ନୂଆ ମୁଖ୍ୟ ଶାସନ ସଚିବ ହେଲେ ଆଇଏଏସ୍ ପ୍ରଦୀପ କୁମାର ଜେନା, ମାର୍ଚ୍ଚ ୧ରେ କରିବେ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର: ନୂଆ ମୁଖ୍ୟ ଶାସନ ସଚିବ ହେଲେ ଆଇଏଏସ୍ ପ୍ରଦୀପ ଜେନା। ମାର୍ଚ୍ଚ ପହିଲାରୁ ସେ ଦାୟିତ୍ୱ ଗ୍ରହଣ କରିବେ। ଏନେଇ ଆଜି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରିଛି। ସେହିଭଳି…

Continue Readingନୂଆ ମୁଖ୍ୟ ଶାସନ ସଚିବ ହେଲେ ଆଇଏଏସ୍ ପ୍ରଦୀପ କୁମାର ଜେନା, ମାର୍ଚ୍ଚ ୧ରେ କରିବେ ଦାୟିତ୍ୱ ଗ୍ରହଣ

ଏଣିକି ସ୍କୁଲ ପିଲାଙ୍କୁ ମାଗଣାରେ ମିଳିବ ଡାଏରୀ, ଦଶମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀ ପାଇବେ ସ୍କୁଲ ୟୁନିଫର୍ମ

ଭୁବନେଶ୍ୱର: ଏଣିକି ସରକାରୀ ସ୍କୁଲ ପିଲାଙ୍କୁ ମାଗଣାରେ ଷ୍ଟୁଡେଣ୍ଟ ଡାଏରୀ ଦେବେ ସରକାର। ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପିଲାଙ୍କୁ ଏହି ଡାଏରୀ ଦିଆଯିବ। ଡାଏରୀରେ ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ ପିଲାଙ୍କୁ ହୋମୱାର୍କ ଓ ଶିକ୍ଷକମାନେ କ'ଣ…

Continue Readingଏଣିକି ସ୍କୁଲ ପିଲାଙ୍କୁ ମାଗଣାରେ ମିଳିବ ଡାଏରୀ, ଦଶମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀ ପାଇବେ ସ୍କୁଲ ୟୁନିଫର୍ମ

ଜିଲ୍ଲାପାଳ କୁଷ୍ଠାଶ୍ରମ ବୁଲି ସମସ୍ୟା ବୁଝିଲେ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ଉପଜିଲ୍ଲାପାଳ ବୈତୁରା ଦୀପ ଶନିବାର ବଅଁରପାଳ ବ୍ଲକ ଅନ୍ତର୍ଗତ ବେଲାସୁଣ୍ଠା କୁଷ୍ଠ କଲୋନୀକୁ ଯାଇ ସେଠିକାର ଅଧିବାସୀଙ୍କର ରାସ୍ତା,ପାନୀୟ ଜଳ ସମସ୍ୟା, ସ୍ବାସ୍ଥ୍ୟ ସମସ୍ୟା ଆଦି ପଚାରି ବୁଝିବା ସହ ସେ…

Continue Readingଜିଲ୍ଲାପାଳ କୁଷ୍ଠାଶ୍ରମ ବୁଲି ସମସ୍ୟା ବୁଝିଲେ

ବ୍ୟାଙ୍କରୁ ୧ କୋଟି ୮୫ ଲକ୍ଷ ଟଙ୍କା ଆତ୍ମସାତ୍, କର୍ମଚାରୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଆଇସିଆଇସିଆଇ ବ୍ୟାଙ୍କ ଶାଖାରୁ ୧ କୋଟି ୮୫ ଲକ୍ଷ ୫୦ ହଜାର ଟଙ୍କା ଆତ୍ମସାତ୍ କରିବା ଅଭିଯୋଗରେ ପୋଲିସ ଶନିବାର ଡେପୁଟୀ ବ୍ରାଞ୍ଚ ମ୍ୟାନେଜର(ଡିବିଏମ୍)ଙ୍କୁ ଗିରଫ କରିଛି। ସୂଚନା ମୁତାବକ, ବ୍ୟାଙ୍କ ଶାଖାର ଅଡିଟର ସ୍ବପ୍ନା…

Continue Readingବ୍ୟାଙ୍କରୁ ୧ କୋଟି ୮୫ ଲକ୍ଷ ଟଙ୍କା ଆତ୍ମସାତ୍, କର୍ମଚାରୀ ଗିରଫ

କୋଲ ୱାସରି ପ୍ରସଙ୍ଗ ନେଇ ଆନ୍ଦୋଳନ ୨ୟ ଦିନରେ: ଆଲୋଚନା କରିବାରେ ପ୍ରଶାସନ ବିଫଳ

ତାଳଚେର: ତାଳଚେର ବ୍ଲକର ଘଣ୍ଟପଡ଼ା ଓ ବଲଣ୍ଡା ମଧ୍ୟଭାଗରେ ଥିବା ଗ୍ଲୋବାଲ ଓ ଆରିୟନ କୋଲ ୱାସରୀ ସ୍ଥାନୀୟ ପରିବେଶକୁ ପ୍ରଦୂଷଣ କରୁଥିବା ନେଇ ଅଭିଯୋଗ ହୋଇଛି। ଏଣୁ ଏହାକୁ ବନ୍ଦ କିମ୍ବା ସ୍ଥାନାନ୍ତରିତ ଦାବିରେ ଜିଲ୍ଲା ପରିଷଦ ସଭ୍ୟ ସତ୍ୟଭାମା…

Continue Readingକୋଲ ୱାସରି ପ୍ରସଙ୍ଗ ନେଇ ଆନ୍ଦୋଳନ ୨ୟ ଦିନରେ: ଆଲୋଚନା କରିବାରେ ପ୍ରଶାସନ ବିଫଳ

ପୋଲିସ ଫାୟାରିଂ ରେଞ୍ଜରୁ ଗୁଳି ଗାଁରେ, ଲୋକେ ଆତଙ୍କିତ

ଅନୁଗୁଳ: ଅନୁଗୁଳ ସରଧାପୁର ଗାଁ ଜଙ୍ଗଲରେ ଥିବା ପୋଲିସ ଫାୟାରିଂ ରେଞ୍ଜର ଗୁଳି ଶନିବାର ସକାଳେ ଗାଁରେ ପହଞ୍ଚିଛି। ସୂଚନା ମୁତାବକ, ସକାଳେ ଗାଁର ସୁବାସ ସାହୁ ଛାତ ଉପରେ ସିମେଣ୍ଟ କାମ କରୁଥିଲେ। ହଠାତ ତାଙ୍କ ଜଙ୍ଘରେ କିଛି ଗରମ…

Continue Readingପୋଲିସ ଫାୟାରିଂ ରେଞ୍ଜରୁ ଗୁଳି ଗାଁରେ, ଲୋକେ ଆତଙ୍କିତ

ଓଡ଼ିଶାରେ ବର୍ଷକ ଭିତରେ ୧୦୦ଟି ଇଭି ଚାର୍ଜିଂ ଷ୍ଟେସନ ଖୋଲିବ ଇଣ୍ଡିଆନ ଅଏଲ

ଭୁବନେଶ୍ଵର: ରାଜ୍ୟରେ ଇଲେକ୍ଟ୍ରିକ୍‌ ଯାନ ଚାହିଦା ବଢିବାରେ ଲାଗିଛି। ଏଥିପାଇଁ ଧୀରେ ଧୀରେ ବିଭିନ୍ନ ସ୍ଥାନରେ ଚର୍ଜିଂ ଷ୍ଟେସନ୍ ଓ ସିଏନ୍‌ଜି ଷ୍ଟେସନ୍ ମଧ୍ୟ ଖୋଲିଲାଣି। ଆଗାମୀ ଆର୍ଥିକ ବର୍ଷରେ ରାଜ୍ୟରେ ଆଉ ୧୦୦ଟି ନୂଆ ଇଭି ଚାର୍ଜିଂ ଷ୍ଟେସନ ଖୋଲିବ…

Continue Readingଓଡ଼ିଶାରେ ବର୍ଷକ ଭିତରେ ୧୦୦ଟି ଇଭି ଚାର୍ଜିଂ ଷ୍ଟେସନ ଖୋଲିବ ଇଣ୍ଡିଆନ ଅଏଲ

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ମାର୍ଚ୍ଚ ୫ରେ

କଟକ: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ମାର୍ଚ୍ଚ ୫ରେ ଅନୁଷ୍ଠିତ ହେବ। ୧ ଲକ୍ଷ ୭୩ ହଜାର ୧୬୩ ବିଦ୍ୟାର୍ଥୀ ୯୨୯ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ। ତନ୍ମଧ୍ୟରୁ ଷଷ୍ଠ ଶ୍ରେଣୀରେ ୧୩୬୪୯୧,…

Continue Readingଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ମାର୍ଚ୍ଚ ୫ରେ

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୨-୨୩ ପାଇଁ ଶୁକ୍ରବାର ଜିଲ୍ଲା ରାଷ୍ଟ୍ରୀୟ ସୂଚନା କେନ୍ଦ୍ରଠାରେ ଚୟନ କମିଟିର ଏକ ବୈଠକ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ…

Continue Readingବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ବୈଠକ

ବିଜେପିର ଜିଲ୍ଲା ସଂଗଠନ ସମୀକ୍ଷା ବୈଠକ: ନବ ଦାସ ହତ୍ୟାକାଣ୍ଡ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କଲେ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର

ଅନୁଗୁଳ : ବିଜେପିର ଅନୁଗୁଳ ଜିଲ୍ଲା ପ୍ରବାସ ଯୋଜନାରେ ପର୍ଯ୍ୟବେକ୍ଷକ ଭାବେ ରାଜ୍ୟ ଅର୍ବାନ ସେଲ ସଂଯୋଜକ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଛନ୍ତି। ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ସେ କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡ଼ି…

Continue Readingବିଜେପିର ଜିଲ୍ଲା ସଂଗଠନ ସମୀକ୍ଷା ବୈଠକ: ନବ ଦାସ ହତ୍ୟାକାଣ୍ଡ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କଲେ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର