ଚାଳିଶଟି ଅର୍ବାନ ଲୋକାଲବଡ଼ିକୁ ଦିଆଗଲା ସ୍ପେଶାଲ ପ୍ଲାନିଂ ଅଥରିଟିର କ୍ଷମତା
ଅନୁଗୁଳ: ରାଜ୍ୟର ଚାଳିଶ ଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌରପାଳିକାକୁ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ସ୍ପେଶଲ୍ ପ୍ଲାନିଙ୍ଗ ଅଥରିଟିର କ୍ଷମତା ପ୍ରଦାନ କରିଛି।ଗତ ୨୭ ତାରିଖରେ ଚିଠି ମାଧ୍ୟମରେ ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି। ନିର୍ବାହୀ…



