ଅନୁଗୁଳରୁ ୮.୭୭ ଗ୍ରାମ୍‌ ଧଳା ଜହର ଜବତ, ବେପାରୀ ଗିରଫ

ଅନୁଗୁଳ: ଧଳା ଜହର ବିକି ସ୍ବାମୀ- ସ୍ତ୍ରୀ ଗିରଫ। ଗିରଫ ଦୁଇ ଜଣ  ହେଲେ ଅନୁଗୁଳ ଟାଉନ ରାଜକିଶୋରପଡ଼ାର ଚତୁରୀ ନାଏକ(୫୫) ଏବଂ ତାଙ୍କ ସ୍ଵାମୀ କହଳୁ ନାଏକ। ସୂଚନା ମୁତାବକ, ଟାଉନ୍‌ ହାଇସ୍କୁଲ ସାମ୍‌ନାରେ ଥିବା ନୂଆ ଭେଣ୍ଡିଂ ଜୋନ୍‌…

Continue Readingଅନୁଗୁଳରୁ ୮.୭୭ ଗ୍ରାମ୍‌ ଧଳା ଜହର ଜବତ, ବେପାରୀ ଗିରଫ

ଟାଟା ପାୱାରରେ ମାଳମାଳ ଅଣଓଡ଼ିଆ ଅଧିକାରୀ, ଓଡ଼ିଆଙ୍କୁ ମିଳୁନି ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟରେ ବିଦ୍ୟୁତ୍‍ ବିତରଣ ଦାୟିତ୍ବ ନେଇଛି ଟାଟା ପାୱାର। ଏଥିରେ ସ୍ଥାୟୀ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରୁ ପାଖାପାଖି ଦେଢ଼ ହଜାର ଅଣଓଡ଼ିଆ କାମ କରୁଛନ୍ତି। ସ୍ଥାୟୀ କର୍ମଚାରୀଙ୍କ ମଧ୍ୟରୁ ୧୩୬୯ ଜଣ ଓ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ୭୦ରୁ…

Continue Readingଟାଟା ପାୱାରରେ ମାଳମାଳ ଅଣଓଡ଼ିଆ ଅଧିକାରୀ, ଓଡ଼ିଆଙ୍କୁ ମିଳୁନି ନିଯୁକ୍ତି

ବଳାତ୍କାର ଅଭିଯୁକ୍ତ ୪ ବର୍ଷ ପରେ ଗିରଫ

ଅନୁଗୋଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ଗଦାଧରପୂର ଗାଁର ରାଜେନ୍ଦ୍ର ବାଘକୁ ସ୍ଥାନୀୟ କିଶୋରନଗର ପୁଲିସ ଦୀର୍ଘ ୪ ବର୍ଷ ପରେ ଗିରଫ କରିବାରେ ସକ୍ଷମ ହୋଇଛନ୍ତି। ସେ ଜଣେ ମହିଳାଙ୍କୁ ବିବାହ କରିବାକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ…

Continue Readingବଳାତ୍କାର ଅଭିଯୁକ୍ତ ୪ ବର୍ଷ ପରେ ଗିରଫ

ବିଶ୍ଵ ପରିବେଶ ଦିବସ: ପଲିଥିନ୍ ଅନୁଗୁଳ ପାଇଁ ବିପଦ

ଅନୁଗୁଳ: ଜୁନ ୫ ତାରିଖ ବିଶ୍ଵ ପରିବେଶ ଦିବସ। ଅନେକ ଭାଷଣବାଜି,ସେମିନାର,ପ୍ରତିଯୋତା ଏ ଅବସରରେ ହୋଇଥାଏ।କିନ୍ତୁ ଅସଲ ସମସ୍ୟା ଯେଉଁଠି କି ସେଇଠି ରହିଯାଏ। ସତ କହିବାକୁ ଗଲେ ଆମ ପରିବେଶ ଆଦୌ ଠିକ୍ ନାହିଁ। ଗତ ଦୁଇ ଦଶନ୍ଧି ଧରି…

Continue Readingବିଶ୍ଵ ପରିବେଶ ଦିବସ: ପଲିଥିନ୍ ଅନୁଗୁଳ ପାଇଁ ବିପଦ

‘ଆମ ସଙ୍କଳ୍ପ-ନିଶା ନୁହେଁ,ଜୀବନ’: ନିଶା ନେଇ ସଚେତନ କରିବାକୁ ଗଡ଼ିଲା ସଚେତନତା ରଥ

ଅନୁଗୁଳ: ଆମ ସଂକଳ୍ପ-ନିଶା ନୁହେଁ, ଜୀବନ' ଅବସରରେ ଅନୁଗୁଳରେ ଗଡ଼ିଲା ସଚେତନତା ରଥ। ରାଜ୍ୟ ସରକାରଙ୍କର ଏହି ସ୍ୱତନ୍ତ୍ର ଅଭିଯାନ ମେ ୩୧, ବିଶ୍ବ ତମାଖୁ ବର୍ଜନ ଦିବସଠାରୁ ଆରମ୍ଭ ହୋଇ ଆନ୍ତର୍ଜାତିକ ନିଶା ସେବନ ଓ ବେଆଇନ୍ କାରବାରନିରୋଧ ଦିବସ…

