ଖୁସି ଖବର! ନାଲକୋର ଅବସର ପ୍ରାପ୍ତ କର୍ମଚାରୀଙ୍କ ପାଇଁ ଖୋଲିଲା ହେଲ୍ପ ଡେସ୍କ

ନାଲକୋ ନଗର: ଶ୍ରମିକ ସଂଗଠନଙ୍କ ବହୁଦିନର ଦାବି ପରେ ନାଲକୋ ପ୍ରଶାସନ ପକ୍ଷରୁ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ହେଲ୍ପ ଡେସ୍କ ଖୋଲିଛି। ଏସ. ଆଣ୍ଡ.ପି କମ୍ପ୍ଲେକ୍ସ ଟ୍ରେନିଂ ସେଣ୍ଟର ଠାରେ ଏହି ହେଲ୍ପ ଡେସ୍କ ସେଲକୁ ଆଜି ଡାଇରେକ୍ଟର ଫାଇନାନ୍ସ ରମେଶ…

Continue Readingଖୁସି ଖବର! ନାଲକୋର ଅବସର ପ୍ରାପ୍ତ କର୍ମଚାରୀଙ୍କ ପାଇଁ ଖୋଲିଲା ହେଲ୍ପ ଡେସ୍କ

ଫାଇଲେରିଆ ରୋଗ ନିରାକରଣ ପାଇଁ ଅଗଷ୍ଟ ୧୦ରୁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ, ତାଲିମ ନେଲେ ୮୦ ପ୍ରଶିକ୍ଷକ

ଅନୁଗୁଳ: ଫାଇଲେରିଆ ରୋଗ ନିରାକରଣ ପାଇଁ ହେବାକୁ ଥିବା ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମରେ ସାମିଲ ୮୦ ଜଣ ପ୍ରଶିକ୍ଷକଙ୍କୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ତାଲିମ ଦିଆଯାଇଛି। ଆଗାମୀ ଅଗଷ୍ଟ ୧୦ ରୁ ଅନୁଗୁଳରେ ଆରମ୍ଭ ହେବାକୁ ଥିବା ଏହି…

Continue Readingଫାଇଲେରିଆ ରୋଗ ନିରାକରଣ ପାଇଁ ଅଗଷ୍ଟ ୧୦ରୁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ, ତାଲିମ ନେଲେ ୮୦ ପ୍ରଶିକ୍ଷକ

ବିଭିନ୍ନ ସ୍ଥାନରୁ ୧୦ କ୍ୱିଣ୍ଟାଲ ଚୋରା କୋଇଲା ଜବତ, ୮ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଓ ନିଶା ଶିଳ୍ପାଞ୍ଚଳ ପୋଲିସ ପକ୍ଷରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢାଉ କରି ୨୨ କ୍ୱିଣ୍ଟାଲ ଚୋରା କୋଇଲା ସହ ୩ଟି ସ୍କୁଟର ଓ ୫ଟି ମୋଟର ସାଇକେଲ ଜବତ କରାଯାଇଛି। ଏ ନେଇ…

Continue Readingବିଭିନ୍ନ ସ୍ଥାନରୁ ୧୦ କ୍ୱିଣ୍ଟାଲ ଚୋରା କୋଇଲା ଜବତ, ୮ ଗିରଫ

ଗାଁ ଗାଁ ବୁଲି ଆମ୍ବ ବିକିବ ଓରମାସ, ଆମ୍ବ ବିକ୍ରି ଗାଡ଼ିର ଉଦଘାଟନ କଲେ ଜିଲ୍ଲାପାଳ

ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଓରମାସ ପକ୍ଷରୁ ଆମ୍ବ ବିକ୍ରି ଗାଡ଼ିର ଉଦଘାଟନ ହୋଇଛି। ଏ ଅବସରରେ ୩ ଟି ବିଭିନ୍ନ କିସମର ଆମ୍ବ ବୋଝେଇ ଗାଡିକୁ “ଗାଁ ଆମ ପସରା" (MANGO ON WHEEL) ନାମରେ…

Continue Readingଗାଁ ଗାଁ ବୁଲି ଆମ୍ବ ବିକିବ ଓରମାସ, ଆମ୍ବ ବିକ୍ରି ଗାଡ଼ିର ଉଦଘାଟନ କଲେ ଜିଲ୍ଲାପାଳ

ଜୈବିକ ସାର ଦେଲା ପରିଚୟ: ବଡ଼ସଡ଼ାର ସଫଳ ମହିଳା ଚାଷୀ ଝୁନାରାଣୀ ଏବେ ଜମିରେ ଫଳାଉଛନ୍ତି ବିଷମୁକ୍ତ ଫସଲ

