ଆଠମଲ୍ଲିକରେ ବିକାଶର ଛାପ: ବହୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ

ଅନୁଗୋଳ: ଆଠମଲ୍ଲିକ ଅଞ୍ଚଳର ମୌଳିକ ଭିତ୍ତିଭୂମି ଓ ଆଧ୍ୟାତ୍ମିକ ବିକାଶ ଦିଗରେ ଆଉ ଏକ ପଦକ୍ଷେପ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆଠମଲ୍ଲିକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କରିଛନ୍ତି। ସାଂସଦ…

Continue Readingଆଠମଲ୍ଲିକରେ ବିକାଶର ଛାପ: ବହୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ

ଡିପ୍ ଫେକ୍ ଉପରେ କେନ୍ଦ୍ରର କଡ଼ା ନିୟମ, ୩ ଘଣ୍ଟାରେ ହଟିବ ବେଆଇନ ପୋଷ୍ଟ

ଭୁବନେଶ୍ବର: ଡିପ୍ ଫେକ୍ ଉପରେ ସରକାରଙ୍କ କଡ଼ା ପଦକ୍ଷେପ । ୩ ଘଣ୍ଟାରେ ହଟିବ ବେଆଇନ ପୋଷ୍ଟ । ଡିପ୍ ଫେକ୍ ଓ AI ଦ୍ୱାରା ପ୍ରସ୍ତୁତ ଭ୍ରମାତ୍ମକ କଣ୍ଟେଣ୍ଟକୁ ରୋକିବା ପାଇଁ କେନ୍ଦ୍ର ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ଉପରେ…

Continue Readingଡିପ୍ ଫେକ୍ ଉପରେ କେନ୍ଦ୍ରର କଡ଼ା ନିୟମ, ୩ ଘଣ୍ଟାରେ ହଟିବ ବେଆଇନ ପୋଷ୍ଟ

“ଚାଲିବାର ଅଧିକାର ଏକ ମୌଳିକ ଅଧିକାର” ରାସ୍ତା ହେବ ତ ଫୁଟ ପାଥ ହେବ

ଅନୁଗୋଳ: ଗତ ୧୯ ଜୁନ୍ ରେ ମାନ୍ୟବର ସୁପ୍ରିମକୋର୍ଟ ଏକ ସିଭିଲ ଅପିଲର ଉତ୍ତରରେ ଚାଲିବାର ଅଧିକାରକୁ ଏକ ମୌଳିକ ଅଧିକାର ଭାବେ ମାନ୍ୟତା ଦେଇଛନ୍ତି। ଏହି ନିର୍ଦ୍ଦେଶନାମା ଉପରେ ରାଜ୍ୟ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ…

Continue Reading“ଚାଲିବାର ଅଧିକାର ଏକ ମୌଳିକ ଅଧିକାର” ରାସ୍ତା ହେବ ତ ଫୁଟ ପାଥ ହେବ

ବେଆଇନ ବାଲି ଡିପୋ ଉପରେ ଚଢ଼ାଉ: ୫୪ ହଜାର ଜୋରିମାନା, ବାଲି ଜବତ ନେଇ ପ୍ରଶ୍ନ

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ଫ୍ରେଣ୍ଡସ କ୍ଲବ୍ ପଡ଼ିଆ ପରିସରରେ ଥିବା ଏକ ବେଆଇନ ବାଲି ଡିପୋ ଉପରେ ଖଣି ବିଭାଗ ଚଢ଼ାଉ କରିଛି। ଶହ ଶହ ଟ୍ରିପ୍ ବାଲି ଗଦା ହୋଇଥିବା ଅଭିଯୋଗ ପରେ ବିଭାଗୀୟ ଟିମ୍ ତଦନ୍ତ କରି…

Continue Readingବେଆଇନ ବାଲି ଡିପୋ ଉପରେ ଚଢ଼ାଉ: ୫୪ ହଜାର ଜୋରିମାନା, ବାଲି ଜବତ ନେଇ ପ୍ରଶ୍ନ

ଷଷ୍ଠ ବ୍ୟାଚ୍‌ ASO ଅଧିକାରୀଙ୍କ ଦୁଇଦିନିଆ କ୍ଷେତ୍ର ପରିଦର୍ଶନ ସମ୍ପନ୍ନ

ଅନୁଗୋଳ: ୨୦୨୧ ମସିହା ବ୍ୟାଚ୍‌ର ୪୦ ଜଣ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ଙ୍କ ଦୁଇଦିନିଆ କ୍ଷେତ୍ର ପରିଦର୍ଶନ ସଫଳତାର ସହ ସମ୍ପନ୍ନ ହୋଇଛି। ପରିଦର୍ଶନର ପ୍ରଥମ ଦିନରେ ତାଲିମପ୍ରାପ୍ତ ଅଧିକାରୀମାନେ ଅନୁଗୋଳସ୍ଥିତ ନାଲକୋ ପାୱାର ପ୍ଲାଣ୍ଟ ପରିଦର୍ଶନ କରି ଏହାର…

