ଇଲେକ୍ଟ୍ରିକ୍ ସ୍କୁଟିରେ ଅଗ୍ନିକାଣ୍ଡ: ଘରୁ ବାପା-ପୁଅଙ୍କୁ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ କଂସମୁଣ୍ଡା ଜୟପୁର ସାହିରେ ସୋମବାର ଇଲେକ୍ଟ୍ରିକ୍ ସ୍କୁଟି ବ୍ୟାଟେରିରେ ସର୍ଟ ସର୍କିଟ୍ ଘଟି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ସମୟରେ ଘର ଭିତରେ ବାପା ଓ ପୁଅ ଫସି ରହିଥିଲେ। ସୂଚନାଯୋଗ୍ୟ ଯେ,…

Continue Readingଇଲେକ୍ଟ୍ରିକ୍ ସ୍କୁଟିରେ ଅଗ୍ନିକାଣ୍ଡ: ଘରୁ ବାପା-ପୁଅଙ୍କୁ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବାହିନୀ

୨୦୩୨ ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଳଚେର-ପାରାଦ୍ୱୀପ/ଧାମରା ଜଳପଥ: ଢେଙ୍କାନାଳ ସାଂସଦଙ୍କୁ ପତ୍ର ଲେଖି ସ୍ପଷ୍ଟ କଲେ କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର

ଅନୁଗୋଳ: ଢେଙ୍କାନାଳ ଲୋକସଭା କ୍ଷେତ୍ର ପାଇଁ ବହୁ ପ୍ରତୀକ୍ଷିତ ତାଳଚେର-ପାରାଦ୍ୱୀପ/ଧାମରା ଜାତୀୟ ଜଳପଥ-5 ପ୍ରକଳ୍ପ ୨୦୩୨ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ। ଏନେଇ କେନ୍ଦ୍ର ପୋର୍ଟ, ପରିବହନ ଓ ଜଳମାର୍ଗ ରାଜ୍ୟମନ୍ତ୍ରୀ ଶାନ୍ତନୁ ଠାକୁର ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ…

Continue Reading୨୦୩୨ ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଳଚେର-ପାରାଦ୍ୱୀପ/ଧାମରା ଜଳପଥ: ଢେଙ୍କାନାଳ ସାଂସଦଙ୍କୁ ପତ୍ର ଲେଖି ସ୍ପଷ୍ଟ କଲେ କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର

ବିଏଡ୍, ବି.ଏଚ୍.ଏଡ୍ ଏବଂ ଏମ୍. ଏଡ୍ ପାଠ୍ୟକ୍ରମର ନାମଲେଖା ଆରମ୍ଭ: ୨୭ ରୁ SAMS ରେ ଆବେଦନ, ୨୮୦୦ ସିଟ୍ ପାଇଁ ସୁଯୋଗ

ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ରାଜ୍ୟରେ ବିଏଡ, ବି ଏଚ୍ ଏଡ୍ ଏବଂ ଏମ୍ ଏଡ୍ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରବିବାର ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥର ପ୍ରବେଶିକା ପରୀକ୍ଷା ବାତିଲ୍…

Continue Readingବିଏଡ୍, ବି.ଏଚ୍.ଏଡ୍ ଏବଂ ଏମ୍. ଏଡ୍ ପାଠ୍ୟକ୍ରମର ନାମଲେଖା ଆରମ୍ଭ: ୨୭ ରୁ SAMS ରେ ଆବେଦନ, ୨୮୦୦ ସିଟ୍ ପାଇଁ ସୁଯୋଗ

ଗୋଚର ଜମି ଜବରଦଖଲ ମୁକ୍ତ ନିମନ୍ତେ ଅଣ୍ଟା ଭିଡ଼ିଲେ ରାଣୀଗୋଡ଼ା ଗ୍ରାମବାସୀ

ଅନୁଗୋଳ: ସହର ଉପକଣ୍ଠ ରାଣୀଗୋଡ଼ା ଗ୍ରାମରେ ଗୋଚର ଜମି ଜବରଦଖଲ ମୁକ୍ତ କରିବା ନେଇ ରବିବାର ଏକ ଗ୍ରାମ୍ୟ ବୈଠକ ଅନୁଷ୍ଠିତ ହୋଇଛି। ସରପଞ୍ଚ ପ୍ରକାଶ ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପଞ୍ଚାୟତରେ ଏକ 'ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ' ପ୍ରତିଷ୍ଠା…

Continue Readingଗୋଚର ଜମି ଜବରଦଖଲ ମୁକ୍ତ ନିମନ୍ତେ ଅଣ୍ଟା ଭିଡ଼ିଲେ ରାଣୀଗୋଡ଼ା ଗ୍ରାମବାସୀ

ସଟ୍‌ସର୍କିଟରୁ ଜଳିଗଲା ଘର: ଆସବାବପତ୍ର ପୋଡ଼ି ଛାରଖାର୍

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ କଣ୍ଢାଳ ପଂଚାୟତ ତାଳବେଡ଼ା ଗ୍ରାମରେ ସର୍ଟସର୍କିଟ୍ ଯୋଗୁଁ ଘରେ ନିଆଁ ଲାଗି ବହୁ ମୂଲ୍ୟବାନ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି।ପ୍ରକାଶ ଯେ, ଗ୍ରାମର ଗୋବିନ୍ଦ ଦଳବେହେରା ପରିବାରକୁ ନେଇ ଚିକିତ୍ସା ପାଇଁ ବାହାରକୁ…

