ଅନୁଗୁଳରେ ନୂତନ ଲିଗାଲ ଏଡ୍ ଡିଫେନ୍ସ କାଉନସିଲ ଅଫିସ ଉଦଘାଟିତ, ଆଭାଷୀ ଜରିଆରେ ଉଦଘାଟନ କଲେ ହାଇକୋର୍ଟର ମୁଖ୍ୟ ବିଚାରପତି

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପରିସରରେ ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ରାଜ୍ୟ ଆଇନସେବା ପ୍ରାଧିକରଣର ପାଟନର-ଇନ-ଚିଫ୍ ଡ. ଜଷ୍ଟିସ ଏସ ମୁରଲୀଧରଙ୍କ ଦ୍ବାରା ଭିଡ଼ିଓ କନଫରେନସିଂ ଜରିଆରେ ଏକ ଲିଗାଲ ଏଡ଼ ଡିଫେନ୍ସ କାଉନସିଲ ଅଫିସ ଉଦଘାଟିତ…

Continue Readingଅନୁଗୁଳରେ ନୂତନ ଲିଗାଲ ଏଡ୍ ଡିଫେନ୍ସ କାଉନସିଲ ଅଫିସ ଉଦଘାଟିତ, ଆଭାଷୀ ଜରିଆରେ ଉଦଘାଟନ କଲେ ହାଇକୋର୍ଟର ମୁଖ୍ୟ ବିଚାରପତି

ଅନୁଗୁଳ ଜିଲ୍ଲାର ୮୭ ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରିକରଣ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଅନୁଗୁଳ: ଆଜି ଅପରାହ୍ନରେ ତୃତୀୟ ପର୍ଯ୍ୟାୟରେ ଫାଇଭ-ଟି ଯୋଜନା ଅନ୍ତର୍ଭୁକ୍ତ ବିଦ୍ୟାଳୟ ରୂପାନ୍ତରିକରଣ କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲାର ୮୭ ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରିକରଣ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଏସବୁ ସ୍କୁଲର ଉଦ୍ଘାଟନ କରିଛନ୍ତି। ଏ ଅବସରରେ ପ୍ରଥମେ…

Continue Readingଅନୁଗୁଳ ଜିଲ୍ଲାର ୮୭ ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରିକରଣ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

୭ ଦଫା ଦାବି ନେଇ ନାଲକୋର ଆଲୁମିନିୟମ ମଜଦୁର୍ ସଂଘ ପକ୍ଷରୁ ନିର୍ବାହୀ ନିର୍ଦ୍ଦେଶକଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ଓ ଧାରଣା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଥିବା ନବରତ୍ନ ସ୍ୱୀକୃତି ପ୍ରାପ୍ତ ନାଲକୋ ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ଏଣୁ ନାଲକୋର ଆଲୁମିନିୟମ ମଜଦୁର ସଂଘ ପକ୍ଷରୁ ନିର୍ବାହୀ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତି ପୂର୍ଣ୍ଣ ଧାରଣା ଦେବା ସହିତ ବିକ୍ଷୋଭ…

Continue Reading୭ ଦଫା ଦାବି ନେଇ ନାଲକୋର ଆଲୁମିନିୟମ ମଜଦୁର୍ ସଂଘ ପକ୍ଷରୁ ନିର୍ବାହୀ ନିର୍ଦ୍ଦେଶକଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ଓ ଧାରଣା

ଅନୁଗୁଳର ୬୮୦୦ ହେକ୍ଟର ଜଙ୍ଗଲ ଜମି ଅଣଜଙ୍ଗଲ କାର୍ଯ୍ୟ ପାଇଁ ପରିବର୍ତିତ

ଅନୁଗୁଳ: ଚଳିତ ବର୍ଷ ବିଶ୍ୱ ତାପମାନ ବଢିଥିବା ନେଇ ଉଦବେଗ ଜନିତ ଖବର ପରିବେଶବିତ ମାନଙ୍କୁ ଚିନ୍ତାରେ ପକାଇଛି। ଅନୁଗୁଳ ଜିଲ୍ଲାରେ ଚଳିତ ଗ୍ରୀଷ୍ମ ଋତୁରେ ତାପମାନ ୪୪ ଡିଗ୍ରୀ ପାଖାପାଖି ପହଞ୍ଚି ଥିବାବେଳେ ସାଧାରଣଜୀବନ ଅସ୍ତବ୍ୟସ୍ତ ହୋଇଡିଥିଲା। ଏଭଳି ସମୟରେ…

Continue Readingଅନୁଗୁଳର ୬୮୦୦ ହେକ୍ଟର ଜଙ୍ଗଲ ଜମି ଅଣଜଙ୍ଗଲ କାର୍ଯ୍ୟ ପାଇଁ ପରିବର୍ତିତ

ପ୍ରକାଶ ବେହେରା ହତ୍ୟାକାଣ୍ଡ: ଅନୈତିକ ସମ୍ପର୍କ ଓ ଉଧାର ଟଙ୍କା ପାଇଁ ଗୋଡ଼ାଇ ଗୋଡ଼ାଇ ହାଣିଥିଲା ଅଭିଯୁକ୍ତ, ୪ ଗିରଫ

ଅନୁଗୁଳ: ଅନୁଗୁଳ ଥାନା ହୁଲୁରିସିଂହା ଘାଷୀ ସାହିରେ ଘଟିଥିବା ବହୁ ଚର୍ଚ୍ଚିତ ପ୍ରକାଶ ବେହେରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଅନୁଗୁଳ ପୋଲିସ ଗିରଫ କରିଛି। ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀ, ଛୁରୀ ସମେତ ଏକ ସୁନା ଚେନ…

Continue Readingପ୍ରକାଶ ବେହେରା ହତ୍ୟାକାଣ୍ଡ: ଅନୈତିକ ସମ୍ପର୍କ ଓ ଉଧାର ଟଙ୍କା ପାଇଁ ଗୋଡ଼ାଇ ଗୋଡ଼ାଇ ହାଣିଥିଲା ଅଭିଯୁକ୍ତ, ୪ ଗିରଫ

ଆମ ଡାକ୍ତରଖାନା ଯୋଜନାରେ ନାହିଁ ଛେଣ୍ଡିପଦା ନାଁ, ପ୍ରତିବାଦରେ କାଲିଠାରୁ ଅର୍ଥନୈତିକ ଅବରୋଧ କରିବେ ଅଞ୍ଚଳବାସୀ

ଛେଣ୍ଡିପଦା; ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆମ ହସପିଟାଲ ଯୋଜନାରୁ ବାଦ ଦିଆଯାଇଥିବାରୁ ଛେଣ୍ଡିପଦା ତଥା ଆଖପାଖ ଗ୍ରାମର ଲୋକମାନେ ପାଞ୍ଚ ଦିନ ଧରି ଆନ୍ଦୋଳନ ଜାରି ରଖିଥିଲେ ମଧ୍ୟ ପ୍ରଶାସନିକ ସ୍ତରରୁ କୌଣସି ସହଯୋଗ ମିଳିନାହିଁ। ଏଣୁ ସ୍ଥାନୀୟ ଲୋକେ ମଙ୍ଗଳବାର…

Continue Readingଆମ ଡାକ୍ତରଖାନା ଯୋଜନାରେ ନାହିଁ ଛେଣ୍ଡିପଦା ନାଁ, ପ୍ରତିବାଦରେ କାଲିଠାରୁ ଅର୍ଥନୈତିକ ଅବରୋଧ କରିବେ ଅଞ୍ଚଳବାସୀ

ଆମ୍ବବଗିଚାରେ ହାତୀ ଆକ୍ରମଣ, ଦୁଇ ମହିଳାଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ବନଖଣ୍ଡ ବଡ଼କନ୍ତକୁଳ ଗାଁରେ ହାତୀ ଆକ୍ରମଣରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। ମୃତ ମହିଳା ହେଲେ ବଡ଼କନ୍ତକୁଳ ଗାଁର ମୂଳି ପ୍ରଧାନ (୪୫) ଏବଂ ଗୌରୀ ରାଉଳ (୪୩)। ସୂଚନା ଅନୁଯାୟୀ, ମହିଳା ଦ୍ୱୟ…

Continue Readingଆମ୍ବବଗିଚାରେ ହାତୀ ଆକ୍ରମଣ, ଦୁଇ ମହିଳାଙ୍କ ମୃତ୍ୟୁ

ତାଳବେଡ଼ା କ୍ଷତିଗ୍ରସ୍ତ ପ୍ରଜାସଂଘର ବୈଠକ, କ୍ଷତିପୂରଣ ଦେବା ସହ ସବୁ ଦାବି ମାନିଲେ ହିଁ କମ୍ପାନୀକୁ ଦେବେ ଜମି

ତାଳଚେର: ତାଳଚେର ବ୍ଲକ କଣ୍ଢାଳ ପଞ୍ଚାୟତରେ ତାଳବେଡ଼ା କ୍ଷତିଗ୍ରସ୍ତ ପ୍ରଜାସଂଘ ଗଠନ କରାଯାଇଛି। ଏ ଅବସରରେ ସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସଭାପତି ଭାବେ ଆନନ୍ଦ ଚନ୍ଦ୍ର ଆଚାର୍ଯ୍ୟ, ଉପସଭାପତି ଭାବେ ଚତୁର୍ଭୁଜ ନନ୍ଦ ଏବଂ ସଞ୍ଜୟ…

Continue Readingତାଳବେଡ଼ା କ୍ଷତିଗ୍ରସ୍ତ ପ୍ରଜାସଂଘର ବୈଠକ, କ୍ଷତିପୂରଣ ଦେବା ସହ ସବୁ ଦାବି ମାନିଲେ ହିଁ କମ୍ପାନୀକୁ ଦେବେ ଜମି

ନାଲକୋନଗର ଟ୍ରକ ଓନର ୱେଲଫେୟାର ଆସୋସିଏସନର କଲ୍ୟାଣ ମଣ୍ଡପ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: ସ୍ଥାନୀୟ ନାଲକୋନଗର ଟ୍ରକ ଓନର ୱେଲଫେୟାର ଆସୋସିଏସନ ତରଫରୁ ନିର୍ମିତ କଲ୍ୟାଣ ମଣ୍ଡପକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରାୟ ଦେଢ଼କୋଟି ଟଙ୍କାରେ ନିର୍ମିତ କଲ୍ୟାଣ ମଣ୍ଡପ ସାମାଜିକ କାର୍ଯ୍ୟକ୍ରମରେ ଲାଗି ପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିବା ସହ…

Continue Readingନାଲକୋନଗର ଟ୍ରକ ଓନର ୱେଲଫେୟାର ଆସୋସିଏସନର କଲ୍ୟାଣ ମଣ୍ଡପ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଗରାଖକୁ ଅପେକ୍ଷା କରିଥିବା ବେଳେ ବ୍ରାଉନସୁଗାର ବେପାରୀକୁ ମାଡ଼ି ବସିଲା ଅବକାରୀ ପୋଲିସ, ଦେଢ଼ ଲକ୍ଷ ଟଙ୍କାର ଧଳା ଜହର ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ବ୍ରାଉନସୁଗାର ଧରିବାରେ ଆଉ ଏକ ସଫଳତା ମିଳିଛି। ନାଲକୋନଗର ଅଞ୍ଚଳର ଜଣେ ଯୁବକ ତାଳଚେର ଅଞ୍ଚଳରେ ବ୍ରାଉନସୁଗାର ବିକ୍ରି କରିବାକୁ ଗରାଖକୁ ଅପେକ୍ଷା କରିଥିବା ବେଳେ ତାକୁ ଗିରଫ କରିବା ସହ ତା ନିକଟରୁ…

Continue Readingଗରାଖକୁ ଅପେକ୍ଷା କରିଥିବା ବେଳେ ବ୍ରାଉନସୁଗାର ବେପାରୀକୁ ମାଡ଼ି ବସିଲା ଅବକାରୀ ପୋଲିସ, ଦେଢ଼ ଲକ୍ଷ ଟଙ୍କାର ଧଳା ଜହର ଜବତ