ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଜମୁଛି ବେପାର
ଅନୁଗୁଳ: ହାଇସ୍କୁଲ ପଡିଆରେ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଗତ ଗୁରୁବାର ସଂଧ୍ୟାରେ ଉଦଘାଟିତ ହୋଇଯାଇଛି।ଢେ଼ଙ୍କାନାଳ ସାଂସଦ ମହେଶ ସାହୁ ଏହାକୁ ଉଦଘାଟନ କରିଥିଲେ। ଓର୍ମାସ ସାହାଯ୍ୟରେ ଆୟୋଜିତ ଏହି ମେଳାରେ ୧୦୦ରୁ ଅଧିକ ଷ୍ଟଲ ଲାଗିଛି। ବିଶେଷ କରି ଓଡ଼ିଶାର…




