ଆଦୃତାର ନୃତ୍ୟାଙ୍ଗନା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ

ଅନୁଗୁଳ: ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ଦିଲ୍ଲୀର କର୍ତବ୍ୟପଥରେ ଅନୁଷ୍ଠିତ ଜାତୀୟ ପରେଡ ଓ ସାଂସ୍କୃତିକ ସମାରୋହରେ ଅଦୃତା ଶିଶୁ ଗୃହ ଅନୁଗୁଳର ୬ଜଣ ଝିଅ ଲୋକ ନୃତ୍ୟ ପରିବେଷଣ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ୬ ଜଣିଆ…

Continue Readingଆଦୃତାର ନୃତ୍ୟାଙ୍ଗନା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ

ଅନୁଗୁଳ ବନଖଣ୍ଡ ପରିଦର୍ଶନ କଲେ ‘ଆମ ଜଙ୍ଗଲ ଯୋଜନା’ର ଉପଦେଷ୍ଟା

ଅନୁଗୁଳ : ରାଜ୍ୟ ସରକାରଙ୍କ ‘ଆମ ଜଙ୍ଗଲ ଯୋଜନା’ରେ ନୂତନ ଭାବେ ଅବସ୍ଥାପିତ ଉପଦେଷ୍ଟା ନାରାୟଣ ପଟ୍ଟନାୟକ ୨୪ ଓ ୨୫ ତାରିଖ ଦୁଇଦିନ ଧରି ଅନୁଗୁଳ ଜିଲ୍ଲା ପରିଦର୍ଶନରେ ଆସି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହି ଦୁଇ ଦିନିଆ…

Continue Readingଅନୁଗୁଳ ବନଖଣ୍ଡ ପରିଦର୍ଶନ କଲେ ‘ଆମ ଜଙ୍ଗଲ ଯୋଜନା’ର ଉପଦେଷ୍ଟା

ଅନୁଗୁଳରେ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ଖୋଲୁଛି ଜେଏସପି: ସରିଲା ଭୂମିପୂଜନ, ଦେଢ଼ ବର୍ଷ ଭିତରେ ହେବ କାର୍ଯ୍ୟକ୍ଷମ

ଅନୁଗୁଳ : ଖୁବଶୀଘ୍ର ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜିନ୍ଦଲ ନଗରରେ ଖୋଲିବାକୁ ଯାଉଛି ଏକ ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲ। ସ୍ବାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ଆଗେଇ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଜିଲ୍ଲାବାସୀଙ୍କୁ ଏହି ହସ୍ପିଟାଲ ଭେଟି…

Continue Readingଅନୁଗୁଳରେ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ଖୋଲୁଛି ଜେଏସପି: ସରିଲା ଭୂମିପୂଜନ, ଦେଢ଼ ବର୍ଷ ଭିତରେ ହେବ କାର୍ଯ୍ୟକ୍ଷମ

ଏଥରକ ବି ପେପରଲେସ୍‌ ହେବ କେନ୍ଦ୍ର ବଜେଟ୍‌, ମୋବାଇଲ ଆପ୍‌ରୁ ହାତ ମୁଠାରେ ମିଳିବ ସବୁ ସୂଚନା

ଭୁବନେଶ୍ୱର: ଆସୁଛି ୨୦୨୩ ବର୍ଷ ପାଇଁ କେନ୍ଦ୍ର ବଜେଟ୍। ଚଳିତ ବର୍ଷର ବଜେଟ୍ ସଂପୂର୍ଣ୍ଣ ‘ପେପର ଲେସ୍‌’ ହେବ ବୋଲି ଅର୍ଥ ମନ୍ତ୍ରଣାଳୟ ସୂଚନା ଦେଇଛି। ତେବେ ପାରମ୍ପରିକ ଭାବରେ ଅଦ୍ୟାବଧି କାଗଜରେ ଉପସ୍ଥାପିତ ବଜେଟ୍ ଏଥର ସଂପୂର୍ଣ୍ଣ ରୂପେ ଡିଜିଟାଲ୍…

Continue Readingଏଥରକ ବି ପେପରଲେସ୍‌ ହେବ କେନ୍ଦ୍ର ବଜେଟ୍‌, ମୋବାଇଲ ଆପ୍‌ରୁ ହାତ ମୁଠାରେ ମିଳିବ ସବୁ ସୂଚନା

ଅନୁଗୁଳରେ ୭୪ତମ ଗଣତନ୍ତ୍ର ଦିବସ

ଅନୁଗୁଳ: ଅନୁଗୁଳ ଷ୍ଟାଡିୟମରେ ୭୪ତମ ଗଣତନ୍ତ୍ର ଦିବସ ଆୟୋଜିତ ହୋଇଯାଇଛି।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ। ଶ୍ରୀ ସ୍ୱାଇଁ ଏ ଅବସରରେ ଅନୁଗୁଳ ମାଟିର…

