ଖଣ୍ଡହତା ସ୍କୁଲର ଶିକ୍ଷକ ଲଳିତ କୁମାର ପ୍ରଧାନଙ୍କୁ ଶ୍ରେଷ୍ଠ ବିଏଲ୍‌ଓ ସୁପରଭାଇଜର ପୁରସ୍କାର

You are currently viewing ଖଣ୍ଡହତା ସ୍କୁଲର ଶିକ୍ଷକ ଲଳିତ କୁମାର ପ୍ରଧାନଙ୍କୁ ଶ୍ରେଷ୍ଠ ବିଏଲ୍‌ଓ ସୁପରଭାଇଜର ପୁରସ୍କାର

ଅନୁଗୋଳ:ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ଏସଆଇଆର୍ କାର୍ଯ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ କିଶୋରନଗର ବ୍ଲକ ଖଣ୍ଡହତା ଉପ୍ରା ସ୍କୁଲର ଶିକ୍ଷକ ଲଳିତ କୁମାର ପ୍ରଧାନଙ୍କୁ ଶ୍ରେଷ୍ଠ ବିଏଲ୍‌ଓ ସୁପରଭାଇଜର ଭାବେ ପୁରସ୍କୃତ କରାଯାଇଛି।

ଆଜି ଜିଲ୍ଲାପାଳ ଅବଦଲ ଏମ୍ ଅଖତର ଶ୍ରୀ ପ୍ରଧାନଙ୍କୁ ମାନପତ୍ର ଓ କପ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଉପେନ୍ଦ୍ର ଲୁହା ମଧ୍ୟ ଉପସ୍ଥିତ ଥିଲେ। ଏହି ସଫଳତା ପାଇଁ ସ୍ଥାନୀୟ ଅଞ୍ଚଳରେ ଶ୍ରୀ ପ୍ରଧାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Share

Leave a Reply