ଅନୁଗୁଳ : ଆସନ୍ତା ୩୦ ତାରିଖରେ ମୋଦି ସରକାରଙ୍କ ନଅ ବର୍ଷ ପୂରଣ ହେବାକୁ ଯାଉଛି। ଏ ଅବସରରେ ଏହି ନଅ ବର୍ଷର କାର୍ଯ୍ୟକ୍ରମ ତଥା ବିକାଶକୁ ନେଇ ସମଗ୍ର ଦେଶରେ ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଏଣୁ ମେ ୨୬ ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଷ୍ଟାଡିୟମ ଠାରେ ଏକ ବିରାଟ ଜନସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ସୂଚନା ଦେଇଛନ୍ତି।
୩୦ରେ ମୋଦି ସରକାରକୁ ପୂରୁଛି ୯ ବର୍ଷ: ସଭା ପାଇଁ ଆସନ୍ତାକାଲି ଆଠ ମଲ୍ଲିକ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
- Post published:May 25, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
You Might Also Like
ତାଳଚେର ସ୍ଥିତ ନିଜ ସ୍କୁଲ ପରିଦର୍ଶନ କରି ପିଲା ବେଳର ସ୍ମୃତି ଉଜ୍ଜୀବିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଦେଢ଼ ବର୍ଷ ହେଲାଣି ଜିଲ୍ଲା ପ୍ରଶାସନର କବଜାରେ ଅନୁଗୁଳ ପ୍ରେସକ୍ଲବ ! ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ମିଳୁନି ଚାବି, ପୂର୍ବତନ ଜିଲ୍ଲାପାଳ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ





