ଅନୁଗୁଳ ଜିଲ୍ଲା ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ ପକ୍ଷରୁ ବିଶାଳ ରକ୍ତ ଦାନ ଶିବିର

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।ଏହି ମେଗା ଶିବିରକୁ ଅତିଥି ରୂପେ ଉଦଘାଟନ କରିଥିଲେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ।…

Continue Readingଅନୁଗୁଳ ଜିଲ୍ଲା ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ ପକ୍ଷରୁ ବିଶାଳ ରକ୍ତ ଦାନ ଶିବିର

ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ହେବା ସହ ୫୦ ହଜାର ଟଙ୍କା ଜରିମାନା

ଅନୁଗୁଳ: ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍‌ ତୁଳସୀପାଳ ଗାଁର ତପନ ଜେନା(୩୧)କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ। ତାକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ହେବା ସହ ୫୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ…

Continue Readingନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ହେବା ସହ ୫୦ ହଜାର ଟଙ୍କା ଜରିମାନା

ସାପ କାମୁଡ଼ାରେ ପରିବେକ୍ଷଣ ଛାତ୍ରାବାସର ଅନ୍ତେବାସୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଅନୁଗୁଳ ପରିବେକ୍ଷଣ ଛାତ୍ରାବାସର ଜଣେ ଅନ୍ତେବାସୀଙ୍କୁ ବୁଧବାର ସକାଳେ ସାପ କାମୁଡ଼ି ଦେଇଥିବା ଜଣାପଡ଼ିଛି। ସାପ କାମୁଡ଼ିବା ପରେ ତାଙ୍କୁ ଛାତ୍ରାବାସ ପକ୍ଷରୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବାଳକ ଜଣକର ସ୍ବାସ୍ଥ୍ୟ ସ୍ଥିର ଥିବା ଜଣାପଡ଼ିଛି। ତେବେ ଛାତ୍ରାବାସ…

Continue Readingସାପ କାମୁଡ଼ାରେ ପରିବେକ୍ଷଣ ଛାତ୍ରାବାସର ଅନ୍ତେବାସୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ମିଳିଲା ପୂର୍ଣ୍ଣିମାଙ୍କ ମୃତଦେହ: ଗାଧୋଇବା ବେଳେ କେନାଲରେ ଭାସିଯାଇଥିଲେ

ଅନୁଗୁଳ: ଉଦ୍ଧାର ହେଲା କେନାଲରେ ଗାଧୋଇଲା ବେଳେ ଭାସିଯାଇ ନିଖୋଜ ଥିବା ମହିଳାଙ୍କ ମୃତଦେହ। ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍କ ଗ୍ରାମର ଅଶୋକ ସାମଲଙ୍କ ସ୍ତ୍ରୀ ପୂର୍ଣ୍ଣିମା (୨୨) ଆଜି ସକାଳେ ସମ୍ପର୍କୀୟଙ୍କ ସହ ସକାଳେ କେନାଲରେ ଗାଧୋଇବା…

Continue Readingମିଳିଲା ପୂର୍ଣ୍ଣିମାଙ୍କ ମୃତଦେହ: ଗାଧୋଇବା ବେଳେ କେନାଲରେ ଭାସିଯାଇଥିଲେ

ପୂର୍ଣ୍ଣିମାରେ ଭାସିଗଲେ ପୂର୍ଣ୍ଣିମା: ଗାଧୋଇବା ବେଳେ କେନାଲରେ ଭାସି ମହିଳା ନିଖୋଜ

ଅନୁଗୁଳ: ପୂର୍ଣ୍ଣିମାରେ ଭାସିଗଲେ ପୂର୍ଣ୍ଣିମା। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ପଞ୍ଚାୟତର ଜଣେ ମହିଳା କେନାଲରେ ଗାଧୋଇଲା ବେଳେ ଭାସିଯାଇଛନ୍ତି। ଭାସିଯାଇଥିବା ମହିଳା ହେଲେ ବୁଢ଼ାପଙ୍କ ଗ୍ରାମର ଗଡ଼ ସାହି ବାସିନ୍ଦା ଅଶୋକ ସାମଲଙ୍କ ପୂର୍ଣ୍ଣିମା ସାମଲ (୨୨)।…

Continue Readingପୂର୍ଣ୍ଣିମାରେ ଭାସିଗଲେ ପୂର୍ଣ୍ଣିମା: ଗାଧୋଇବା ବେଳେ କେନାଲରେ ଭାସି ମହିଳା ନିଖୋଜ

ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟ, ୨୧ ରୁ ନାଲ୍‌କୋରେ ଆୟୋଜିତ ହେବ ବିକାଶ ମେଳା

