ଜନ ସ୍ଵାସ୍ଥ୍ୟ ବିଭାଗ ଖୋଳିଥିବା ଗାତରେ ପଡ଼ି ଜଣେ ଗୁରୁତର, କଟକ ସ୍ଥାନାନ୍ତର

ଅନୁଗୁଳ: ରାସ୍ତା କଡ଼ରେ ଖୋଳାଯାଇଥିବା ବିରାଟ ଗାତରେ ପଡ଼ି ଜଣେ ଗୁରୁତର। ଅନୁଗୁଳ ସହରର ଥାନା ଛକ ନିକଟରେ ଏକ ବଡ଼ ଗାତରେ ପଡ଼ି ତୁରଙ୍ଗ ଗ୍ରାମର ପଙ୍କଜ ପଣ୍ଡା(୪୬) ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା…

Continue Readingଜନ ସ୍ଵାସ୍ଥ୍ୟ ବିଭାଗ ଖୋଳିଥିବା ଗାତରେ ପଡ଼ି ଜଣେ ଗୁରୁତର, କଟକ ସ୍ଥାନାନ୍ତର

ପାଳଲହଡ଼ାରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ, ୧୧୫ଟି ପ୍ରକଳ୍ପ ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ ମହତାବ ଉଚ୍ଚ ବିଦ୍ୟାଳୟ ଠାରେ ବୁଧବାର ୩୦ ତମ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି। ଏଥିରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୧୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ପାଳଲହଡା ବିଧାୟକ ଅଶୋକ ମହାନ୍ତି ମୁଖ୍ୟ…

Continue Readingପାଳଲହଡ଼ାରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ, ୧୧୫ଟି ପ୍ରକଳ୍ପ ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ

ଅନାସ୍ଥାରେ ପଦ ହରାଇଲେ କୁଶକିଳା ଗ୍ରାମ ପଞ୍ଚାୟତ ସରପଞ୍ଚ, ଜଣେ ହେଲେ ୱାର୍ଡ ମେମ୍ଵର ଦେଲେନି ଭୋଟ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କୁଶକିଳା ପଞ୍ଚାୟତରେ ବୁଧବାର ଅନାସ୍ଥା ଭୋଟରେ ପଦ ହରାଇଲେ କୁଶକିଳା ସରପଞ୍ଚ। ସରପଞ୍ଚ ସୁଶାନ୍ତ ସାହୁଙ୍କୁ ବିରୋଧ କରି ଗ୍ରାମ ପଞ୍ଚାୟତର ୧୩ଟି ୱାର୍ଡ ସଭ୍ୟସଭ୍ୟା ମାନେ ଅନୁଗୁଳ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇ…

Continue Readingଅନାସ୍ଥାରେ ପଦ ହରାଇଲେ କୁଶକିଳା ଗ୍ରାମ ପଞ୍ଚାୟତ ସରପଞ୍ଚ, ଜଣେ ହେଲେ ୱାର୍ଡ ମେମ୍ଵର ଦେଲେନି ଭୋଟ୍

ସୌଖୀନ ଗାଡ଼ିରେ ଗଞ୍ଜେଇ ଚାଲାଣ ! ୭୫ କେଜି ଗଞ୍ଜେଇ ସହ ୨ ଜଣଙ୍କୁ ବାନ୍ଧିଲା ଅନୁଗୁଳ ଅବକାରୀ ଟିମ୍

ଅନୁଗୁଳ: ସୌଖୀନ ଗାଡ଼ିରେ ହେଉଥିଲା ଗଞ୍ଜେଇ ଚାଲାଣ। ମାଡ଼ି ବସିଲା ଅନୁଗୁଳ ଅବକାରୀ ବିଭାଗ। ଜବତ ଗଞ୍ଜେଇର ମୂଲ୍ୟ ପାଖାପାଖି ୭ ଲକ୍ଷ ୫୦ ହଜାର ଟଙ୍କା ହେବ। ଆଜି ଅନୁଗୁଳ ଅବକାରୀ ନିରୀକ୍ଷକ ସଦର ରେଞ୍ଜ୍ ଏବଂ ଜିଲ୍ଲା ଭ୍ରାମ୍ୟମାଣ…

Continue Readingସୌଖୀନ ଗାଡ଼ିରେ ଗଞ୍ଜେଇ ଚାଲାଣ ! ୭୫ କେଜି ଗଞ୍ଜେଇ ସହ ୨ ଜଣଙ୍କୁ ବାନ୍ଧିଲା ଅନୁଗୁଳ ଅବକାରୀ ଟିମ୍

ନାବାଳିକାକୁ ଅପହରଣ କରି ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ପୀଡ଼ିତାକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ନିର୍ଦ୍ଦେଶ

ଅନୁଗୁଳ: ନାବାଳିକା ଅପହରଣ ଓ ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅନୁଗୁଳର ଅତିରିକ୍ତ ଜିଲ୍ଲା ଜଜ ଫାଷ୍ଟ ଟ୍ରାକ କୋର୍ଟ। ସୂଚନା ମୁତାବକ, ଗତ ୬. ୮. ୨୦୨୦ ରାତିରେ ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା…

Continue Readingନାବାଳିକାକୁ ଅପହରଣ କରି ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ପୀଡ଼ିତାକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ନିର୍ଦ୍ଦେଶ

ଜିନ୍ଦଲ ‘ଆଶା’ ପକ୍ଷରୁ ସ୍ପେଶାଲ ଅଲିମ୍ପିକ୍ସ କ୍ରୀଡ଼ା ପ୍ରଶିକ୍ଷଣ ଆୟୋଜିତ

ଅନୁଗୁଳ: ଜିନ୍ଦଲ ଫାଉଣ୍ଡେସନର ଜିନ୍ଦଲ ‘ଆଶା’ ପକ୍ଷରୁ ସ୍ପେଶାଲ ଅଲିମ୍ପିକ୍ସ କ୍ରୀଡ଼ା ଉପରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ନଭେମ୍ବର ୧୧ ଓ ୧୨ ଦୁଇ ଦିନ ଧରି ଅନୁଗୁଳର ଜିନ୍ଦଲ ‘ଆଶା’ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନେକ…

Continue Readingଜିନ୍ଦଲ ‘ଆଶା’ ପକ୍ଷରୁ ସ୍ପେଶାଲ ଅଲିମ୍ପିକ୍ସ କ୍ରୀଡ଼ା ପ୍ରଶିକ୍ଷଣ ଆୟୋଜିତ

କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ପାଇଁ ସମନ୍ୱୟ କମିଟି ବୈଠକ

ଅନୁଗୁଳ: ଚଳିତ ମାସ ୧୮ ତାରିଖରୁ ୩୦ ତାରିଖ ମଧ୍ୟରେ ହେବାକୁ ଥିବା କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳ ଅବଦାଲ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ…

Continue Readingକୁଷ୍ଠ ରୋଗ ଚିହ୍ନଟ ଅଭିଯାନ ପାଇଁ ସମନ୍ୱୟ କମିଟି ବୈଠକ

କଳାକାର ପକ୍ଷରୁ ୩୯ ତମ ବୋଇତ ବନ୍ଦାଣ ମହୋତ୍ସବ

ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ ସେବା ଓ ସାଂସ୍କୃତିକ ଅନୁଷ୍ଠାନ କଳାକାର ପକ୍ଷରୁ ତ୍ରିଦିବସୀୟ ବୋଇତ ବନ୍ଦାଣ ମହୋତ୍ସବ ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆରମ୍ଭ ହୋଇଛି। ଅନୁଗୁଳ ଓକିଲ ସଙ୍ଘ ସଭାପତି ଦିଲୀପ ସାହୁ ଏହି ସମାରୋହକୁ ଉଦଘାଟନ କରିବା ସହ…

Continue Readingକଳାକାର ପକ୍ଷରୁ ୩୯ ତମ ବୋଇତ ବନ୍ଦାଣ ମହୋତ୍ସବ

ଲିଙ୍ଗରାଜ କୋଇଲା ଖଣିରେ ଗୁଣ୍ଡାଙ୍କ ଆତଙ୍କରାଜ, ଅଧଘଣ୍ଟା ଧରି ଗାଡ଼ି ମଟର ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ଦେଲେ ହତ୍ୟା ଧମକ

ଅନୁଗୁଳ: ମାରଣାସ୍ତ୍ର ଧରି ପଶିଲେ ଆଉ ଗାଡ଼ି, ଜିନିଷ ପତ୍ର, ଯାହାକୁ ପାଇଲେ ବାଡ଼େଇ ଭାଙ୍ଗିଲେ। ଆଉ ଲୋକଙ୍କୁ ଦେଲେ ହତ୍ୟା ଧମକ। ଅନୁଗୁଳ ଜିଲ୍ଲା ତାଳଚେର ଲିଙ୍ଗରାଜ କୋଇଲା ଖଣିରେ ମଙ୍ଗଳବାର ପାଖାପାଖି ଅଧାଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଏଭଳି…

Continue Readingଲିଙ୍ଗରାଜ କୋଇଲା ଖଣିରେ ଗୁଣ୍ଡାଙ୍କ ଆତଙ୍କରାଜ, ଅଧଘଣ୍ଟା ଧରି ଗାଡ଼ି ମଟର ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ଦେଲେ ହତ୍ୟା ଧମକ

ବିଶ୍ବ ନିମୋନିଆ ଦିବସ ପାଳିତ: ଲକ୍ଷଣ ଦେଖିଲେ ତୁରନ୍ତ ଚିକିତ୍ସା କରିବାକୁ ପରାମର୍ଶ

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ବ ନିମୋନିଆ ଦିବସ ପାଳିତ ହୋଇଛି। ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ଶିବାନନ୍ଦ ମହାନ୍ତି ଅଧ୍ୟକ୍ଷତା କରି ବିଶ୍ବ ନିମୋନିଆ ଦିବସ ପାଳନ କରିବାର…

Continue Readingବିଶ୍ବ ନିମୋନିଆ ଦିବସ ପାଳିତ: ଲକ୍ଷଣ ଦେଖିଲେ ତୁରନ୍ତ ଚିକିତ୍ସା କରିବାକୁ ପରାମର୍ଶ