କଳାକାର ପକ୍ଷରୁ ୪୦ତମ ବୋଇତ ବନ୍ଦାଣ ମହୋତ୍ସବ ଉଦଘାଟିତ: କଳା ଓ କଳାକାର ସବୁବେଳେ କାଳଜୟୀ: ନୃତ୍ୟର ତାଳେ ତାଳେ ଦର୍ଶକ ବିଭୋର

ଅନୁଗୁଳ: ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ "କଳାକାର" ପକ୍ଷରୁ ୪୦ ତମ  ବୋଇତ ବନ୍ଦାଣ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ପ୍ରଦୀପ ପ୍ରଜ୍ବଳନ କରି ମହୋତ୍ସବକୁ ଉଦଘାଟନ କରିଥିଲେ। ଶ୍ରୀ ପ୍ରିତୀମୟ ନିଜ ଅଭିଭାଷଣରେ …

Continue Readingକଳାକାର ପକ୍ଷରୁ ୪୦ତମ ବୋଇତ ବନ୍ଦାଣ ମହୋତ୍ସବ ଉଦଘାଟିତ: କଳା ଓ କଳାକାର ସବୁବେଳେ କାଳଜୟୀ: ନୃତ୍ୟର ତାଳେ ତାଳେ ଦର୍ଶକ ବିଭୋର

ଅଟଳ ବାଜପେୟୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପ୍ରଶାସନକୁ ଦାବିପତ୍ର

ବଇଣ୍ଡା: ଅଳଗୁଳ ଜିଲ୍ଲା ହଣ୍ଡପା ଥାନା ଅଞ୍ଚଳର ବଇଣ୍ଡା ଛକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ବଇଣ୍ଡା ଅଟଳ ସ୍ମୃତି ପରିଷଦ ପକ୍ଷରୁ ଶନିବାର ଆଠମଲ୍ଲିକ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।…

Continue Readingଅଟଳ ବାଜପେୟୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପ୍ରଶାସନକୁ ଦାବିପତ୍ର

ଇକୋ ଓ ଗୋପବନ୍ଧୁ ପାର୍କର ଉନ୍ନତି କରଣ ଖୁବ ଶୀଘ୍ର

ଅନୁଗୁଳ: ଦୀର୍ଘ ଦିନ ହେବ ଅନୁଗୁଳର ପାର୍କ ଗୁଡ଼ିକର ଉନ୍ନତିକରଣ ହୋଇନାହିଁ। ପାର୍କ ଗୁଡ଼ିକର ସକାଳ ବେଳା ବରିଷ୍ଠ ନାଗରିକ ମାନେ ଚାଲନ୍ତି,ସବୁଜିମାକୁ ଉପଭୋଗ କରନ୍ତି। ତେବେ କିଛି ଦିନ ହେବ ପାର୍କ ଗୁଡ଼ିକର ଉନ୍ନତିକରଣ ନ ହେବା ଫଳରେ ଏସବୁର…

Continue Readingଇକୋ ଓ ଗୋପବନ୍ଧୁ ପାର୍କର ଉନ୍ନତି କରଣ ଖୁବ ଶୀଘ୍ର

ଅନୁଗୁଳ ଜିଲ୍ଲା ଅଭିଯୋଜନ ନିର୍ଦେଶାଳୟ ଉଦଘାଟିତ

ଅନୁଗୁଳ: ଦେଶରେ ନୂଆ ଆଇନ ଯଥା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ଲାଗୁ ହେବା ପରେ ପୀଡିତା ଓ ସାଧାରଣ ଜନତାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଲକ୍ଷ୍ୟରେ ଅନୁଗୁଳ ଜିଲ୍ଲା ଅଭିଯୋଜନ…

Continue Readingଅନୁଗୁଳ ଜିଲ୍ଲା ଅଭିଯୋଜନ ନିର୍ଦେଶାଳୟ ଉଦଘାଟିତ

ବିଜୟୀ ଛାତ୍ରଛାତ୍ରୀ ମାନେ ସାଇବର ଆମ୍ବାସଡର: ରାହୁଲ ଜୈନ,ଏସପି

ଅନୁଗୁଳ: ସାଇବର ଅପରାଧ ଦିନକୁ ଦିନ ବଢି ଚାଲିଥିବା ବେଳେ ଅନୁଗୁଳ ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି।ଆଜି ଏହି ଅବସରରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍ ପ୍ରତି ଯୋଗିତା…

