ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ ଦାବିରେ ବିକ୍ଷୋଭ
ଅନୁଗୁଳ: ଅନୁଗୁଳ ଜିଲ୍ଲାର ୯୨ଟି ଗାଁର ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ କରି ଶାବକ ରେକର୍ଡ ଅନୁସାରେ ପଟ୍ଟା ପ୍ରଦାନ କରିବା ଓ ଚକ ଉଚ୍ଛେଦ ପର୍ଯ୍ୟନ୍ତ ଚକବନ୍ଦୀ ଥିବା ଗ୍ରାମର କ୍ରୟ ବିକ୍ରିୟ ବନ୍ଦ କରିବା ଦାବିରେ ଆଜି ଅନୁଗୁଳ ଚାଷୀ…
ଅନୁଗୁଳ: ଅନୁଗୁଳ ଜିଲ୍ଲାର ୯୨ଟି ଗାଁର ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ କରି ଶାବକ ରେକର୍ଡ ଅନୁସାରେ ପଟ୍ଟା ପ୍ରଦାନ କରିବା ଓ ଚକ ଉଚ୍ଛେଦ ପର୍ଯ୍ୟନ୍ତ ଚକବନ୍ଦୀ ଥିବା ଗ୍ରାମର କ୍ରୟ ବିକ୍ରିୟ ବନ୍ଦ କରିବା ଦାବିରେ ଆଜି ଅନୁଗୁଳ ଚାଷୀ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ୫୪ ତମ ଜିଲ୍ଲା ପରିଷଦ ବୈଠକ ମଙ୍ଗଳବାର ସକାଳେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସମ୍ମିଳନୀକକ୍ଷରେ ଅନୁଷ୍ଠିତ ଏହିଁ ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଲଳିତ ମୋହନ ବେହେରା ଅଧ୍ୟକ୍ଷତା କରିଥିଲେ। ଏଥିରେ ଅନୁଗୁଳ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବରିଷ୍ଠ ନାଗରିକ ତିର୍ଥ ଯାତ୍ରା ଯୋଜନା ମଙ୍ଗଳବାର ଶୁଭାରମ୍ଭ ହୋଇଛି। ଅପରାହ୍ନରେ ୨୦୧୯-୨୦ ଆର୍ଥିକ ବର୍ଷର ବରିଷ୍ଠ ନାଗରିକ ତିର୍ଥ ଯାତ୍ରା ଯୋଜନା ୧୭ ତାରିଖଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଆଗ୍ରା, ମଥୁରା, ବୃନ୍ଦାବନ ଅଭିମୁଖେ ଯାତ୍ରୀମାନଙ୍କୁ…
ଅନୁଗୁଳ: ଫିଲ୍ମ ଦେଖି କ୍ରାଇମ କରିବା ଏବେ ଟ୍ରେଣ୍ଡ ପାଲଟିଛି। ଏହାର ସଦ୍ୟତମ ଉଦାହରଣ ଅନୁଗୁଳରେ ଦେଖିବାକୁ ମିଳିଛି। ଅନୁଗୁଳର ମୋଷ୍ଟ ୱାଣ୍ଟେଡ ଅପରାଧୀ ଏବେ ଜାଲ କରି ଗୋଟିଏ କି ଦୁଇ ବୋତଲ ନୁହେଁ ବରଂ ପୂରା ମଦ ଟ୍ରକ…
ଅନୁଗୁଳ: ଭାଇକୁ ଶାବଳରେ ପିଟି ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ। ୬ ବର୍ଷ ତଳର ଏହି ହତ୍ୟାକାଣ୍ଡ ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଅଭିଯୁକ୍ତ ଅନୁଗୁଳ ସଦର ଥାନା କୁମୁରିସିଂହାର ରୋହିତ…
ଅନୁଗୁଳ: ଆଜି ପୂର୍ବାହ୍ନରେ ବଅଁରପାଳ ବ୍ଲକ ଅଫିସରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଦାଖଲ ହୋଇଥିବା ସମୁଦାୟ ୯୦ଟି ଅଭିଯୋଗରୁ ୮୪ଟି ବ୍ୟକ୍ତିଗତ ଓ ୬ଟି ଗ୍ରାମ୍ୟ ଭିତ୍ତିକ ଥିଲା।…
କଟକ: କଟକ ମଧୁପାଟଣା ଥାନା ଶ୍ରୀରାମନଗରରେ ଆଜି ସକାଳୁ ଏକ ଛାତି ଥରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମା’ ଦୁଇ ବର୍ଷର ଛୁଆକୁ ତଣ୍ଟି କାଟି ହତ୍ୟା କରିବା ପରେ ନିଜ ଜୀବନ ହାରିଛି। ତେବେ ମହିଳା ଜଣକ…
ଥିରୁଭନନ୍ତପୁରମ: ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଭାରତ ରେକର୍ଡ ବିଜୟ ହାସଲ କରିଛି। ଦିନିକିଆ ଇତିହାସରେ ସବୁଠାରୁ ବଡ଼ ବ୍ୟବଧାନରେ ଭାରତ ମ୍ୟାଚ ଜିତିଛି। କେରଳର ଥିରୁଭନନ୍ତପୁରମସ୍ଥିତ ଗ୍ରୀନଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆଜି ଶ୍ରୀଲଙ୍କା ବିପକ୍ଷରେ ଭାରତ ୩୧୭ ରନରେ ମ୍ୟାଚ୍…
ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ଜାତୀୟ ରାଜପଥ -୫୩କୁ ସମ୍ପ୍ରସାରଣ କରିବା ସହ ଏହାକୁ ଦୁଇ ଲେନ୍ ବିଶିଷ୍ଟ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ…
ଭୁବନେଶ୍ୱର: ରାଜ୍ୟରେ କମୁଛି ଶୀତ। ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟର ପାଗ ଶୁଷ୍କ ରହିବା ସହ ବିଭିନ୍ନ ସ୍ଥାନରେ ହାଲୁକାରୁ ଘନ କୁହୁଡ଼ି ରହିବା ଆଶଙ୍କା ରହିଛି। ଢେଙ୍କାନାଳ, ଅନୁଗୁଳ, କଟକ, କେନ୍ଦୁଝର, ଯାଜପୁର, ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼ ଏବଂ…