ଆଠମଲ୍ଲିକରେ ନୂତନ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ଡ. ଜିତେନ୍ଦ୍ର କୁମାର ପାତ୍ର

ଆଠମଲ୍ଲିକ: ଆଠମଲ୍ଲିକରେ ନୂତନ ଉପଜିଲ୍ଲାପାଳ ଭାବେ ଡ. ଜିତେନ୍ଦ୍ର କୁମାର ପାତ୍ର ସୋମବାର ପୂର୍ବାହ୍ନରେ କାର୍ଯ୍ୟାଳୟରେ ଯୋଗଦାନ କରିଛନ୍ତି। ପୂର୍ବରୁ ଡ. ପାତ୍ର ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ ଥିଲେ। ସେ ଓଡ଼ିଶା ପ୍ରଶାସନିକ ସେବା ୨୦୧୧…

Continue Readingଆଠମଲ୍ଲିକରେ ନୂତନ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ଡ. ଜିତେନ୍ଦ୍ର କୁମାର ପାତ୍ର

ବାଗଡ଼ିଆ ପଞ୍ଚାୟତରେ ପରିମଳ ଅବ୍ୟବସ୍ଥା ଚରମ ସୀମାରେ, ଆଁ କରିଛି ଡ୍ରେନ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ବାଗଡିଆ ପଞ୍ଚାୟତରେ ପରିମଳ ଅବ୍ୟବସ୍ଥା ଚରମ ସୀମାରେ ପହଞ୍ଚିଛି। ଏବେ ଯାଏଁ ଏଠାକାର ଅଧିକାଂଶ ଡ୍ରେନ୍ ସଫା କରାଯାଇନାହିଁ। ପଲିଥିନ, ଜରି, ଯାବତୀୟ ଅଳିଆ ଆବର୍ଜନା, ଇଟା ପଥର ଆଦି ଡ୍ରେନ୍ ରେ…

Continue Readingବାଗଡ଼ିଆ ପଞ୍ଚାୟତରେ ପରିମଳ ଅବ୍ୟବସ୍ଥା ଚରମ ସୀମାରେ, ଆଁ କରିଛି ଡ୍ରେନ

ରୋଟାରୀ ସ୍କୁଲ ଚେୟାରମେନ ଓ ସଦସ୍ୟ ବହିଷ୍କୃତ

ଅନୁଗୁଳ: ରୋଟାରୀ କ୍ଳବ୍ ଅନୁଗୁଳ ଦ୍ଵାରା ପରିଚାଳିତ ରୋଟାରୀ ପବ୍ଲିକ ସ୍କୁଲର ଚେୟାରମେନ ନିଖିଲ ରଞ୍ଜନ ମିଶ୍ର ଓ କ୍ଳବ୍‌ ସଦସ୍ୟ ତଥା ପୂର୍ବତନ ସ୍କୁଲ ଚେୟାରମେନ ଏସ୍‌ଏମ୍‌ ଜେନାଙ୍କୁ କ୍ଳବ୍‌‌ ବହିଷ୍କୃତ କରିଥିବା ଲିଖିତ ଭାବେ ଜଣାଇଛି। ରୋଟାରୀ କ୍ଳବ୍‌ର…

Continue Readingରୋଟାରୀ ସ୍କୁଲ ଚେୟାରମେନ ଓ ସଦସ୍ୟ ବହିଷ୍କୃତ

କ୍ୱାକ୍ ଚିକିତ୍ସାରେ ଯୁବକ ମୃତ: ଡାକ୍ତରଖାନାରେ ଉତ୍ତେଜନା

ଅନୁଗୁଳ: ଠାକୁରଗଡ଼ ଥାନା ବନ୍ତୁଲ ଗ୍ରାମର ଜଣେ ଯୁବକ ଙ୍କ ଭୁଲ୍ ଚିକିତ୍ସା ଯୋଗୁଁ ଆଜି ସକାଳେ ମୃତ୍ୟୁ ଘଟିଛି।ଠାକୁରଗଡ଼ ଥାନା ବନ୍ତୁଲ୍ ଗ୍ରାମର ବସନ୍ତ ସାହୁଙ୍କ ପୁଅ ସୁଶାନ୍ତ ସାହୁ(୩୫) ଭୁବନେଶ୍ବରରେ ରହନ୍ତି। କିଛିଦିନ ଧରି ତାଙ୍କୁ ଜ୍ଵର ହେଉଥିଲା।ଔଷଧ…

Continue Readingକ୍ୱାକ୍ ଚିକିତ୍ସାରେ ଯୁବକ ମୃତ: ଡାକ୍ତରଖାନାରେ ଉତ୍ତେଜନା

ଗୀତାଗ୍ରାମର ବିଭିନ୍ନ ସମସ୍ୟା ନେଇ ଗାଁ ଲୋକଙ୍କ ସାମ୍ବାଦିକ ସମ୍ମିଳନୀ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠରେ ଅବସ୍ଥିତ ଏଭଳି ଏକ ଅଞ୍ଚଳ ଅଛି ଯାହା ପଞ୍ଚାୟତରେ ଯାଉନାହିଁ କି ଅନୁଗୁଳ ପୌର ପାଳିକାରେ ଯାଉନାହିଁ।ଦଶନ୍ଧି ଦଶନ୍ଧି ଧରି ଏହି ଅଞ୍ଚଳର ଅଧିବାସୀ ବହୁ କଷ୍ଟ ଓ ସମସ୍ୟା ମଧ୍ୟରେ ରହୁ ଥିଲେ ମଧ୍ୟ…

