ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ: ଅଳ୍ପକେ ବର୍ତ୍ତିଲେ ବୃଦ୍ଧ
ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଦେଇ ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଏକ ଅଘଟଣ ଦେଖିବାକୁ ମିଳିଛି। ରବିବାର ରାତିରେ ବ୍ରାହ୍ମଣୀଦେଇ ଗ୍ରାମର ନରେନ୍ଦ୍ର ନାୟକଙ୍କ ଘର କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଘଟଣା ସମୟରେ ନରେନ୍ଦ୍ର ଘର…




