ନାଲକୋର ଦାଦାଗିରି: କ୍ଷତିପୂରଣ ମାଗିବାରୁ ପ୍ରଜାଙ୍କୁ ମିଳିଲା ଜେଲ୍
ଅନୁଗୁଳ: ଶିଳ୍ପାୟନ ନାଁରେ ନିରୀହ ପ୍ରଜାଙ୍କ ଉପରେ ଶୋଷଣର କରାଳ ରୂପ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ନାଣ୍ଡିଛୋଡ଼ ଗ୍ରାମରେ। ନିଜର ନ୍ୟାଯ୍ୟ କ୍ଷତିପୂରଣ ଦାବି କରିବା ନାଲକୋ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ନଜରରେ ଯେମିତି ଅପରାଧ…