Continue Readingଅନୁଗୁଳରେ ୭୪ତମ ଗଣତନ୍ତ୍ର ଦିବସ

ଜାତୀୟ ମତଦାତା ଦିବସ: ଶ୍ରେଷ୍ଠ ନିର୍ବାଚନ ଅଧିକାରୀ ଭାବେ ଆଠମଲ୍ଲିକ ଉପଜିଲ୍ଲାପାଳ ତରଣୀ ସୁନା ପୁରସ୍କୃତ

ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନର ନିର୍ବାଚନ ବିଭାଗ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମିଳିତ ସହଯୋଗରେ ୧୩ତମ ଜାତୀୟ ମତଦାତା ଦିବସ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ମୁଖ୍ୟ ଅତିଥିଭାବେ ଯୋଗ…

Continue Readingଜାତୀୟ ମତଦାତା ଦିବସ: ଶ୍ରେଷ୍ଠ ନିର୍ବାଚନ ଅଧିକାରୀ ଭାବେ ଆଠମଲ୍ଲିକ ଉପଜିଲ୍ଲାପାଳ ତରଣୀ ସୁନା ପୁରସ୍କୃତ

ମାତ୍ର ୨୬ ବର୍ଷ ବୟସରେ ସ୍ୱର୍ଗତ ମିହିର ଦାସଙ୍କ ସାନ ପୁଅ ଅକ୍ଳାନ୍ତଙ୍କ ପରଲୋକ, ଲିଭରରେ ଥିଲା ସମସ୍ୟା

କଟକ : ଅଭିନେତା ମିହିର ଦାସଙ୍କ ସାନ ପୁଅ ଅକ୍ଳାନ୍ତ ଦାସଙ୍କ ପରଲୋକ ଘଟିଛି। ବର୍ଷେ ତଳେ ମିହିର ଦାସଙ୍କ ଦେହାନ୍ତ ହୋଇଥିବା ବେଳେ ଏବେ ତାଙ୍କ ସାନ ପୁଅଙ୍କ ମୃତ୍ୟୁ ଘଟିଛି। କଟକ ସ୍ଥିତ ବାସଭବନରେ ତାଙ୍କ ପରଲୋକ ହୋଇଛି।…

Continue Readingମାତ୍ର ୨୬ ବର୍ଷ ବୟସରେ ସ୍ୱର୍ଗତ ମିହିର ଦାସଙ୍କ ସାନ ପୁଅ ଅକ୍ଳାନ୍ତଙ୍କ ପରଲୋକ, ଲିଭରରେ ଥିଲା ସମସ୍ୟା

ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର, ଦାଖଲ ହୋଇଥିବା ୧୧୬ଟି ଅଭିଯୋଗ ମଧ୍ୟରୁ ୧୨ଟିର ହେଲା ଫଇସଲା

ଅନୁଗୁଳ: ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଦାଖଲ ହୋଇଥିବା ସମୁଦାୟ…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର, ଦାଖଲ ହୋଇଥିବା ୧୧୬ଟି ଅଭିଯୋଗ ମଧ୍ୟରୁ ୧୨ଟିର ହେଲା ଫଇସଲା

ଏଥରକ ନିର୍ବାଚନ ମୈଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର ପ୍ରଧାନ, ନିଜେ ଦେଲେ ସୂଚନା

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନକୁ ଆଉ ମାତ୍ର ମାସ କେଇଟା ବାକି ଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥରକ ନିର୍ବାଚନୀ ମୈଦାନକୁ ଓହ୍ଳାଇବେ ବୋଲି ଚର୍ଚ୍ଚା ଜୋର ଧରିଛି। ନିର୍ବାଚନ ଲଢ଼ିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ…

Continue Readingଏଥରକ ନିର୍ବାଚନ ମୈଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର ପ୍ରଧାନ, ନିଜେ ଦେଲେ ସୂଚନା

ଇଟା ଫ୍ୟାକ୍ଟ୍ରିରେ ପଶି ଗାଡ଼ି ଭାଙ୍ଗିବାର ପ୍ରତିଶୋଧ ନେଲେ ମାଲିକ, ରାତି ଅଧରେ ଗାଁରେ ପଶି ଜାଳିଦେଲେ ଆଠଟି ପୁଆଳ ଭାଡ଼ି; ଥାନାରେ ମାମଲା

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ ସଇଡ଼ା ପଞ୍ଚାୟତ ଅଧୀନ କନ୍ତଳା ଗାଁରେ ସୋମବାର ବିଳମ୍ବିତ ରାତିରେ ଏକା ସମୟରେ ଆଠଟି ପୁଆଳ ଗଦାରେ ନିଆଁ ଲାଗି ସବୁ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଗାଁର କାଳିଆ ବେହେରାଙ୍କ ଅଭିଯୋଗ ମୁତାବକ,…

Continue Readingଇଟା ଫ୍ୟାକ୍ଟ୍ରିରେ ପଶି ଗାଡ଼ି ଭାଙ୍ଗିବାର ପ୍ରତିଶୋଧ ନେଲେ ମାଲିକ, ରାତି ଅଧରେ ଗାଁରେ ପଶି ଜାଳିଦେଲେ ଆଠଟି ପୁଆଳ ଭାଡ଼ି; ଥାନାରେ ମାମଲା