ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବିରୋଧରେ AIDSO ର ବିକ୍ଷୋଭ: ଗତ ବର୍ଷ ବହିରେ ଶିକ୍ଷାଦାନ କରିବାକୁ ଦାବି

ଅନୁଗୋଳ: ବିଜ୍ଞାନସମ୍ମତ ଓ ତ୍ରୁଟିମୁକ୍ତ ନୂଆ ପାଠ୍ୟପୁସ୍ତକ ପ୍ରସ୍ତୁତ ନ ହେବା ପର୍ଯ୍ୟନ୍ତ ଗତ ବର୍ଷ ବହିରେ ଶିକ୍ଷାଦାନ କରିବାକୁ ଦାବି କରି AIDSO ଅନୁଗୋଳ ଆଞ୍ଚଳିକ କମିଟି ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗୋପବନ୍ଧୁ ପାର୍କ ଠାରୁ ଶୋଭାଯାତ୍ରା…

Continue Readingତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବିରୋଧରେ AIDSO ର ବିକ୍ଷୋଭ: ଗତ ବର୍ଷ ବହିରେ ଶିକ୍ଷାଦାନ କରିବାକୁ ଦାବି
Read more about the article କଂଗ୍ରେସର ଶିକ୍ଷା ବ୍ୟବସ୍ଥାରେ ଅରାଜକତା ଅଭିଯୋଗ
oplus_4456448

କଂଗ୍ରେସର ଶିକ୍ଷା ବ୍ୟବସ୍ଥାରେ ଅରାଜକତା ଅଭିଯୋଗ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦେଶ ଓ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛି। ଅଖିଳ ଭାରତୀୟ କଂଗ୍ରେସ କମିଟିର ପ୍ରୋଗ୍ରାମ କୋଅର୍ଡିନେଟର ରୋଶନ…

Continue Readingକଂଗ୍ରେସର ଶିକ୍ଷା ବ୍ୟବସ୍ଥାରେ ଅରାଜକତା ଅଭିଯୋଗ

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ, ୧୨ ରୁ ପୁଣି ବଢିବ ବର୍ଷା: ୬ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ, ବିଜୁଳି ଘଡଘଡି ଆଶଙ୍କା

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି। ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହ ସ୍ବଳ୍ପ ଧରଣର ବର୍ଷା ମଧ୍ୟ ହେଉଛି। ଆସନ୍ତା ୧୨ ତାରିଖରେ ରାଜ୍ୟରେ ପୁଣି ବର୍ଷା ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।ସୋଆ ଜଳବାୟୁ ଓ…

Continue Readingରାଜ୍ୟରେ ସକ୍ରିୟ ରହିଛି ମୌସୁମୀ, ୧୨ ରୁ ପୁଣି ବଢିବ ବର୍ଷା: ୬ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ, ବିଜୁଳି ଘଡଘଡି ଆଶଙ୍କା

୨୦୨୭ ପଞ୍ଚାୟତ-ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌: ୨୧ ତାରିଖରେ ଉଚ୍ଚସ୍ତରୀୟ ବୈଠକ, ଡୋର୍ ଟୁ ଡୋର୍ ସର୍ଭେ ଉପରେ ସମୀକ୍ଷା

ଭୁବନେଶ୍ୱର: ୨୦୨୭ ସାଧାରଣ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏନେଇ ରାଜ୍ୟ ନିର୍ବାଚନ କମିଶନ ଆସନ୍ତା ୨୧ ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ଆସନ୍ତା ଜୁଲାଇ ୨୧ ତାରିଖ ସକାଳ ୧୧ ଟା…

Continue Reading୨୦୨୭ ପଞ୍ଚାୟତ-ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌: ୨୧ ତାରିଖରେ ଉଚ୍ଚସ୍ତରୀୟ ବୈଠକ, ଡୋର୍ ଟୁ ଡୋର୍ ସର୍ଭେ ଉପରେ ସମୀକ୍ଷା

ମାଲ୍ୟଗିରି ପାହାଡ଼ରେ ଫସିଥିବା ୩ ଯୁବକ ଉଦ୍ଧାର: ୨୨ ଘଣ୍ଟାର ସଂଘର୍ଷ ପରେ ମିଳିଲା ସଫଳତା

ଅନୁଗୋଳ: ଅନୁଗୋଳ ଜିଲ୍ଲା ପାଳଲହଡ଼ାସ୍ଥିତ ମାଲ୍ୟଗିରି ପାହାଡ଼ରେ ଦୀର୍ଘ ୨୨ ଘଣ୍ଟା ଧରି ଫସି ରହିବା ପରେ ୩ ଜଣ ଯୁବକଙ୍କୁ ଅଗ୍ନିଶମ ବାହିନୀ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ବୁଧବାର କେନ୍ଦୁଝର ଅଞ୍ଚଳର ୩ ଯୁବକ ବାପୁନ ମହାନ୍ତ, ଅନନ୍ତ…

Continue Readingମାଲ୍ୟଗିରି ପାହାଡ଼ରେ ଫସିଥିବା ୩ ଯୁବକ ଉଦ୍ଧାର: ୨୨ ଘଣ୍ଟାର ସଂଘର୍ଷ ପରେ ମିଳିଲା ସଫଳତା

