ଅନ୍ଧବିଶ୍ୱାସରୁ କିଆକଟାରେ ନରବଳି ?
ଅନୁଗୁଳ: ଆଜି ଆଠମଲ୍ଲିକ ବ୍ଲକ କିଆକଟା ଥାନା ଅନ୍ତର୍ଗତ ବାରେଣି ଜଙ୍ଗଲରୁ ଏକ ନାବାଳକର କ୍ଷତ ବିକ୍ଷତ ଶବ ମିଳିବା ପରେ ସେଠାରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ପୋଲିସର ଅପାରଗତା ହେତୁ ଏଭଳି ହତ୍ୟାକାଣ୍ଡ ଘଟିଲା ବୋଲି ସ୍ଥାନୀୟ…
ଅନୁଗୁଳ: ଆଜି ଆଠମଲ୍ଲିକ ବ୍ଲକ କିଆକଟା ଥାନା ଅନ୍ତର୍ଗତ ବାରେଣି ଜଙ୍ଗଲରୁ ଏକ ନାବାଳକର କ୍ଷତ ବିକ୍ଷତ ଶବ ମିଳିବା ପରେ ସେଠାରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ପୋଲିସର ଅପାରଗତା ହେତୁ ଏଭଳି ହତ୍ୟାକାଣ୍ଡ ଘଟିଲା ବୋଲି ସ୍ଥାନୀୟ…
ଅନୁଗୁଳ: ବିଜୁ ଜନତା ଦଳର ସିଦ୍ଧାନ୍ତ ତଥା ନୀତି ଓ ଆଦର୍ଶକୁ ଉଲ୍ଲଂଘନ କରିଥିବା ପୋକତୁଙ୍ଗା ପଞ୍ଚାୟତର ସରପଞ୍ଚ ସୁଜିତ କୁମାର ମହାଳିକଙ୍କୁ ବିଜୁ ଜନତା ଦଳ ସଭ୍ୟ ପଦରୁ ବହିଷ୍କାର କରାଯାଇଛି। ପ୍ରକାଶ ଥାଉକି ସୁଜିତ କୁମାର ମହାଳିକଙ୍କ ନାମରେ…
ତାଳଚେର : ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ନାଲକୋ ବିରୋଧରେ ଚାଲିଥିବା ଆନ୍ଦୋଳନ ଆଜି ଠାରୁ ଏକ ମାସ ପାଇଁ ସ୍ଥଗିତ ରହିଛି। ଏନେଇ ଆଜି ସାଉଥ୍ ବଲଣ୍ଡା ସ୍ଥିତ ଜଗନ୍ନାଥ କଳା କେନ୍ଦ୍ର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅବକାରୀ ଏବଂ ବଇଣ୍ଡା ଅବକାରୀ ବିଭାଗ ତରଫରୁ ଠାକୁରଗଡ଼ ଥାନାର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯାଇ ପ୍ରଚୁର ପରିମାଣରେ ଦେଶୀ ମହୁଲି ମଦ ଓ ମହୁଲ ପୋଚ ଜବତ କରାଯାଇଛି। ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା…
ଅନୁଗୁଳ: କଲେଜ ପଢୁଆ ଛାତ୍ରୀଙ୍କୁ ନେଇ ସରପଞ୍ଚ ଛୁ। ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଉଭୟଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା। କିନ୍ତୁ ଜାତି ଭିନ୍ନ ହୋଇଥିବାରୁ ଉଭୟଙ୍କ ପରିବାର ଏହି ସମ୍ପର୍କକୁ ସ୍ୱୀକୃତି…
ଅନୁଗୁଳ: ଦରମା ମିଳି ନଥିବାରୁ ଔଷଧ କିଣି ନ ପାରି ପ୍ରାଣ ହରାଇଥିବା ଅନୁଗୁଳ ଜିଲ୍ଲା ତୁରଙ୍ଗ ଗ୍ରାମର ହୋମଗାର୍ଡ ପ୍ରଫୁଲ୍ଲ ନାୟକଙ୍କ ପରିବାରକୁ ଭେଟିଛନ୍ତି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ। ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘର ରାଜ୍ୟ ସଭାପତି ରଞ୍ଜନ…
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଓଡ଼ିଶାରେ କ୍ରିୟାନ୍ୱୟନ ହେଉଥିବା ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ଏବଂ ନିର୍ମାଣ କାର୍ଯ୍ୟ ନେଇ ସମୀକ୍ଷା କରିବା…
ଅନୁଗୁଳ: ପ୍ରକାଶ ପାଇଛି ରାଜ୍ୟ ବାର କାଉନସିଲ ନିର୍ବାଚନର ଫଳାଫଳ। ଏଥିରେ କ୍ରମାଗତ ଚତୁର୍ଥ ଥର ପାଇଁ ସୀତାଂଶୁ ମୋହନ ଦ୍ବିବେଦୀ ସଦସ୍ୟ ଭାବେ ନିର୍ବାଚିତ ହୋଇ ରେକର୍ଡ କରିଛନ୍ତି। ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶକ୍ରମେ ଗତ ଏପ୍ରିଲ ୧୫ରେ ବହୁ ରାଜ୍ୟ…
ଅନୁଗୁଳ: ଅନୁଗୁଳ ମାଛ ମାର୍କେଟ ନିକଟରେ ଥିବା ଯୋଜନା ଓ ସମନ୍ବୟ ବିଭାଗର ବଡବାବୁ ବିଦ୍ୟାଧର ସେଠୀଙ୍କୁ ଅଫିସର ଅତିରିକ୍ତ ନିର୍ଦ୍ଦେଶକ ଗୌରହରି ସାହୁ ଓ ପିନାକୀ ନାମକ ଅନ୍ୟ ଜଣେ ଷ୍ଟାଫ୍ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି ।ଶ୍ରୀ…
ଅନୁଗୁଳ:ଖୁବଶୀଘ୍ର ତିଆରି ହେବ ଅନୁଗୁଳ ବ୍ଲକ ମାଣିକଯୋଡି ପଞ୍ଚାୟତର ବୃନ୍ଦାବନପୁର ଗ୍ରାମକୁ ରାସ୍ତା। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ସୂଚନା ମୁତାବକ, ବୃନ୍ଦାବନପୁର ଗାଁକୁ ଗମନାଗମନର ସୁବିଧା ନ ଥିବାରୁ ନିକଟରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କୁ ଶଗଡରେ ବୋହି…