ଜିଲ୍ଲା ଯୋଜନା କମିଟି ନିର୍ବାଚନରେ ବିଜେଡିର ବିପୁଳ ବିଜୟ, ବିଜୟୀମାନଙ୍କୁ ସମ୍ବର୍ଦ୍ଧନା

ଅନୁଗୋଳ: ଜିଲ୍ଲା ଯୋଜନା କମିଟି ନିର୍ବାଚନରେ ବିଜୁ ଜନତା ଦଳ ୧୦ଟି ଆସନରେ ବିଜୟ ହାସଲ କରିଛି। ଏହି ବିଜୟ ଉପଲକ୍ଷେ ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସଭାପତି ତଥା ତାଳଚେର…

Continue Readingଜିଲ୍ଲା ଯୋଜନା କମିଟି ନିର୍ବାଚନରେ ବିଜେଡିର ବିପୁଳ ବିଜୟ, ବିଜୟୀମାନଙ୍କୁ ସମ୍ବର୍ଦ୍ଧନା

ଅନୁଗୋଳ ଜିଲ୍ଲା କଂଗ୍ରେସର ବନ୍ଦ ଡାକରା: କୋଇଲା ପରିବହନ ଜନିତ ସମସ୍ୟା ଓ ଗିରଫ ପ୍ରତିବାଦରେ ୧୨ ଘଣ୍ଟିଆ ବନ୍ଦ

ଅନୁଗୋଳ: କୋଇଲା ପରିବହନ ଯୋଗୁଁ ସୃଷ୍ଟି ହେଉଥିବା ଜନସମସ୍ୟା ଏବଂ ମିଛ ମାମଲାରେ ଯୁବକଙ୍କ ଗିରଫ ପ୍ରତିବାଦରେ ଆସନ୍ତା ୧୨ ତାରିଖରେ ୧୨ ଘଣ୍ଟିଆ ଅନୁଗୋଳ ଜିଲ୍ଲା ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ। କୋଶଳା ପଞ୍ଚାୟତର ୫ ଜଣ ଯୁବକ…

Continue Readingଅନୁଗୋଳ ଜିଲ୍ଲା କଂଗ୍ରେସର ବନ୍ଦ ଡାକରା: କୋଇଲା ପରିବହନ ଜନିତ ସମସ୍ୟା ଓ ଗିରଫ ପ୍ରତିବାଦରେ ୧୨ ଘଣ୍ଟିଆ ବନ୍ଦ

ଶ୍ରୀ ଜଗନ୍ନାଥଙ୍କୁ ନେଇ ବ୍ୟଙ୍ଗ ସିନେମାକୁ ବିରୋଧ: ଅନୁଗୋଳରେ ଜଗନ୍ନାଥ ପ୍ରେମୀଙ୍କ ଜୋରଦାର ପ୍ରତିବାଦ

ଅନୁଗୋଳ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ଓ ପରମ୍ପରାକୁ କଦର୍ଥ କରିବା ଏବଂ କାଳ୍ପନିକ ବ୍ୟଙ୍ଗ ତଥା କାର୍ଟୁନ ଚଳଚ୍ଚିତ୍ର ପ୍ରଦର୍ଶନକୁ ବିରୋଧ କରି ଅନୁଗୋଳ ଶୈଳଶ୍ରୀକ୍ଷେତ୍ର ସଦଭାବନା ମଣ୍ଡପରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ବିଶ୍ୱ ହିନ୍ଦୁ ପରିଷଦର ରାଜ୍ୟ…

Continue Readingଶ୍ରୀ ଜଗନ୍ନାଥଙ୍କୁ ନେଇ ବ୍ୟଙ୍ଗ ସିନେମାକୁ ବିରୋଧ: ଅନୁଗୋଳରେ ଜଗନ୍ନାଥ ପ୍ରେମୀଙ୍କ ଜୋରଦାର ପ୍ରତିବାଦ

