ସସ୍ମିତା ରଥ ଖାଉଟି ଅଦାଲତର ସଭାପତି
ଅନୁଗୁଳ: ଦୀର୍ଘ ଦିନର ବିରାମ ପରେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି ମଙ୍ଗଳ ବିଭାଗ ପକ୍ଷରୁ ନୋଟିଫିକେସନ୍ ନଂ ୧୦୯୯୦ ରେ ରାଜ୍ୟର ବିଭିନ୍ନ ଖାଉଟି ଅଦାଲତ ବା ମଞ୍ଚ ପାଇଁ ସଭାପତି ଓ ସଦସ୍ୟ ମନକୁ ଅସ୍ଥାୟୀ…
ଅନୁଗୁଳ: ଦୀର୍ଘ ଦିନର ବିରାମ ପରେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି ମଙ୍ଗଳ ବିଭାଗ ପକ୍ଷରୁ ନୋଟିଫିକେସନ୍ ନଂ ୧୦୯୯୦ ରେ ରାଜ୍ୟର ବିଭିନ୍ନ ଖାଉଟି ଅଦାଲତ ବା ମଞ୍ଚ ପାଇଁ ସଭାପତି ଓ ସଦସ୍ୟ ମନକୁ ଅସ୍ଥାୟୀ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅନେକ ମାନସିକ ରୋଗୀ ଆସୁଥିବା ଦେଖିବାକୁ ମିଳୁଛି। ଶିଳ୍ପ ସମୃଦ୍ଧ ଜିଲ୍ଲାରେ ପରିବର୍ତ୍ତିତ ଜୀବନ ଶୈଳୀ ଲୋକଙ୍କ ମଧ୍ୟରେ ଆର୍ଥିକ ଅସମାନତା ମାନସିକ ରୋଗ ବୃଦ୍ଧିରେ ସହାୟକ ହେଉଛି। ଅନୁଗୁଳ ମେଡ଼ିକାଲରେ ଜଣେ ମାନସିକ…
ଅନୁଗୁଳ: ଅଣଓଡ଼ିଆଙ୍କ ଠିକାଦାରଙ୍କ କବଳରେ ଅନୁଗୁଳ ପୂର୍ତ୍ତ ବିଭାଗର କ୍ଵାର୍ଟର। ପାଖାପାଖି ୩ ବର୍ଷ ହେବ ଏହି କ୍ଵାର୍ଟର ହାତେଇଛନ୍ତି ଅଣଓଡ଼ିଆ ଠିକାଦାର। ରାଜ୍ୟ ସରକାର ବଦଳି ଯାଇଛି କିନ୍ତୁ ପୂର୍ତ୍ତ ବିଭାଗର ବାବୁ ମାନେ ନିଜର ସ୍ୱାର୍ଥ ପାଇଁ ଅଣଓଡ଼ିଆ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଗଡ଼ସନ୍ତ୍ରୀ ପଞ୍ଚାୟତରେ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ଦୁଇ ଦୁର୍ବୃତ୍ତ ଛୁରୀ ଦେଖାଇ ଲୁଟ କରିଛନ୍ତି। ଏ ନେଇ ଲୁଟର ଶିକାର ହୋଇଥିବା ଗ୍ରାମୀଣ କୋଟା ମାକ୍ରୋ ଫାଇନାନ୍ସ କର୍ମଚାରୀ ରଶ୍ମିରଞ୍ଜନ ଭୋଇ ଥାନାରେ ଅଭିଯୋଗ କରିଛନ୍ତି।…
ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ମାଛ ମାର୍କେଟରେ କାମ କରୁଥିବା ଆଙ୍କୁଲା ଗାଁର ଜଣେ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗରେ ପୋଲିସ ଆଜି ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନା ମୁତାବକ, ଆଙ୍କୁଲା ଗାଁର ପୁରୁଷୋତ୍ତମ ନାଏକ ମାଛ…
ଅନୁଗୁଳ: ଅନୁଗୁଳ ବନଖଣ୍ଡ ଅଧୀନସ୍ଥ ବନ୍ତଳା ବନାଞ୍ଚଳରେ ସର୍ବାଧିକ ହାତୀ-ମଣିଷ ଲଢ଼େଇ ଦେଖିବାକୁ ମିଳୁଛି। କିଛିଦିନ ହେବ କିଛି ଦଳ ହାତୀ ଏଠାକାର ପାହାଡ଼ ପାଖ ଜଙ୍ଗଲରେ ରହୁଥିବା ବେଳେ ଆଖପାଖ ଗାଁରେ ସନ୍ଧ୍ୟା ହେବା ମାତ୍ରେ ପଶି ବ୍ୟାପକ…
ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ବେନ୍ତପୁର ଗାଁ ମୁଣ୍ଡରେ ନିର୍ମାଣାଧୀନ ବାଇପାସ ରାସ୍ତା କଡ଼ରୁ ଏକ ନବଜାତକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ସୂଚନା ମୁତାବକ, ଗୁରୁବାର ଅପରାହ୍ନରେ ବାଇପାସ ଦେଇ ଯାଉଥିବା ବେଳେ ଏକ ନବଜାତକ ରାସ୍ତା ପାର୍ଶ୍ଵରେ…
ଅନୁଗୁଳ : ସ୍ଥାନୀୟ ହେମସୁରପଡ଼ା ଦୁର୍ଗାପୂଜା କମିଟିର ଚଳିତ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି।ଦୁର୍ଗାପୂଜା ମଣ୍ଡପ ଠାରେ ଅନୁଷ୍ଠିତ ବୈଠକରେ ପ୍ରଥମେ ଗତ ବର୍ଷ ଦୁର୍ଗାପୂଜାର ଆୟ ବ୍ୟୟ ଉପସ୍ଥାପନ କରାଯାଇଥିଲା। ଏହା ପରେ ଅସ୍ଥାୟୀ ସଭାପତି ଅଭିମନ୍ୟୁ…
ଅନୁଗୁଳ: ଅନୁଗୁଳ କୋଶଳା ସ୍ଥିତ ପ୍ରସିଦ୍ଧ ମା' ରାମଚଣ୍ଡୀଙ୍କ ଯାତ୍ରା ବୁଧବାର ଠାରୁ ଆରମ୍ଭ ହୋଇଛି। ପ୍ରାତଃ ସମୟରୁ ଯଥାବିଧି ପୂଜାର୍ଚ୍ଚନା ପରେ ଦିନ ୨ଟାରେ ଢୋଲ, ନିଶାଣ, ଘଣ୍ଟଘଣ୍ଟି, ଛତି, ତରାସ ସହ ଏକ ବିରାଟ ପଟୁଆରରେ ମା' ଆଗମନ…
ଅନୁଗୁଳ: କୋଲକାତା ଆର୍.ଜି.କର ମେଡ଼ିକାଲ କଲେଜ୍ ସେମିନାର ହଲ୍ରେ ଜଣେ ମହିଳା ଡାକ୍ତରଙ୍କୁ ଯେଭଳି ବିଭତ୍ସ ଭାବେ ବଳାତ୍କାର ଏବଂ ହତ୍ୟା କରାଗଲା ସେଥିରେ ସାରା ଦେଶ ପଡ଼ୁଛି ଉଠୁଛି। ଡାକ୍ତରଙ୍କ ଠାରୁ ସାଧାରଣ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଟିଭି, ମିଡ଼ିଆରେ…