ଗ୍ରେଡ ପେ’ ବୃଦ୍ଧି ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅମଲା ମଞ୍ଚର ବିକ୍ଷୋଭ

ଅନୁଗୁଳ: ଅନୁଗୁଳ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ୪୨୦୦ ଗ୍ରେଡ ପେ ଦାବି ନେଇ ଦାବିପତ୍ର ଦିଆଯାଇଛି। ଅମଲା ମଞ୍ଚର ଅଭିଯୋଗ ଅନୁସାରେ, ଶିକ୍ଷାଗତ ଯୋଗ୍ୟତା ଆଧାରରେ ଜୁନିଅର…

Continue Readingଗ୍ରେଡ ପେ’ ବୃଦ୍ଧି ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅମଲା ମଞ୍ଚର ବିକ୍ଷୋଭ

ଅନୁଗୁଳ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ବିଳମ୍ବ, ରାଜରାସ୍ତାକୁ ଓହ୍ଲାଇବ ବିଜେପି

ଅନୁଗୁଳ: ଅନୁଗୁଳ ଭାରତୀୟ ଜନତା ପାର୍ଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନଙ୍କ ସଭାପତିତ୍ଵରେ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ବୈଠକରେ ଲୋକସଭା ପ୍ରଭାରୀ ରାଜ୍ଯ ସମ୍ପାଦକ ସୀମାଞ୍ଚଳ ଖଟେଇ ଯୋଗ ଦେଇ ବିଭିନ୍ନ ସାଂଗଠନିକ ଯୋଜନା ସମ୍ବନ୍ଧୀୟ…

Continue Readingଅନୁଗୁଳ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ବିଳମ୍ବ, ରାଜରାସ୍ତାକୁ ଓହ୍ଲାଇବ ବିଜେପି

ଆମ ହସପିଟାଲ ଯୋଜନାରୁ ବାଦ ପଡ଼ିଲା ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରତିବାଦରେ ଆନ୍ଦୋଳନରେ ବସିଛନ୍ତି ୪୦ ଗାଁ ଲୋକ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆମ ହସପିଟାଲ ଯୋଜନାରୁ ବାଦ୍ ଦିଆଯାଇଥିବାରୁ ପ୍ରତିବାଦ କରି ଛେଣ୍ଡିପଦା ତଥା ଆଖପାଖ ଗ୍ରାମର ଲୋକ ଆନ୍ଦୋଳନ କରିଛନ୍ତି। ଛେଣ୍ଡିପଦା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସମସ୍ତ ଭିତ୍ତିଭୂମି ଥିବାର ତଦନ୍ତ ହୋଇସାରିଥିବା ବେଳେ…

Continue Readingଆମ ହସପିଟାଲ ଯୋଜନାରୁ ବାଦ ପଡ଼ିଲା ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରତିବାଦରେ ଆନ୍ଦୋଳନରେ ବସିଛନ୍ତି ୪୦ ଗାଁ ଲୋକ

ଅନୁଗୁଳ ଜିଲ୍ଲାର ୧୦ ଟି ସ୍ୱାସ୍ଥ୍ୟ କଲ୍ୟାଣ କେନ୍ଦ୍ର ଜାତୀୟ ସ୍ତରକୁ ଉନ୍ନିତ

ଅନୁଗୁଳ: ଅନୁଗୁଳ ଜିଲ୍କାର ଦଶ ଗୋଟି ହେଲଥ ଆଣ୍ଡ ୱେଲନେସ ସେଣ୍ଟର ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରି ରାଜ୍ୟ ସ୍ତରରେ ପ୍ରଶଂସିତ ହେବା ସହ ନେସନାଲ କ୍ୱାଲିଟି ଆସ୍ୱେଓରାନ୍ସ ରେ ବିଚାର ପାଇଁ ମନୋନୀତ ହୋଇଛି।ଆୟୁସମାନ…

Continue Readingଅନୁଗୁଳ ଜିଲ୍ଲାର ୧୦ ଟି ସ୍ୱାସ୍ଥ୍ୟ କଲ୍ୟାଣ କେନ୍ଦ୍ର ଜାତୀୟ ସ୍ତରକୁ ଉନ୍ନିତ

ଖରା ପାଇଁ ଆଗୁଆ ଖରା ଛୁଟି : ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା

ଭୁବନେଶ୍ବର: ଆସନ୍ତାକାଲିଠାରୁ ଓଡ଼ିଶାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରଥମରୁ ଯୁକ୍ତ୨ ପର୍ଯ୍ୟନ୍ତ ଏହି ଛୁଟି ଦିଆଯାଇଛି। ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ,…