Continue Readingସଟ୍‌ସର୍କିଟରୁ ଜଳିଗଲା ଘର: ଆସବାବପତ୍ର ପୋଡ଼ି ଛାରଖାର୍

ଅପରେସନ ଅନ୍ୱେଷଣ: ନିଖୋଜ ୧୩୩ ଜଣଙ୍କୁ ଉଦ୍ଧାର କଲା ପୋଲିସ

ଅନୁଗୋଳ: ଅନୁଗୋଳ ଜିଲ୍ଲା ପୋଲିସ ପକ୍ଷରୁ ଅପରେସନ ଅନ୍ୱେଷଣ ତୃତୀୟ ଭାଗ ସମ୍ପନ୍ନ ହୋଇଛି। ରାଜ୍ୟ ପୋଲିସ ମୁଖ୍ୟାଳୟର ନିର୍ଦ୍ଦେଶକ୍ରମେ ଅନୁଗୋଳ ପୋଲିସ ପକ୍ଷରୁ ଗତ ୧୮ ତାରିଖ ରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ଅପରେସନ ଚାଲୁ ରହିଥିଲା।ଏହି ଅପରେସନରେ…

Continue Readingଅପରେସନ ଅନ୍ୱେଷଣ: ନିଖୋଜ ୧୩୩ ଜଣଙ୍କୁ ଉଦ୍ଧାର କଲା ପୋଲିସ

ଜିଲ୍ଲାସ୍ତରୀୟ ଜନଶୁଣାଣି: ୬୧ଟି ଅଭିଯୋଗ ଗ୍ରହଣ, ୪ଟିର ତୁରନ୍ତ ଫଇସଲା

ଅନୁଗୋଳ: ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ଆଜି ଛେଣ୍ଡିପଦା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ମଧ୍ୟ ଯୋଗ ଦେଇଥିଲେ। ଜନଶୁଣାଣି ଶିବିରରେ…

Continue Readingଜିଲ୍ଲାସ୍ତରୀୟ ଜନଶୁଣାଣି: ୬୧ଟି ଅଭିଯୋଗ ଗ୍ରହଣ, ୪ଟିର ତୁରନ୍ତ ଫଇସଲା

ବର୍ଷାରେ ଭାସିଗଲା ନବନିର୍ମିତ ରାସ୍ତା, ବିପଦରେ ବିଦ୍ୟୁତ ପୋଲ

​ଅନୁଗୋଳ: ଅନୁଗୋଳ ବ୍ଲକ ସରଧାପୁର ପଞ୍ଚାୟତ ବରଘାଇ ସାହିରେ ସାମାନ୍ୟ ବର୍ଷାରେ ନିମ୍ନମାନର ନିର୍ମାଣ କାର୍ଯ୍ୟର ପର୍ଦ୍ଦାଫାସ ହୋଇଛି। ନୂତନ ଭାବେ ନିର୍ମିତ ମୋରୁମ ରାସ୍ତାଟି ବର୍ଷା ଜଳରେ ଭାସିଯିବାରୁ ୩୫ଟି ପରିବାର ହନ୍ତସନ୍ତ ହେଉଛନ୍ତି।​ବନ୍ଧ ପାଣି ନିଷ୍କାସନ ପାଇଁ କୌଣସି…

Continue Readingବର୍ଷାରେ ଭାସିଗଲା ନବନିର୍ମିତ ରାସ୍ତା, ବିପଦରେ ବିଦ୍ୟୁତ ପୋଲ

ତାଳଚେରରେ ନାବାଳିକା ଅପହରଣ: ଦୁଇ ଗିରଫ, ନାବାଳିକା ଉଦ୍ଧାର

ଅନୁଗୋଳ: ତାଳଚେର ବିକ୍ରମପୁର ଥାନା ଅଞ୍ଚଳରେ ଜଣେ ଷଷ୍ଠ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି। ପୋଲିସ ତତ୍ପରତା ପ୍ରକାଶ କରି ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛି। ସୂଚନା ଅନୁଯାୟୀ,…

Continue Readingତାଳଚେରରେ ନାବାଳିକା ଅପହରଣ: ଦୁଇ ଗିରଫ, ନାବାଳିକା ଉଦ୍ଧାର

ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି: କଂଗ୍ରେସର ମହମବତୀ ପଦଯାତ୍ରା ଓ ସତ୍ୟାଗ୍ରହ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ସନ୍ଧ୍ୟାରେ ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ବରେ ଏକ ଶାନ୍ତିପୂର୍ଣ୍ଣ ମହମବତୀ ପଦଯାତ୍ରା ଓ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଛି। ସ୍ଥାନୀୟ କଂଗ୍ରେସ ଭବନରୁ ବାହାରିଥିବା ଏହି ପଦଯାତ୍ରା ମହାତ୍ମାଗାନ୍ଧୀ ପାର୍କରେ ପହଞ୍ଚିବା…

Continue Readingଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି: କଂଗ୍ରେସର ମହମବତୀ ପଦଯାତ୍ରା ଓ ସତ୍ୟାଗ୍ରହ