ଯୁକ୍ତିତର୍କରୁ ଗଲା ଜୀବନ: ଟ୍ରକ ଚାଳକଙ୍କ ଜଗ୍ ରଡ଼ ମାଡ଼ରେ ଅନ୍ୟ ଜଣେ ଟ୍ରକ ଚାଳକଙ୍କ ମୃତ୍ୟୁ
ଛେଣ୍ଡିପଦା: ଅନୁଗୁଳ ଜରପଡା ଥାନା ୫୫ନଂ ଜାତୀୟ ରାଜପଥର ତୁକୁଡ଼ା ଠାରେ ଶନିବାର ଜଣେ ଟ୍ରକ ଚାଳକଙ୍କ ଜଗ୍ ରଡ଼ ମାଡ଼ରେ ଅନ୍ୟ ଜଣେ ଟ୍ରକ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ଚାଳକ ହେଲେ ଢେଙ୍କାନାଳ ଜିଲ୍ଲା ବରିହାପୁର ଗାଁର ରାଜକିଶୋର…