Continue Readingଖରା ପାଇଁ ଆଗୁଆ ଖରା ଛୁଟି : ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା

ଅନୁଗୁଳରେ ୪୩.୭ ଡିଗ୍ରୀ ଛୁଇଁଲା ପାରା, ଜନଜୀବନ ଝଟପଟ

ଅନୁଗୁଳ: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଅନୁଗୁଳବାସୀ ବି ସିଝୁଛନ୍ତି। ତତଲା କଡ଼େଇ ପାଲଟିଛି ଅନୁଗୁଳ। ଆଜି ଜିଲ୍ଲାରେ ପାରଦ ୪୩.୭ ଡିଗ୍ରୀ ସେଲ୍ସିୟସ ଛୁଇଁଛି। ସକାଳ ନ'ଟା ନ ବାଜୁଣୁ ଆକାଶରୁ ଅଗ୍ନି ବର୍ଷା ଆରମ୍ଭ ହୋଇଯାଇଥିଲା। ତାତିରେ…

Continue Readingଅନୁଗୁଳରେ ୪୩.୭ ଡିଗ୍ରୀ ଛୁଇଁଲା ପାରା, ଜନଜୀବନ ଝଟପଟ

ବ୍ଲାକମେଲ କରି ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଜଣେ ଗିରଫ

ଅନୁଗୁଳ: ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଯୁବକ। ଗିରଫ ଅଭିଯୁକ୍ତ ହେଲେ ଅନୁଗୁଳ ସଦର ଥାନା ଅନ୍ତର୍ଗତ ପରତରା ଗାଁର ସତ୍ୟବାନ ପ୍ରଧାନ(୨୭)। ଅଭିଯୋଗ ଅନୁସାରେ, ସତ୍ୟବାନ ଅନୁଗୁଳ ସଦର ଥାନା ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ…

Continue Readingବ୍ଲାକମେଲ କରି ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଜଣେ ଗିରଫ

ଅନୁଗୁଳର ୩ଟି ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ଉ, ୨୦ ହଜାର ଟଙ୍କା ଫାଇନ ଆଦାୟ

ଅନୁଗୁଳ: ଅନୁଗୁଳ ସହରରେ ଆଜି ୩ ଟି ସ୍ଥାନରେ ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇଛି। ଉପଜିଲ୍ଲାପାଳଙ୍କ ବୈତୁର ଦୀପଙ୍କ ନେତୃତ୍ୱରେ ଏକ ସବ ଡିଭିଜନାଲ ମଲ୍ଟି ଡିସିପ୍ଲିନାରୀ ସ୍କ୍ୱାର୍ଡ ଅନୁଗୁଳ ସହରର ମୀରାନିଆ ପେଟ୍ରୋଲ ପମ୍ପ, କଳ୍ପତରୁ ମିଠା ଦୋକାନ, ଭିଲେଜ…

Continue Readingଅନୁଗୁଳର ୩ଟି ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ଉ, ୨୦ ହଜାର ଟଙ୍କା ଫାଇନ ଆଦାୟ

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବଲାସିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟରେ ଫ୍ୟାମିଲି ଜଜ୍ ସଦାଶିବ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଆଇନ ସଚେତନତା ଶିବିର ଆୟୋଜିତ ହୋଇଛି। ଏହି ଶିବିରରେ ଜନସାଧାରଣଙ୍କୁ ଆଇନ ସମ୍ବନ୍ଧୀୟ ସମସ୍ତ ବ୍ୟବସ୍ଥା ଯଥା: ଏତଲା,…

Continue Readingଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

ନୁମା ବାପି କୁଟୀର ଛପର କଲା ଏମଏନ ଟ୍ରଷ୍ଟ

ଅନୁଗୁଳ: ଓଡିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଏବଂ ପତ୍ନୀ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀଙ୍କ ବାସସ୍ଥାନ ବାପି ନୁମା କୁଟୀର ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ନେଇ ସମ୍ବାଦ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ବିଧାନସଭାରେ ଉଠାଇବା ପରେ ସାରା ରାଜ୍ୟରେ…

Continue Readingନୁମା ବାପି କୁଟୀର ଛପର କଲା ଏମଏନ ଟ୍ରଷ୍ଟ