Continue Readingଗୀତାଗ୍ରାମର ବିଭିନ୍ନ ସମସ୍ୟା ନେଇ ଗାଁ ଲୋକଙ୍କ ସାମ୍ବାଦିକ ସମ୍ମିଳନୀ

କଲେଜରୁ ଫେରିବା ବାଟରୁ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଅନୁଗୁଳ: ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଅନୁଗୁଳ ଫାଷ୍ଟ ଟ୍ରାକ୍ କୋର୍ଟରେ ଶନିବାର ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଧୀର ଓରଫ ପ୍ରଫୁଲ୍ଲ ନାଏକଙ୍କୁ ଦଫା ୩୬୬ରେ ୫ ବର୍ଷ ସଶ୍ରମ କାରାଦଣ୍ଡ ଓ…

Continue Readingକଲେଜରୁ ଫେରିବା ବାଟରୁ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଟ୍ରେନ ଚଢ଼ିଯିବାରୁ ଦୁଇ ଗୋଡ଼ ହରାଇଲେ ମହିଳା, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କଲା ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ରାଣୀଗୋଡ଼ା ଗ୍ରାମର ଜଣେ ମହିଳାଙ୍କର ଟ୍ରେନରେ ଦୁଇ ଗୋଡ଼ କଟି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ଅନୁଗୁଳ ଷ୍ଟେସନ ନିକଟ ଚଣ୍ଡି ବଜାର ଠାରେ ରାଣୀଗୋଡ଼ାର ଜଣେ…

Continue Readingଟ୍ରେନ ଚଢ଼ିଯିବାରୁ ଦୁଇ ଗୋଡ଼ ହରାଇଲେ ମହିଳା, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କଲା ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ

ଅଗଷ୍ଟ ମାସ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ସ୍ଥିର, ଜାଣନ୍ତୁ କେବେ କେଉଁଠିକୁ ଯିବେ ଅଭିଯୋଗ କରିବାକୁ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କର ଅଗଷ୍ଟ ମାସ ପାଇଁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିରେ ଜିଲ୍ଲାପାଳ ଓ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେବେ।…

Continue Readingଅଗଷ୍ଟ ମାସ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ସ୍ଥିର, ଜାଣନ୍ତୁ କେବେ କେଉଁଠିକୁ ଯିବେ ଅଭିଯୋଗ କରିବାକୁ

ଖୋଲୁଛି ନରି ଢାବାର ଗୁମର: ରାତି ବଢ଼ିଲେ ଏଠି ବଢ଼େ ଭିଡ଼, ଜମେ ସମ୍ଭ୍ରାନ୍ତ ଦାୟଦଙ୍କ ଆସର

ଅନୁଗୁଳ: ଖୋଲୁଛି ନରି ଢାବାର ଗୁମର। କରଡ଼ାଗାଡିଆ ଆନନ୍ଦ ବଜାର ସ୍ଥିତ ନରି ଢାବାର ମାଲିକ ଗିରଫ ହେବା ପରେ ଏଠାରେ ଚାଲିଥିବା ରଙ୍ଗୀନ କାର୍ଯ୍ୟ କଳାପ ଧୀରେ ସାମ୍ନାକୁ ଆସୁଛି। ଢାବାରେ ଗ୍ରାହକଙ୍କୁ ମନ ପସନ୍ଦର ନାଲି ପାଣି ମିଳୁଥିଲା।…

Continue Readingଖୋଲୁଛି ନରି ଢାବାର ଗୁମର: ରାତି ବଢ଼ିଲେ ଏଠି ବଢ଼େ ଭିଡ଼, ଜମେ ସମ୍ଭ୍ରାନ୍ତ ଦାୟଦଙ୍କ ଆସର

ଲଗାଣ ବର୍ଷା ଯୋଗୁ ଆଉଁଳୀ ପୋଲ ପାଖ ରାସ୍ତାରେ ଘାଇ: ଧୋଇଗଲା ରାସ୍ତା, ଯୋଗାଯୋଗ ବିଚ୍ଛିନ୍ନ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ଦୁଇ ଦିନ ଧରି ଚାଲିଥିବା ଲଗାଣ ବର୍ଷାରେ ବହୁ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏଥିସହ କେତେକ ଗ୍ରାମରେ ବର୍ଷା ପାଣି ପଶି ଯିବାରୁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗଡ଼ମଣ୍ଡଳ ଭଟ୍ଟପାଳ…

Continue Readingଲଗାଣ ବର୍ଷା ଯୋଗୁ ଆଉଁଳୀ ପୋଲ ପାଖ ରାସ୍ତାରେ ଘାଇ: ଧୋଇଗଲା ରାସ୍ତା, ଯୋଗାଯୋଗ ବିଚ୍ଛିନ୍ନ