ହେଉଥିବା ଭକ୍ତ…

Continue Readingକାଳିଆକୁ ଦେଖିବା ପୂର୍ବରୁ ଆଉ ଅରୁଣ ସ୍ତମ୍ଭ ଛୁଇଁପାରିବେନି ଭକ୍ତ, ଲାଗିଲା ୪ ଫୁଟର ପିତ୍ତଳ ବ୍ୟାରିକେଡ୍; ଭକ୍ତମହଲରେ ତୀବ୍ର ଅସନ୍ତୋଷ