୬୦ ଦିନର ଆନ୍ଦୋଳନ ସଫଳ: ଜମରଡିହ ସ୍ୱାସ୍ଥ୍ୟକେନ୍ଦ୍ରରୁ ହଟିଲା ଏନ୍‌ଜିଓ

ଅନୁଗୋଳ: ଦୀର୍ଘ ୬୦ ଦିନର କ୍ରମାଗତ ଧାରଣା ଓ ପ୍ରତିବାଦ ପରେ ଅନୁଗୋଳ ଜିଲ୍ଲା ପାଳଲହଡ଼ା ବ୍ଲକର ଜମରଡିହ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ପରିଚାଳନା ଦାୟିତ୍ୱରୁ ଘରୋଇ ଏନ୍‌ଜିଓ ‘ପରିବର୍ତ୍ତନ’ ଓହରିଯାଇଛି। ପିପିପି ମୋଡ୍‌ରେ ପରିଚାଳିତ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଆଶାନୁରୂପ ସେବା ନମିଳିବାରୁ…

Continue Reading୬୦ ଦିନର ଆନ୍ଦୋଳନ ସଫଳ: ଜମରଡିହ ସ୍ୱାସ୍ଥ୍ୟକେନ୍ଦ୍ରରୁ ହଟିଲା ଏନ୍‌ଜିଓ

ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ଅନୁଗୋଳକୁ ୧ କୋଟି ଟଙ୍କା ଅନୁଦାନ

ଅନୁଗୋଳ: ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ଅନୁଗୋଳ ପୌରପାଳିକା ଦୁଇଟି ୱାର୍ଡ ପାଇଁ ରାଜ୍ୟ ସରକାର ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ମଞ୍ଜୁର କରିଛନ୍ତି। ଗତ ୨୯ ତାରିଖରେ ଜାରି ହୋଇଥିବା ଚିଠି ଅନୁଯାୟୀ, ୱାର୍ଡ ନଂ ୧୫ ଅମଲାପଡ଼ା ଏବଂ ୱାର୍ଡ ନଂ ୧୬ ହେମସୁରପଡ଼ା ଦୁର୍ଗା ପୂଜା ମଣ୍ଡପ ନିର୍ମାଣ ପାଇଁ ପ୍ରତ୍ୟେକଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଏହି ଅନୁଦାନ ମିଳିବା ପରେ ଉଭୟ ଅଞ୍ଚଳର ବାସିନ୍ଦା ଓ ପୂଜା କମିଟି ସଦସ୍ୟମାନେ ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସ୍ଥାନୀୟ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ଏଭଳି ସହାୟତା ମିଳିବା ସମ୍ଭବ ହୋଇପାରିଛି। ଏହି ଅର୍ଥରେ ସ୍ଥାୟୀ ଓ ଆଧୁନିକ ଦୁର୍ଗା ପୂଜା ମଣ୍ଡପ ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ଆଶା କରାଯାଉଛି।

Continue Readingମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ଅନୁଗୋଳକୁ ୧ କୋଟି ଟଙ୍କା ଅନୁଦାନ

ସାପ କାମୁଡ଼ାରେ ୧୧ ବର୍ଷର ନାବାଳକ ମୃତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କୁଦଗାଁ ପଞ୍ଚାୟତ ପୀତବାସପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ୧୧ ବର୍ଷର ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ହେଲେ ପ୍ରିୟବ୍ରତ ମେଣ୍ଡୁଲିଙ୍କ ପୁଅ ପ୍ରୀତମ ମେଣ୍ଡୁଲି। ସୂଚନା ଅନୁଯାୟୀ, ଗତ ରବିବାର ରାତିରେ…

Continue Readingସାପ କାମୁଡ଼ାରେ ୧୧ ବର୍ଷର ନାବାଳକ ମୃତ

ଖଣ୍ଡହତା ସ୍କୁଲର ଶିକ୍ଷକ ଲଳିତ କୁମାର ପ୍ରଧାନଙ୍କୁ ଶ୍ରେଷ୍ଠ ବିଏଲ୍‌ଓ ସୁପରଭାଇଜର ପୁରସ୍କାର

ଅନୁଗୋଳ:ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ଏସଆଇଆର୍ କାର୍ଯ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ କିଶୋରନଗର ବ୍ଲକ ଖଣ୍ଡହତା ଉପ୍ରା ସ୍କୁଲର ଶିକ୍ଷକ ଲଳିତ କୁମାର ପ୍ରଧାନଙ୍କୁ ଶ୍ରେଷ୍ଠ ବିଏଲ୍‌ଓ ସୁପରଭାଇଜର ଭାବେ ପୁରସ୍କୃତ କରାଯାଇଛି। ଆଜି ଜିଲ୍ଲାପାଳ ଅବଦଲ ଏମ୍ ଅଖତର ଶ୍ରୀ ପ୍ରଧାନଙ୍କୁ…

