ମାଗଣା ସିଭିଲ୍ ସର୍ଭିସ କୋଚିଂ ପାଇଁ ଆବେଦନ ଆରମ୍ଭ, ମାର୍ଚ୍ଚ ୪ ଯାଏଁ ଚାଲିବ ରେଜିଷ୍ଟ୍ରେସନ

ଭୁବନେଶ୍ବର: ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ମାଗଣା କୋଚିଂ ନେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୁରୁବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁସାରେ, ୨୦୦ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣା କୋଚିଂ…

Continue Readingମାଗଣା ସିଭିଲ୍ ସର୍ଭିସ କୋଚିଂ ପାଇଁ ଆବେଦନ ଆରମ୍ଭ, ମାର୍ଚ୍ଚ ୪ ଯାଏଁ ଚାଲିବ ରେଜିଷ୍ଟ୍ରେସନ

ମଡେଲ ସୌମ୍ୟ ମୃତ୍ୟୁ ମାମଲା: ବାନ୍ଧବୀ ସୋନାଲି ନନ୍ଦଙ୍କୁ ପଚରାଉଚରା ପାଇଁ ଅନୁଗୁଳରେ କ୍ରାଇମବ୍ରାଞ୍ଚ ଟିମ୍‌

ଅନୁଗୁଳ: ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା ଜାରି ରହିଛି। ଏହି ମାମଲାରେ ସୌମ୍ୟଙ୍କ ବାନ୍ଧବୀ ସୋନାଲି ନନ୍ଦଙ୍କୁ ପଚରାଉଚରା ପାଇଁ ଅନୁଗୁଳରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍‌। ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯିବ। ଅନ୍ୟପଟେ ଗତକାଲି ସୌମ୍ୟଙ୍କ…

Continue Readingମଡେଲ ସୌମ୍ୟ ମୃତ୍ୟୁ ମାମଲା: ବାନ୍ଧବୀ ସୋନାଲି ନନ୍ଦଙ୍କୁ ପଚରାଉଚରା ପାଇଁ ଅନୁଗୁଳରେ କ୍ରାଇମବ୍ରାଞ୍ଚ ଟିମ୍‌

ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ: ନିୟମ ମାନୁନଥିବା ଅଲ୍ଟ୍ରାସାଉଣ୍ଡ କ୍ଲିନିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ଅନୁଗୁଳ: ଜିଲ୍ଲାରେ ଚାଲୁଥିବା ଅଲଟ୍ରାସାଉଣ୍ଡ କ୍ଲିନିକରେ ପି.ସି ଆଣ୍ଡ ପି.ଏଚ.ଡି.ଟି ଆଇନର ସଠିକ କାର୍ଯ୍ୟକାରିତାକୁ ନେଇ ଆଜି ଅପରାହ୍ନରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନ ଅଲଟ୍ରାସାଉଣ୍ଡ କ୍ଲିନିକ୍ ଗୁଡିକର ସମୀକ୍ଷା…

Continue Readingଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ: ନିୟମ ମାନୁନଥିବା ଅଲ୍ଟ୍ରାସାଉଣ୍ଡ କ୍ଲିନିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ଆଠମଲ୍ଲିକ ଉପଖଣ୍ଡର ୮ ଟି ପ୍ରକଳ୍ପକୁ ଗ୍ରୀନ ସିଗନାଲ, ୪୫ କୋଟି ୫୧ ଲକ୍ଷ ୯୦ ହଜାର ଟଙ୍କା ଅର୍ଥ ମଞ୍ଜୁରୀ

ଆଠମଲ୍ଲିକ: ପୂର୍ତ୍ତବିଭାଗ ପକ୍ଷରୁ ଆଠମଲ୍ଲିକ ଉପଖଣ୍ଡର ୮ ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯିବା ସହ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ସମୁଦାୟ ୮ ଟି ପ୍ରକଳ୍ପ ପାଇଁ ମୋଟ ୪୫ କୋଟି ୫୧ ଲକ୍ଷ ୯୦ ହଜାର ଟଙ୍କା ଅର୍ଥ…

Continue Readingଆଠମଲ୍ଲିକ ଉପଖଣ୍ଡର ୮ ଟି ପ୍ରକଳ୍ପକୁ ଗ୍ରୀନ ସିଗନାଲ, ୪୫ କୋଟି ୫୧ ଲକ୍ଷ ୯୦ ହଜାର ଟଙ୍କା ଅର୍ଥ ମଞ୍ଜୁରୀ

ଅନୁଗୁଳରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବଣ୍ଟାଗଲା ପ୍ରଧାନମନ୍ତ୍ରୀଙ୍କ ଲିଖିତ ପୁସ୍ତକ “ଏଗଜାମ୍ ଓ୍ୱାରିୟର୍ସ”

ଅନୁଗୁଳ : ଅନୁଗୁଳ ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଲିଖିତ ପୁସ୍ତକ “ଏଗଜାମ ଓ୍ୱାରିୟର୍ସ” ବଣ୍ଟନ କରାଯାଇଛି। ପୁସ୍ତକ ପାଇବା ପରେ ଛାତ୍ରଛାତ୍ରୀମାନେ ଖୁସିବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।…

Continue Readingଅନୁଗୁଳରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବଣ୍ଟାଗଲା ପ୍ରଧାନମନ୍ତ୍ରୀଙ୍କ ଲିଖିତ ପୁସ୍ତକ “ଏଗଜାମ୍ ଓ୍ୱାରିୟର୍ସ”

ଯନ୍ତ୍ରଣା ଦେଉଛି କୋଇଲା ଖଣି: ଧୂଳିଧୂଆଁରେ ଅତିଷ୍ଠ ହୋଇ କୋଲକରିଡର ରାସ୍ତା ଅବରୋଧ କଲେ ମଦନମୋହନପୁର ବାସୀ

ତାଳଚେର: କୋଇଲା ଖଣି ପାଇଁ ଧୂଳି ଧୂଆଁ ବଢ଼ୁଥିବାରୁ ନିସ୍ତାର ପାଇଁ ରାସ୍ତା ରୋକ କରିଛନ୍ତି ତାଳଚେର ବ୍ଲକ ମଦନମୋହନପୁର ଗ୍ରାମବାସୀ। ଏହି ଗାଁ ସମ୍ପୂର୍ଣ୍ଣଭାବେ ଲିଙ୍ଗରାଜ କୋଇଲାଖଣି ଦ୍ୱାରା କ୍ଷତିଗ୍ରସ୍ତ। କିନ୍ତୁ ଏହି ଗ୍ରାମ ସହିତ ଆଖପାଖ ଅଞ୍ଚଳର ଗ୍ରାମବାସୀ…

Continue Readingଯନ୍ତ୍ରଣା ଦେଉଛି କୋଇଲା ଖଣି: ଧୂଳିଧୂଆଁରେ ଅତିଷ୍ଠ ହୋଇ କୋଲକରିଡର ରାସ୍ତା ଅବରୋଧ କଲେ ମଦନମୋହନପୁର ବାସୀ

ଆଦାନୀ ଓ ପ୍ରଧାନମନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଅନୁଗୁଳ: ଆଜି ଅପରାହ୍ନରେ ସ୍ଥାନୀୟ ଏକ ହୋଟେଲରେ ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଆଦାନୀ ମଧ୍ୟରେ ଥିବା ମଧୂଚନ୍ଦ୍ରିକା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଆଡଭୋକେଟ ଗୋପାଳ ନାଥଙ୍କ ସଭାପତିତ୍ଵରେ ଆୟୋଜିତ ଏହି ବୈଠକରେ…

Continue Readingଆଦାନୀ ଓ ପ୍ରଧାନମନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଏଣିକି ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେନି ୬ ବର୍ଷରୁ କମ୍ ବୟସର ପିଲା, ନୂଆ ନିୟମ ଆଣିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଏଣିକି ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେନି ୬ ବର୍ଷରୁ କମ୍ ବୟସର ପିଲା, ଏହି ନିୟମକୁ ପାଳନ କରିବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ…

Continue Readingଏଣିକି ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେନି ୬ ବର୍ଷରୁ କମ୍ ବୟସର ପିଲା, ନୂଆ ନିୟମ ଆଣିଲେ କେନ୍ଦ୍ର ସରକାର

ଜେଏସ୍‌ପିରେ ତାପଜ ବିଦ୍ୟୁତ୍‌ କେନ୍ଦ୍ର ନିରାପତ୍ତା ଓ ସ୍ୱାସ୍ଥ୍ୟ କର୍ମଶାଳା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଫାକଟ୍ରିଜ୍‌ ଆଣ୍ଡ ବଏଲର୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ଉପଖଣ୍ଡ ସ୍ତରୀୟ କର୍ମଶାଳା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସ୍‌ପି)ର ସମ୍ମିଳନୀ କକ୍ଷରେ ବୁଧବାର ଆୟୋଜିତ ହୋଇଯାଇଛି। ତାପଜ ବିଦ୍ୟୁତ କେନ୍ଦ୍ରରେ ନିରାପତ୍ତା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ଦିଗ…

Continue Readingଜେଏସ୍‌ପିରେ ତାପଜ ବିଦ୍ୟୁତ୍‌ କେନ୍ଦ୍ର ନିରାପତ୍ତା ଓ ସ୍ୱାସ୍ଥ୍ୟ କର୍ମଶାଳା

ଘରେ ପଶି କଟୁରି ଓ ମାଉଜରରେ ଆକ୍ରମଣ କରି ଲୁଟ, ମାଲିକ ଗୁରୁତର

ତାଳଚେର: ପୁଣି ତାଳଚେରରେ ଲୁଟେରାଙ୍କ ଆତଙ୍କ। ତାଳଚେର ତାଳବେଡା ନିକଟସ୍ଥ ବନମାଳୀପୁରର ଜଣଙ୍କ ଘରେ ପଶି ଦୁର୍ବୃତ୍ତମାନେ କଟୁରି ଓ ମାଉଜର ଦେଖାଇ ସୁନା ଅଳଙ୍କାର ଲୁଟ କରିଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଘର ମାଲିକ କାଠିଆ ସାହୁ ଗୁରୁତର ହୋଇଛନ୍ତି। ଗୁରୁତର…

Continue Readingଘରେ ପଶି କଟୁରି ଓ ମାଉଜରରେ ଆକ୍ରମଣ କରି ଲୁଟ, ମାଲିକ ଗୁରୁତର