ଜୁଲାଇ ୧୧ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ୍‌ଗେ

ଅନୁଗୁଳ: ଜୁଲାଇ ୧୧ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳର ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ। ଏନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଗଣମାଧ୍ୟମକୁ…

Continue Readingଜୁଲାଇ ୧୧ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ୍‌ଗେ

BMC ଡେପୁଟି କମିଶନରଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା: ସାମୂହିକ ଛୁଟିରେ ଗଲେ ଅନୁଗୁଳର OAS ଓ ORS ଅଧିକାରୀ

ଅନୁଗୁଳ: ଭୁବନେଶ୍ବର ମହାନଗର ନିଗମର ଅତିରିକ୍ତ ଆୟୁକ୍ତ ଓ ବରିଷ୍ଠ OAS ଅଧିକାରୀ ରତ୍ନାକର ସାହୁଙ୍କୁ ଶାରୀରିକ ଆକ୍ରମଣ ବିରୋଧରେ ପ୍ରତିବାଦ ଜଣାଇ ଅନୁଗୁଳ ଜିଲ୍ଲାର OAS ଓ ORS ଅଧିକାରୀମାନେ ସାମୂହିକ ଛୁଟି ଘୋଷଣା କରିଛନ୍ତି । ଏହି ଅପ୍ରତ୍ୟାଶିତ…

Continue ReadingBMC ଡେପୁଟି କମିଶନରଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା: ସାମୂହିକ ଛୁଟିରେ ଗଲେ ଅନୁଗୁଳର OAS ଓ ORS ଅଧିକାରୀ

ଅନୁଗୁଳରେ ହେରା ପଞ୍ଚମୀ ପାଳିତ: ଅଭିମାନିନୀ ମହାଲକ୍ଷ୍ମୀ ଭାଙ୍ଗିଲେ ମହାପ୍ରଭୁଙ୍କ ରଥ

ଅନୁଗୁଳ: ଆଜି ଆଷାଢ଼ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଶୈଳଶ୍ରୀକ୍ଷେତ୍ରରେ ହେରା ପଞ୍ଚମୀ ପାଳିତ ହୋଇଛି। ଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରା ମା' ଲକ୍ଷ୍ମୀଙ୍କୁ ନ ନେଇ ଜନ୍ମ ବେଦୀକୁ ଯାଇଥିବାରୁ ସେ ରାଗି ଯାଇଥିଲେ। ଏଣୁ ସ୍ୱତନ୍ତ୍ର ବିମାନରେ…

Continue Readingଅନୁଗୁଳରେ ହେରା ପଞ୍ଚମୀ ପାଳିତ: ଅଭିମାନିନୀ ମହାଲକ୍ଷ୍ମୀ ଭାଙ୍ଗିଲେ ମହାପ୍ରଭୁଙ୍କ ରଥ

ରକ୍ତ ଦେଇ ଜାତୀୟ ଦିବସ ପାଳିଲେ ଡାକ୍ତର

ଅନୁଗୁଳ: ଜାତୀୟ ଡାକ୍ତର ଦିବସ ଅବସରରେ ଅନୁଗୁଳ ଆଇଏମ୍ଏ, ରୋଟାରୀ କ୍ଳବ୍ ଅନୁଗୁଳ ରୟାଲ, ସର୍ଜନ୍ସ କ୍ଳବ୍ ଏବଂ ଅଶ୍ରୁ ସଂସ୍ଥା ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।ରକ୍ତଦାନ ଭବନରେ ଆୟୋଜିତ ଏହି ଶିବିରକୁ ଅନୁଗୁଳ ସିଡିଏମଓ ଡ଼ା ଗୌରୀ…

Continue Readingରକ୍ତ ଦେଇ ଜାତୀୟ ଦିବସ ପାଳିଲେ ଡାକ୍ତର

ରାତ୍ରି ପାଟ୍ରୋଲିଂ ବେଳେ ୩ ବ୍ରାଉନସୁଗାର ବେପାରୀ ଅଟକ, ୫୦ ଗ୍ରାମ ଧଳାଜହର ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ପୁଲିସ ରାତ୍ରି ପାଟ୍ରୋଲିଂ ବେଳେ ୩ ବ୍ରାଉନସୁଗାର ବେପାରୀଙ୍କୁ ମାଡ଼ି ବସିଛି। ସେମାନଙ୍କ ଠାରୁ ୫୦ ଗ୍ରାମ ୩୬୦ମିଲିଗ୍ରାମ ବ୍ରାଉନ ସୁଗାର ଓ ବାଇକ ଜବତ ହୋଇଛି। ଅଟକ ୩ ଯୁବକ ହେଲେ ଅନୁଗୁଳ…

Continue Readingରାତ୍ରି ପାଟ୍ରୋଲିଂ ବେଳେ ୩ ବ୍ରାଉନସୁଗାର ବେପାରୀ ଅଟକ, ୫୦ ଗ୍ରାମ ଧଳାଜହର ଜବତ

ଯୋଗାଣ ନିରୀକ୍ଷକଙ୍କୁ ୪ ବର୍ଷ କାରାଦଣ୍ଡ, ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ

ଅନୁଗୁଳ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ଯୋଗାଣ ନିରୀକ୍ଷକଙ୍କୁ ୪ ବର୍ଷ କାରାଦଣ୍ଡ। ସୋମବାର ଅନୁଗୁଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଯୋଗାଣ ନିରୀକ୍ଷକ ବବିଲତା ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୪ ବର୍ଷ କାରାଦଣ୍ଡ ସହ ୨୫…

Continue Readingଯୋଗାଣ ନିରୀକ୍ଷକଙ୍କୁ ୪ ବର୍ଷ କାରାଦଣ୍ଡ, ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ

ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ବନକଲାଗି ଶେଷ, ମଙ୍ଗଳବାର ସକାଳୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରେ ବିରାଜିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ରବିବାର ଆଡ଼ପ ବିଜେ ହେବା ପରେ ସୋମବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଛି। ଏ ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ଥିଲା। ମଙ୍ଗଳବାର ସକାଳ ମଙ୍ଗଳ…

Continue Readingଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ବନକଲାଗି ଶେଷ, ମଙ୍ଗଳବାର ସକାଳୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ସରିଲା ରାସନ କାର୍ଡ ଇ-କେୱାଇସି ଯାଞ୍ଚ ଅବଧି: ଅପଡେଟ କରିନଥିଲେ ୩ ମାସ ସସପେଣ୍ଡ ହେବ କାର୍ଡ, ମିଳିବନି ଚାଉଳ

ଭୁବନେଶ୍ୱର: ରାସନ୍‌ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ଖବର। ଆଜି ସରିଲା ଇ-କେୱାଇସି ଯାଞ୍ଚ ଅବଧି। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି, ଆଜି e-KYC ଯାଞ୍ଚ କରିବାର ଶେଷ ତାରିଖ ଥିଲା। ଯେଉଁମାନେ ଆଜି e-KYC ନକରିଛନ୍ତି ୩…

Continue Readingସରିଲା ରାସନ କାର୍ଡ ଇ-କେୱାଇସି ଯାଞ୍ଚ ଅବଧି: ଅପଡେଟ କରିନଥିଲେ ୩ ମାସ ସସପେଣ୍ଡ ହେବ କାର୍ଡ, ମିଳିବନି ଚାଉଳ

ଅନୁଗୁଳରେ ଆଲୋଡନ: ୨୨ଟି ହୋଟେଲ ଓ ଉଠା ଦୋକାନର ପାଣି ବ୍ୟବହାର ଅନୁପଯୋଗୀ: ସତର୍କ କଲା ସ୍ବାସ୍ଥ୍ୟ ବିଭାଗ

ଅନୁଗୁଳ: ରାଜ୍ୟର ଅନେକ ଜିଲ୍ଲାରେ ହଇଜା ବ୍ୟାପିଥିବା ବେଳେ ଅନୁଗୁଳରେ ସ୍ବାସ୍ଥ୍ୟ ସୁରକ୍ଷା କାରଣରୁ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଗତ ୨୦ ତାରିଖ ଦିନ ଅନୁଗୁଳ ପୌରାଞ୍ଚଳର ବିଭିନ୍ନ ଷ୍ଟାର ହୋଟେଲ, ଚାଳିଆ ହୋଟେଲ, ଗୁପଚୁପ ଦୋକାନ ଆଦି ଚଢାଉ…

Continue Readingଅନୁଗୁଳରେ ଆଲୋଡନ: ୨୨ଟି ହୋଟେଲ ଓ ଉଠା ଦୋକାନର ପାଣି ବ୍ୟବହାର ଅନୁପଯୋଗୀ: ସତର୍କ କଲା ସ୍ବାସ୍ଥ୍ୟ ବିଭାଗ

ବିଦ୍ୟୁତ୍ ଆଘାତରେ ନାବାଳିକା ଗୁରୁତର: ଘଟଣାକୁ ଚାପି ଦେବାକୁ ଉଦ୍ୟମ!

ଅନୁଗୁଳ: ସ୍ନାନ ପୂର୍ଣ୍ଣିମା ଦିନ ଅନୁଗୁଳ ଶୈଳଶ୍ରୀ କ୍ଷେତ୍ରରେ ଜଣେ ସେବାୟତଙ୍କୁ ସ୍ନାନ ମଣ୍ଡପରେ ବିଦ୍ୟୁତ୍ ଆଘାତ ଲାଗିଥିଲା। ସେ ଅଳ୍ପକେ ବଞ୍ଚି ଯାଇଥିଲେ। ତେବେ ମନ୍ଦିର ପରିଚାଳନା କମିଟି ଏଥିରୁ କିଛି ଶିଖି ନଥିଲା। ରଥଯାତ୍ରା ଦିନ ରାତି ପ୍ରାୟ…

Continue Readingବିଦ୍ୟୁତ୍ ଆଘାତରେ ନାବାଳିକା ଗୁରୁତର: ଘଟଣାକୁ ଚାପି ଦେବାକୁ ଉଦ୍ୟମ!