Continue Readingଖଣ୍ଡହତା ସ୍କୁଲର ଶିକ୍ଷକ ଲଳିତ କୁମାର ପ୍ରଧାନଙ୍କୁ ଶ୍ରେଷ୍ଠ ବିଏଲ୍‌ଓ ସୁପରଭାଇଜର ପୁରସ୍କାର

ଡକାୟତି ଯୋଜନା ପଣ୍ଡ: ୬ ଗିରଫ

ଅନୁଗୋଳ: ଜାତୀୟ ରାଜପଥ-୫୫ ବାଇପାସ ସରଧାପୁର ନିକଟ ଏକ ଆମ୍ବତୋଟାରେ ଡକାୟତି ଯୋଜନା କରୁଥିବା ୬ ଜଣ ଯୁବକଙ୍କୁ ଅନୁଗୋଳ ସଦର ଥାନା ପୋଲିସ ଗିରଫ କରିଛି।ଗତ ରାତିରେ ପାଟ୍ରୋଲିଂ ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଏହି ଚଢ଼ାଉ…

Continue Readingଡକାୟତି ଯୋଜନା ପଣ୍ଡ: ୬ ଗିରଫ

ଲଗାଣ ବର୍ଷାରେ ଓଡ଼ିଶାର ୨୨ ଜିଲ୍ଲା ପ୍ରଭାବିତ, ୮ ଲକ୍ଷରୁ ଅଧିକ ଲୋକ କ୍ଷତିଗ୍ରସ୍ତ: ସୁରେଶ ପୂଜାରୀ

ଭୁବନେଶ୍ୱର: ଚଳିତ ବର୍ଷ ଲଗାଣ ବର୍ଷା ଯୋଗୁଁ ଓଡ଼ିଶାର ୨୨ ଜିଲ୍ଲା, ୮୫ ବ୍ଲକ ଓ ୧୫ ଟି ସହରାଞ୍ଚଳ ବନ୍ୟା ଓ ଜଳବନ୍ଦୀ ଦ୍ୱାରା ପ୍ରଭାବିତ ହୋଇଛି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ସୂଚନା…

Continue Readingଲଗାଣ ବର୍ଷାରେ ଓଡ଼ିଶାର ୨୨ ଜିଲ୍ଲା ପ୍ରଭାବିତ, ୮ ଲକ୍ଷରୁ ଅଧିକ ଲୋକ କ୍ଷତିଗ୍ରସ୍ତ: ସୁରେଶ ପୂଜାରୀ

ଜିଲ୍ଲା ଯୋଜନା କମିଟି ନିର୍ବାଚନ: ବିଜେଡିର ବଡ଼ ବିଜୟ, ୧୪ ରୁ ୧୦ ଆସନ ଦଖଲ

ଅନୁଗୋଳ: ଜିଲ୍ଲା ଯୋଜନା କମିଟି ନିର୍ବାଚନରେ ବିଜୁ ଜନତା ଦଳ ବଡ଼ ବିଜୟ ହାସଲ କରିଛି। ମୋଟ ୧୪ ଟି ଆସନ ମଧ୍ୟରୁ ବିଜେଡି ୧୦ ଟି ଆସନରେ ବିପୁଳ ବିଜୟ ହାସଲ କରିଛି। ବିଜୟୀ ପ୍ରାର୍ଥୀମାନେ ହେଲେ ବବିତା ପ୍ରଧାନ,…

Continue Readingଜିଲ୍ଲା ଯୋଜନା କମିଟି ନିର୍ବାଚନ: ବିଜେଡିର ବଡ଼ ବିଜୟ, ୧୪ ରୁ ୧୦ ଆସନ ଦଖଲ