ଅନୁଗୁଳ: ଆଜିକାଲି ମହିଳାମାନେ କୌଣସି କାମରେ ପୁଅଙ୍କ ଠାରୁ ପଛରେ ନାହାନ୍ତି। କେବଳ ପାଠ ନୁହେଁ, ବିଲକୁ ଯାଇ ଚାଷ କରିବାରେ ବି ଆଜିର ନାରୀ ଧୁରନ୍ଧର ହୋଇଗଲେଣି। ସେଭଳି ଜଣେ ମହିଳା ହେଉଛନ୍ତି ବଡ଼ସଡ଼ା ଅଞ୍ଚଳର ଝୁନା ରାଣୀ। ଝୁନା…

Continue Readingଜୈବିକ ସାର ଦେଲା ପରିଚୟ: ବଡ଼ସଡ଼ାର ସଫଳ ମହିଳା ଚାଷୀ ଝୁନାରାଣୀ ଏବେ ଜମିରେ ଫଳାଉଛନ୍ତି ବିଷମୁକ୍ତ ଫସଲ

ସାତକୋଶିଆ ଗଣ୍ଡରେ ପୁଣି ୩୦ରୁ ଊର୍ଦ୍ଧ୍ଵ ଛୁଆ ଦେଲେ ଘଡ଼ିଆଳ

ଅନୁଗୁଳ: ସାତକୋଶିଆରେ କ୍ରମାଗତ ତୃତୀୟ ଥର ପାଇଁ ଘଡ଼ିଆଳ ପ୍ରଜନନ ସଫଳ ହୋଇଛି। ଗୁରୁବାର ଅଣ୍ଡା ଫୁଟି ଘଡ଼ିଆଳ କୁମ୍ଭୀର ଛୁଆ ବାହାରିଛନ୍ତି। ମା' କୁମ୍ଭୀର ସହ ଛୁଆଗୁଡିକ ଖେଳୁଥିବାର ଫଟୋ ବନ ବିଭାଗର କ୍ୟାମେରାରେ କଏଦ କରିଛି। ସାତକୋଶିଆ ଗଣ୍ଡର…

Continue Readingସାତକୋଶିଆ ଗଣ୍ଡରେ ପୁଣି ୩୦ରୁ ଊର୍ଦ୍ଧ୍ଵ ଛୁଆ ଦେଲେ ଘଡ଼ିଆଳ

୩୦ରେ ମୋଦି ସରକାରକୁ ପୂରୁଛି ୯ ବର୍ଷ: ସଭା ପାଇଁ ଆସନ୍ତାକାଲି ଆଠ ମଲ୍ଲିକ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ : ଆସନ୍ତା ୩୦ ତାରିଖରେ ମୋଦି ସରକାରଙ୍କ ନଅ ବର୍ଷ ପୂରଣ ହେବାକୁ ଯାଉଛି। ଏ ଅବସରରେ ଏହି ନଅ ବର୍ଷର କାର୍ଯ୍ୟକ୍ରମ ତଥା ବିକାଶକୁ ନେଇ ସମଗ୍ର ଦେଶରେ ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଏଣୁ ମେ…

Continue Reading୩୦ରେ ମୋଦି ସରକାରକୁ ପୂରୁଛି ୯ ବର୍ଷ: ସଭା ପାଇଁ ଆସନ୍ତାକାଲି ଆଠ ମଲ୍ଲିକ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବୈଠକ: ବର୍ଷାଦିନେ ସମ୍ଭାବ୍ୟ ବନ୍ୟାବାତ୍ୟା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ଅନୁଗୁଳ: ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବୈଠକ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ,…

Continue Readingଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବୈଠକ: ବର୍ଷାଦିନେ ସମ୍ଭାବ୍ୟ ବନ୍ୟାବାତ୍ୟା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ସରକାରୀ ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରିବା ଦାବି: ଜୁଲାଇ ୪ରେ କ୍ରିୟାନୁଷ୍ଠାନ କମିଟିର ବିକ୍ଷୋଭ

ତାଳଚେର : ତାଳଚେର ସରକାରୀ ମେଡିକାଲ କଲେଜକୁ ସରକାରୀ ପରିଚାଳନାରେ ଅବିଳମ୍ବେ କାର୍ଯ୍ୟକ୍ଷମ କରିବା ଦାବିରେ ତାଳଚେର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଡେରା ଶିବ ମନ୍ଦିରରେ ଅନୁଷ୍ଠିତ ହୋଇଛି। ପ୍ରକାଶ ଯେ ଗତ…

Continue Readingସରକାରୀ ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରିବା ଦାବି: ଜୁଲାଇ ୪ରେ କ୍ରିୟାନୁଷ୍ଠାନ କମିଟିର ବିକ୍ଷୋଭ

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ, ଗହଳି ନିୟନ୍ତ୍ରଣ ଉପରେ ଗୁରୁତ୍ୱ

ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଅନୁଗୁଳ ସହରର ମୁଖ୍ୟ ଜନଗହଳିପୂର୍ଣ୍ଣ ରାସ୍ତା ଦେଇ ଯାତାୟାତ କରୁଥିବା ବହୁ ଚକା…

Continue Readingଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ, ଗହଳି ନିୟନ୍ତ୍ରଣ ଉପରେ ଗୁରୁତ୍ୱ