Continue Reading‘ଆମ ସଙ୍କଳ୍ପ-ନିଶା ନୁହେଁ,ଜୀବନ’: ନିଶା ନେଇ ସଚେତନ କରିବାକୁ ଗଡ଼ିଲା ସଚେତନତା ରଥ

ଜୁନ୍ ମାସରେ କେଉଁଠି କେବେ ହେବ ଅନୁଗୁଳ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି, ଦେଖନ୍ତୁ ପୂରା ତାଲିକା

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ଅବଦାଲ ମୁହମ୍ମଦ୍ ଅଖତରଙ୍କର ଜୁନ୍ ମାସ ପାଇଁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥ‌ିରେ ଜିଲ୍ଲାପାଳ ଓ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେବେ। ଜୁନ୍…

Continue Readingଜୁନ୍ ମାସରେ କେଉଁଠି କେବେ ହେବ ଅନୁଗୁଳ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି, ଦେଖନ୍ତୁ ପୂରା ତାଲିକା

ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ହେଉଥିବା ଅନ୍ୟାୟକୁ ବିରୋଧ: ଜଗନ୍ନାଥ ସେନାର ଗଣଧାରଣା

ଅନୁଗୁଳ: ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଚାଳନା ସମିତିର କିଛି ସଦସ୍ୟଙ୍କ ଦ୍ବାରା ହେଉଥିବା ଅନ୍ୟାୟ ଓ ଦୁର୍ନୀତି ବିରୁଦ୍ଧରେ ଅନୁଗୁଳ ଜଗନ୍ନାଥ ସେନା ପକ୍ଷରୁ ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି।ଦୀର୍ଘବର୍ଷ ଧରି ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର…

Continue Readingଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ହେଉଥିବା ଅନ୍ୟାୟକୁ ବିରୋଧ: ଜଗନ୍ନାଥ ସେନାର ଗଣଧାରଣା

ମେଡିକାଲ ଜନ ଔଷଧି ଷ୍ଟୋର ପୁଣି କାର୍ଯ୍ୟକ୍ଷମ ହେଲା

ଅନୁଗୁଳ: ପ୍ରାୟ ୬ ମାସ ଧରି ଅନୁଗୁଳ ମେଡିକାଲ ପରିସରରେ ଥିବା ପ୍ରଧାନ ମନ୍ତ୍ରୀ ଜନ ଔଷଧି ଷ୍ଟୋର ଅଚଳ ହୋଇଥିବାରୁ ରୋଗୀମାନେ ସେବାରୁ ବଞ୍ଚିତ ହେଉଥିଲେ। ନିରାମୟ ଯୋଜନାର ଔଷଧର ଅଭାବକୁ ଜନ ଔଷଧି ଅଚଳ ଯୋଗୁଁ ରୋଗୀଙ୍କ ଦୁର୍ଦ୍ଦଶା…

Continue Readingମେଡିକାଲ ଜନ ଔଷଧି ଷ୍ଟୋର ପୁଣି କାର୍ଯ୍ୟକ୍ଷମ ହେଲା

ଅନୁଗୁଳ-ତାଳଚେରରେ ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ସହ ଶିଳନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଅନୁଗୁଳ: ମଙ୍ଗଳବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନର କନଭେନସନ୍ ସେଣ୍ଟର ଠାରେ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏ ଅବସରରେ ତାଳଚେର ଠାରେ…

Continue Readingଅନୁଗୁଳ-ତାଳଚେରରେ ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ସହ ଶିଳନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ବର୍ତ୍ତମାନ ବଢିବ ନାହିଁ କ୍ଷୀର ମୂଲ୍ୟ: ଓମଫେଡ

ଭୁବନେଶ୍ୱର: ଗ୍ରାହକଙ୍କ ପାଇଁ ଖୁସି ଖବର। ବର୍ତ୍ତମାନ ବଢିବ ନାହିଁ କ୍ଷୀର ମୂଲ୍ୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୁନ୍ ୧୩ ତାରିଖରୁ ଓଡ଼ିଶା ରାଜ୍ୟ ସମବାୟ କ୍ଷୀର ଉତ୍ପାଦକ ମହାସଂଘ (OMFED) କ୍ଷୀର ମୂଲ୍ୟ ଲିଟର ପିଛା ୪ ଟଙ୍କା…

Continue Readingବର୍ତ୍ତମାନ ବଢିବ ନାହିଁ କ୍ଷୀର ମୂଲ୍ୟ: ଓମଫେଡ