ଅନୁଗୁଳ: ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ଅନୁଗୁଳରେ ଆୟୋଜିତ ହେବ ସୂଚନା-ଶିକ୍ଷା-ସଂଚାର କାର୍ଯ୍ୟକ୍ରମ। ଅନୁଗୁଳ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଚଳିତ ମାସ ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ନାଲ୍‌କୋ ଠାରେ ବିକାଶ ମେଳା…

Continue Readingରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟ, ୨୧ ରୁ ନାଲ୍‌କୋରେ ଆୟୋଜିତ ହେବ ବିକାଶ ମେଳା

ଜାମା ମସଜିଦ ଜାଗାକୁ ବେଆଇନ କିଣାବିକା କରିବା ଅଭିଯୋଗ, ଥାନାରେ ଏତଲା ଦେଲେ ମୁସଲିମ ସମ୍ପ୍ରଦାୟର ଲୋକ

ଅନୁଗୁଳ: ଜାମା ମସଜିଦ ଲିଜ୍ ଜାଗାକୁ ବେଆଇନ କିଣାବିକା କରିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଅନୁଗୁଳ ସହରର ମୁସଲିମ ସମ୍ପ୍ରଦାୟର ଲୋକ। ତାଙ୍କ ଅଭିଯୋଗ ମୁତାବକ, ତାଙ୍କ କମିଟିର ଆଡମିନିଷ୍ଟେଟରଙ୍କ ଦେହାନ୍ତ ପରେ ଦୁଇ ବର୍ଷ ହେବ ସେକ ଅବଦୁଲା…

Continue Readingଜାମା ମସଜିଦ ଜାଗାକୁ ବେଆଇନ କିଣାବିକା କରିବା ଅଭିଯୋଗ, ଥାନାରେ ଏତଲା ଦେଲେ ମୁସଲିମ ସମ୍ପ୍ରଦାୟର ଲୋକ

ଅନୁଗୁଳରେ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ: ୩୫ଟି ଅଭିଯୋଗ ଦାଖଲ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟଠାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିବିରରେ ସମୁଦାୟ ୩୫ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିରୁ ୨୪ଟି ବ୍ୟକ୍ତିଗତ ଓ ୧୧ଟି ଗ୍ରାମ୍ୟ ଭିତ୍ତିକ ଅଭିଯୋଗ…

Continue Readingଅନୁଗୁଳରେ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ: ୩୫ଟି ଅଭିଯୋଗ ଦାଖଲ

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ବିଶ୍ୱକର୍ମା ପୂଜା ଆୟୋଜିତ

ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଅନୁଗୁଳ ପ୍ଲାଣ୍ଟ ପରିସରରେ ଦେବଶିଳ୍ପୀ ପ୍ରଭୁ ବିଶ୍ଵକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଛି। ଏଥିରେ ପ୍ଲାଣ୍ଟର କର୍ମଚାରୀ, ଅଧିକାରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅନେକ ଲୋକ ପ୍ରଭୁ ବିଶ୍ଵକର୍ମାଙ୍କ ଦର୍ଶନ କରିବା ସହିତ ଆଶୀର୍ବାଦ…

Continue Readingଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ବିଶ୍ୱକର୍ମା ପୂଜା ଆୟୋଜିତ

ତାଳଚେରର ପ୍ରସିଦ୍ଧ ଗଣେଶଙ୍କ ଆଜ୍ଞା ମାଳ ଓ ବିରାଟକାୟ ଲଡ଼ୁ ନିଲାମ: ୧୯ ଲକ୍ଷ ୩୮ହଜାର ଟଙ୍କାରେ ନିଲାମ ନେଲେ ଟିଏସଏସ ଗ୍ରୁପ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ପ୍ରସିଦ୍ଧ ଗଣେଶ ପୂଜାରେ ଆଜ୍ଞା ମାଳ ଓ ବିରାଟକାୟ ଲଡ଼ୁ ନିଲାମ ହୋଇଛି। ଆଜି ଗଣେଶଙ୍କ ୩୫୦୦ କେଜି ଓଜନର ଆଜ୍ଞାଲଡ଼ୁ ଓ ଆଜ୍ଞମାଳ ସର୍ବସମ୍ମୁଖରେ ବଡ଼ଦାଣ୍ଡ ସାହି ସ୍ଥିତ ମେଲଣ ପଡ଼ିଆ ଠାରେ ନିଲାମ…

Continue Readingତାଳଚେରର ପ୍ରସିଦ୍ଧ ଗଣେଶଙ୍କ ଆଜ୍ଞା ମାଳ ଓ ବିରାଟକାୟ ଲଡ଼ୁ ନିଲାମ: ୧୯ ଲକ୍ଷ ୩୮ହଜାର ଟଙ୍କାରେ ନିଲାମ ନେଲେ ଟିଏସଏସ ଗ୍ରୁପ