ଅନୁଗୋଳରେ ହିଡ଼ିିସିଂ ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ଜନଶୁଣାଣି: ଆଶା ଆଶ୍ୱାସନାରେ ଚାଷୀ

ଅନୁଗୋଳ: ସ୍ଥାନୀୟ ବନ୍ତଳା ଅଞ୍ଚଳର କରଡ଼ାସିଂ ଠାରେ ପ୍ରସ୍ତାବିତ ' 'ହିଡ଼ିିସିଂ ମଧ୍ୟମ ଜଳସେଚନ ପ୍ରକଳ୍ପ' ପାଇଁ ବୁଧବାର ପରିବେଶ ସମ୍ବନ୍ଧୀୟ ଜନଶୁଣାଣି ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ…

Continue Readingଅନୁଗୋଳରେ ହିଡ଼ିିସିଂ ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ଜନଶୁଣାଣି: ଆଶା ଆଶ୍ୱାସନାରେ ଚାଷୀ

ଅନୁଗୋଳରେ ଚୋରି ଘଟଣାର ପର୍ଦ୍ଦାଫାସ: ୭ ଗିରଫ, ନଗଦ ଟଙ୍କା ଓ ସୁନା ଜବତ

ଅନୁଗୋଳ: ଅନୁଗୋଳ ପୋଲିସ ଏକ ଚୋରି ଘଟଣାର ତଦନ୍ତ କରି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗତ ଜୁଲାଇ ୨ ତାରିଖରେ ଡେରା ସ୍ଥିତ ସାର୍ଥକ ସିଂଘଲଙ୍କ କ୍ୱାର୍ଟରରୁ ଦିନ ଦ୍ୱିପହରରେ ପ୍ରାୟ ୬୦ ଗ୍ରାମ ସୁନା ଗହଣା ଚୋରି…

Continue Readingଅନୁଗୋଳରେ ଚୋରି ଘଟଣାର ପର୍ଦ୍ଦାଫାସ: ୭ ଗିରଫ, ନଗଦ ଟଙ୍କା ଓ ସୁନା ଜବତ

ନାବାଳିକା ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ଅନୁଗୋଳ: ନାବାଳିକାଙ୍କୁ ଅପହରଣ, ଦୁଷ୍କର୍ମ ପରେ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଅନୁଗୋଳ ଆଡ ହକ୍ ଏଡିଜେ ବିରଞ୍ଚି ନାରାୟଣ ମିଶ୍ର ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ପୁରୁଣାକୋଟ ଥାନା ଅନ୍ତର୍ଗତ କଣ୍ଟାବେଡ଼ା ଗାଁର ଜିତୁ…

Continue Readingନାବାଳିକା ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ଜିଲ୍ଲାସ୍ତରୀୟ ଜନଗଣନା ପୁସ୍ତିକା ପ୍ରସ୍ତୁତି ପ୍ରଶିକ୍ଷଣ: ତହସିଲଦାର, ରାଜସ୍ବ ଅଧିକାରୀଙ୍କୁ ତାଲିମ

ଅନୁଗୋଳ: ଅନୁଗୋଳ ଜିଲ୍ଲା ପ୍ରଶାସନ ଗୃହର ସମ୍ମିଳନୀ କକ୍ଷରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ଜନଗଣନା ପୁସ୍ତିକା ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ପ୍ରତାପ ପ୍ରିତୀମୟ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।…

Continue Readingଜିଲ୍ଲାସ୍ତରୀୟ ଜନଗଣନା ପୁସ୍ତିକା ପ୍ରସ୍ତୁତି ପ୍ରଶିକ୍ଷଣ: ତହସିଲଦାର, ରାଜସ୍ବ ଅଧିକାରୀଙ୍କୁ ତାଲିମ

ଜୁଲାଇ ୯ ରୁ ତିନି ଦିନିଆ ଅନୁଗୋଳ ଜିଲ୍ଲା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: କେନ୍ଦ୍ରୀୟ ବିଦ୍ୟାଳୟ ଉଦଘାଟନ, ଦିଶା ବୈଠକ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ

ଅନୁଗୋଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୁଲାଇ ୯ ତାରିଖ ଗୁରୁବାର ଠାରୁ ତିନି ଦିନ ପାଇଁ ଅନୁଗୁଳ ଜିଲ୍ଲା ଗସ୍ତରେ ଆସୁଛନ୍ତି।ଗୁରୁବାର ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅନୁଗୋଳ ଜିଲ୍ଲା ଗସ୍ତରେ ଆସି କଣିହାଁ ଏନଟିପିସିରେ ପହଞ୍ଚିବେ। ଶୁକ୍ରବାର ସକାଳ ୮…

Continue Readingଜୁଲାଇ ୯ ରୁ ତିନି ଦିନିଆ ଅନୁଗୋଳ ଜିଲ୍ଲା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: କେନ୍ଦ୍ରୀୟ ବିଦ୍ୟାଳୟ ଉଦଘାଟନ, ଦିଶା ବୈଠକ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