Continue Readingଷଷ୍ଠ ବ୍ୟାଚ୍‌ ASO ଅଧିକାରୀଙ୍କ ଦୁଇଦିନିଆ କ୍ଷେତ୍ର ପରିଦର୍ଶନ ସମ୍ପନ୍ନ

ଟ୍ରମା କେୟାର ଆଇସିୟୁ କାର୍ଯ୍ୟକ୍ଷମ ଖୁବ୍ ଶୀଘ୍ର

ଅନୁଗୋଳ: ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଟ୍ରମା କେୟାର ଆଇସିୟୁକୁ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲାପାଳ ଅବ୍ଦାଲ୍ ଏମ ଅଖତାର ନିର୍ଦେଶ ଦେଇଛନ୍ତି। ଆଜି ଜିଲ୍ଲାପାଳ ବରିଷ୍ଠ ଅଧିକାରୀ ମାନଙ୍କ ଏକ ଟିମ୍ ନେଇ ଡାକ୍ତରଖାନା ପରିଦର୍ଶନରେ…

Continue Readingଟ୍ରମା କେୟାର ଆଇସିୟୁ କାର୍ଯ୍ୟକ୍ଷମ ଖୁବ୍ ଶୀଘ୍ର

ଜିଲ୍ଲା ଯୋଜନା କମିଟି ନିର୍ବାଚନ: ୧୦ ଆସନରେ ବିଜେଡିର ବିଜୟ, ନବୀନଙ୍କୁ ସାକ୍ଷାତ କଲେ ବିଜୟୀ ପ୍ରାର୍ଥୀ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଯୋଜନା କମିଟି ନିର୍ବାଚନରେ ବିଜୁ ଜନତା ଦଳ ୧୦ଟି ଆସନରେ ବିଜୟ ଲାଭ କରିଛି। ଏହି ବିଜୟ ପରେ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବିଜୟୀ ପ୍ରାର୍ଥୀମାନେ ସାକ୍ଷାତ କରି ଶୁଭେଚ୍ଛା ଜଣାଇବା ସହ…

Continue Readingଜିଲ୍ଲା ଯୋଜନା କମିଟି ନିର୍ବାଚନ: ୧୦ ଆସନରେ ବିଜେଡିର ବିଜୟ, ନବୀନଙ୍କୁ ସାକ୍ଷାତ କଲେ ବିଜୟୀ ପ୍ରାର୍ଥୀ

ମନ୍ଦିରରେ ନାବାଳିକାଙ୍କୁ ଦୁଷ୍କର୍ମ: ପୂଜକଙ୍କୁ ଆଜୀବନ କାରାଦଣ୍ଡ

ଅନୁଗୋଳ: ବିଶ୍ୱାସର ସୁଯୋଗ ନେଇ ମନ୍ଦିର ପରିସରରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଜଣେ ମନ୍ଦିର ପୂଜକଙ୍କୁ ଅନୁଗୋଳ POCSO କୋର୍ଟ କଠୋର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅନୁଗୋଳ ସ୍ଥିତ ଆଡ୍-ହକ୍ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ (FTSC) ବିରଞ୍ଚି…

Continue Readingମନ୍ଦିରରେ ନାବାଳିକାଙ୍କୁ ଦୁଷ୍କର୍ମ: ପୂଜକଙ୍କୁ ଆଜୀବନ କାରାଦଣ୍ଡ

ଜିଲ୍ଲାସ୍ତରୀୟ ‘ନଶାମୁକ୍ତ ଯୁବା ବିକଶିତ ଭାରତ’ ପ୍ରତିଯୋଗିତା ଅନୁଷ୍ଠିତ

ଅନୁଗୋଳ: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ‘ମାଇଁ ଭାରତ’ (MY Bharat) ଆନୁକୂଲ୍ୟରେ ଏବଂ ସାମାଜିକ ଅନୁଷ୍ଠାନ ‘ଉତ୍କର୍ଷ ପରିବାର’ର ସହଭାଗିତାରେ ଜିଲ୍ଲାସ୍ତରୀୟ "ନଶାମୁକ୍ତ ଯୁବା ବିକଶିତ ଭାରତ" ପ୍ରତିଯୋଗିତା ବ୍ଲାକ୍ ଡାଇମଣ୍ଡ ଲାଇବ୍ରେରୀ ସମ୍ମିଳନୀ…

Continue Readingଜିଲ୍ଲାସ୍ତରୀୟ ‘ନଶାମୁକ୍ତ ଯୁବା ବିକଶିତ ଭାରତ’ ପ୍ରତିଯୋଗିତା ଅନୁଷ୍ଠିତ

ସରଧାପୁର ଗାଁ ମଝିରେ ଆଣ୍ଠୁଏ ପାଣି, ଜଳବନ୍ଦୀ ହେଲେ ଗ୍ରାମବାସୀ

ଅନୁଗୋଳ: ସାମାନ୍ୟ ବର୍ଷା ହେଲେ ଗାଁ ମଝିରେ ଆଣ୍ଠୁଏ ଉଚ୍ଚର ପାଣି ଜମି ଯାଉଛି। ଫଳରେ ଲୋକେ ଘରେ ଜଳବନ୍ଦୀ ହେଉଛନ୍ତି। ଏପରି ଦୁର୍ଦ୍ଦଶାର ଚିତ୍ର ଦେଖିବାକୁ ମିଳିଛି ଅନୁଗୋଳ ବ୍ଲକ୍ ଅନ୍ତର୍ଗତ ସରଧାପୁର ଗ୍ରାମରେ। ଗ୍ରାମରେ ବର୍ଷା ପାଣି ନିଷ୍କାସନ…

Continue Readingସରଧାପୁର ଗାଁ ମଝିରେ ଆଣ୍ଠୁଏ ପାଣି, ଜଳବନ୍ଦୀ ହେଲେ ଗ୍ରାମବାସୀ