Continue Readingବିଜୟୀ ଛାତ୍ରଛାତ୍ରୀ ମାନେ ସାଇବର ଆମ୍ବାସଡର: ରାହୁଲ ଜୈନ,ଏସପି

ବୁଲା ଗାଈଗୋରୁ ସମସ୍ୟା ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବୁଲା ଗାଈ ଓ ଷଣ୍ଢଙ୍କ ଉପଦ୍ରବ ବଢ଼ୁଥିବାରୁ ଜିଲ୍ଲା କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି। ଅନୁଗୁଳ-ବଡ଼କେରା ଓ ଅନୁଗୁଳ-ମହୀଧରପୁର ରାସ୍ତା ସହ ସହରର ଛକ ଓ ଗଳିରେ ଗାଈଗୋରୁ ରହି…

Continue Readingବୁଲା ଗାଈଗୋରୁ ସମସ୍ୟା ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର

ଏମ୍.ଆର୍.ଆଇ. ଆଡଭାଇସ୍ ପାଇଁ  ବିଶେଷଜ୍ଞ ଡାକ୍ତରଙ୍କୁ ଅଧିକାର ଦାବି

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ତାଳଚେର, ପାଲଲହଡ଼ା, ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟର ବିଶେଷଜ୍ଞ ଡାକ୍ତରଙ୍କୁ ଏମ୍.ଆର୍.ଆଇ. ପରୀକ୍ଷା ଆଡଭାଇସ୍ କରିବାର ଅଧିକାର ଦିଆଯିବା ଦାବିରେ ସ୍ବେଛାସେବୀମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦୁର୍ଘଟଣାପ୍ରବଣ ଓ ଶିଳ୍ପବହୁଳ ଅଞ୍ଚଳ ହୋଇଥିବାରୁ…

Continue Readingଏମ୍.ଆର୍.ଆଇ. ଆଡଭାଇସ୍ ପାଇଁ  ବିଶେଷଜ୍ଞ ଡାକ୍ତରଙ୍କୁ ଅଧିକାର ଦାବି

ଲାଞ୍ଚ ନେବା ଅଭିଯୋଗରେ ରାଜସ୍ବ ନିରୀକ୍ଷକଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ସ୍ପେସିଆଲ ଜଜ୍ ତଥା ଭିଜିଲାନ୍ସ କୋର୍ଟ ୨୦୧୩ ମସିହାର ଲାଞ୍ଚ ନେବା ମାମଲାରେ କୁମୁରିସିଂହାର ରେଭେନ୍ୟୁ ଇନ୍ସପେକ୍ଟର ଗୁଣନିଧି ନାଏକଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ ଓ ୧ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ,…

Continue Readingଲାଞ୍ଚ ନେବା ଅଭିଯୋଗରେ ରାଜସ୍ବ ନିରୀକ୍ଷକଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ ବସ ମାଲିକ ସଂଘର ୩୧ ତମ ସ୍ଵନକ୍ଷତ୍ର ଦିବସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବସ ମାଲିକ ସଂଘର ୩୧ ତମ ସ୍ଵନକ୍ଷତ୍ର ଦିବସ ଆଜି ପାଳିତ ହୋଇ ଯାଇଛି। ଏ ଅବସରରେ ସକାଳ ବେଳା ସଂଘ ପକ୍ଷରୁ ଅନୁଗୁଳ ଡାକ୍ତରଖାନାର ମାତୃ ଓ ଶିଶୁ ଯତ୍ନ ୱାର୍ଡରେ ଫଳ ବଣ୍ଟନ କରାଯାଇଥିଲା।…

Continue Readingଅନୁଗୁଳ ବସ ମାଲିକ ସଂଘର ୩୧ ତମ ସ୍ଵନକ୍ଷତ୍ର ଦିବସ

ସଡ଼କ ଦେଲା ସ୍ୱତନ୍ତ୍ର ପରିଚୟ: ୟୁପିରେ ଚାହିଦା ସାତକୋଶିଆ କନ୍ଦମୂଳ

ଅନୁଗୁଳ: ଏକଦା ଦୁର୍ଗମ ଓ ମାଓପ୍ରବଣ ଅଞ୍ଚଳ ଭାବେ ଜିଲ୍ଲାରେ ପରିଚିତ ଥିବା ସାତକୋଶିଆ ଏବେ ସୃଷ୍ଟି କରିଛି ସ୍ଵତନ୍ତ୍ର ପରିଚୟ। ସାତକୋଶିଆର ମାଟିରେ ଉତ୍ପାଦିତ ହେଉଥ‌ିବା କନ୍ଦମୂଳ ବା ସାକରକନ୍ଦ ଏବେ ଓଡ଼ିଶା ତଥା ରାଜ୍ୟ ବାହାରେ ଲୋକଙ୍କ ମନ…

Continue Readingସଡ଼କ ଦେଲା ସ୍ୱତନ୍ତ୍ର ପରିଚୟ: ୟୁପିରେ ଚାହିଦା ସାତକୋଶିଆ କନ୍ଦମୂଳ