କର୍ପୋରେଟ୍ ସ୍ୱାର୍ଥରେ ଶ୍ରମିକଙ୍କ ବଳି! ଶ୍ରମ କୋଡ୍ ବିରୋଧରେ ଅନୁଗୁଳରେ ପ୍ରତିବାଦ
ଅନୁଗୁଳ: କେନ୍ଦ୍ର ସରକାରଙ୍କ ଦ୍ୱାରା ଏପ୍ରିଲ୍ ୧ ତାରିଖରୁ ସାରା ଦେଶରେ ଲାଗୁ କରାଯାଇଥିବା ଚାରିଟି ଶ୍ରମ କୋଡ୍ ବିରୋଧରେ ଆଜି ଦେଶବ୍ୟାପୀ କଳା ଦିବସ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଅନୁଗୁଳ ସହରର ରାଜା ଛକଠାରେ ୧୦ଟି କେନ୍ଦ୍ରୀୟ ଶ୍ରମିକ…



