ଅନୁଗୁଳରେ ଶିଶୁ ହୃଦରୋଗୀ ଚିହ୍ନଟ ଶିବିର

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ଏକ ଶିଶୁ ହୃଦରୋଗୀ ଚିହ୍ନଟ ଶିବିର ଉଦଘାଟିତ ହୋଇଯାଇଛି। ନାରାୟଣ ଇନ୍ଷ୍ଟି ଚ୍ୟୁଟ ଅଫ କାର୍ଡିଆକ ସାଇନ୍ସ, ବେଙ୍ଗାଲୁରୁର ସହାୟତାରେ ଆୟୋଜିତ ଏହି ଶିବିରକୁ ଉଦଘାଟନ କରିଥିଲେ…

Continue Readingଅନୁଗୁଳରେ ଶିଶୁ ହୃଦରୋଗୀ ଚିହ୍ନଟ ଶିବିର

କୂଅରେ ପଡ଼ିଥିବା ଛୁଆକୁ ମା’ ହାତୀ କୌଶଳ କରି ଉଦ୍ଧାର କଲା

ବଅଁରପାଳ: ମା’ର ମମତା ଆଗରେ ମୃତ୍ୟୁ ହାର ମାନିଛି। ମୋଟଙ୍ଗା ଥାନା ଅଞ୍ଚଳର କୁରୁଣ୍ଟି ଗ୍ରାମ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରାୟ ୪୦ଟି ହାତୀଙ୍କ ଏକ ଦଳ ଗୁରୁବାର ସକାଳ ୬ଟା ବେଳେ ଖଡକପ୍ରସାଦ ବ୍ରାହ୍ମଣୀ ପବ୍ଲିକ୍ ରୋଡ୍…

Continue Readingକୂଅରେ ପଡ଼ିଥିବା ଛୁଆକୁ ମା’ ହାତୀ କୌଶଳ କରି ଉଦ୍ଧାର କଲା

ରାଣୀଗୋଡାରେ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

ଅନୁଗୁଳ: ସ୍ଥାନୀୟ ରାଣୀଗୋଡା। ଗାଁ ବଗାଧର ପୀଠ ପରିସରର ବରିଷ୍ଠ ନାଗରିକ ମଞ୍ଚ ସଭାଗୃହରେ ଆଜି ସକାଳ ୧୦ଟାରୁ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ବରିଷ୍ଠ ନାଗରିକ ମଞ୍ଚ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମିଳିତ ସହଯୋଗରେ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ…

Continue Readingରାଣୀଗୋଡାରେ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

“ଚେତନା” ପକ୍ଷରୁ ବାର୍ଦ୍ଧକ୍ୟରେ ଅସ୍ଥିର ସୁରକ୍ଷା ନେଇ କର୍ମଶାଳା

ଅନୁଗୁଳ: ମାରୱାଡ଼ି ଯୁବ ଭବନ ଠାରେ ସ୍ବେଚ୍ଛାସେବୀ ସଂଗଠନ ଚେତନା ଏ ମିଶନ ପକ୍ଷରୁ ସ୍ବାସ୍ଥ୍ୟ ସମ୍ପର୍କିତ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ବାର୍ଦ୍ଧକ୍ୟରେ ଅସ୍ଥିର ସୁରକ୍ଷା ବିଷୟ ଉପରେ ଆୟୋଜିତ ଏହି କର୍ମଶାଳାକୁ ଉଦଘାଟନ କରିଥିଲେ ଅନୁଗୁଳ ସିଡିଏମଓ ଡ଼ା…

Continue Reading“ଚେତନା” ପକ୍ଷରୁ ବାର୍ଦ୍ଧକ୍ୟରେ ଅସ୍ଥିର ସୁରକ୍ଷା ନେଇ କର୍ମଶାଳା

ଭିନ୍ନକ୍ଷମ ସାଇକେଲ ମିଳୁନି, ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ

ବଇଣ୍ଡା: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ତିତିରାକଟା ଗ୍ରାମର ୭୦ ପ୍ରତିଶତ ଭିନ୍ନକ୍ଷମ ମହିଳା ନୀଳାବତୀ ସାହୁଙ୍କୁ ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମ ସାଇକେଲ ଯୋଗାଇ ଦିଆଯାଇନାହିଁ। ଦୀର୍ଘ ବର୍ଷ ଧରି ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ…

Continue Readingଭିନ୍ନକ୍ଷମ ସାଇକେଲ ମିଳୁନି, ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ

ମାଙ୍କଡ଼ା ନଦୀବନ୍ଧ ବିରୋଧରେ ୫ ହଜାରରୁ ଊର୍ଦ୍ଧ୍ଵ ଲୋକଙ୍କ ଶୋଭାଯାତ୍ରା

ପାଳଲହଡ଼ା: ପ୍ରସ୍ତାବିତ ମାଙ୍କଡ଼ା ମଧ୍ୟମ ଜଳସେଚନ ପ୍ରକଳ୍ପକୁ ବନ୍ଦ କରିବା ଦାବିରେ ମାଙ୍କଡ଼ା ନଦୀବନ୍ଧ ବିରୋଧୀ ସଂଗ୍ରାମୀ ସଂଗଠନ ପକ୍ଷରୁ ବୁଧବାର ୨୦ଟି ଗ୍ରାମର ୫ ହଜାରରୁ ଊର୍ଦ୍ଧ୍ଵ ମହିଳା ଓ ପୁରୁଷ ଉଦିତନଗରଠାରୁ ଶୋଭାଯାତ୍ରା ବାହାର କରି ପାଳଲହଡ଼ା ବଜାର…

Continue Readingମାଙ୍କଡ଼ା ନଦୀବନ୍ଧ ବିରୋଧରେ ୫ ହଜାରରୁ ଊର୍ଦ୍ଧ୍ଵ ଲୋକଙ୍କ ଶୋଭାଯାତ୍ରା

ବାଘ ପାଦଚିହ୍ନ କାରଣରୁ ଗ୍ରାମରେ ଆତଙ୍କ

ବଇଣ୍ଡା: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳର ସଦାନନ୍ଦପୁର ଗ୍ରାମରେ ବୁଧବାର ଏକ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଗ୍ରାମ ନିକଟରେ ଧଣ୍ଡାତୋପା ଜଙ୍ଗଲ ଲାଗି ରହିଛି…

Continue Readingବାଘ ପାଦଚିହ୍ନ କାରଣରୁ ଗ୍ରାମରେ ଆତଙ୍କ

ନାବାଳିକାକୁ ଅସଦାଚରଣ: ଅଭିଯୁକ୍ତ ମାମୁଁକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ: ନାବାଳିକାକୁ ଅସଦାଚରଣ କରିଥିବା ଅଭିଯୁକ୍ତ ମାମୁଁ ସୁଦିପ ଓରଫ ଟେଙ୍କାରୁ ଗୋଛାୟତକୁ ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ବିରଞ୍ଚି ନାରାୟଣ ଜେନା ୨୫ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୫ ହଜାର ଟଙ୍କା ଜୋରିମାନା ବିଧାନ କରିଛନ୍ତି।…

Continue Readingନାବାଳିକାକୁ ଅସଦାଚରଣ: ଅଭିଯୁକ୍ତ ମାମୁଁକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ

ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ଏଡିଭିର ସହାୟତା ନେବାକୁ ସ୍ମାରକ ଦେଲା ସଂଘ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ହେଉଥିବା ବେଳେ ପୂର୍ବତନ ସୈନିକ ସଂଘ ବା ଏଡ଼ିଭିର ସଦସ୍ୟ ମାନେ ଏଥିରେ ସାମିଲ ହେବାକୁ ଇଚ୍ଛା ପ୍ରକଟ କରିଛନ୍ତି। ଏଡିଭିର ସଭାପତି ଅନିଲ ମହାନ୍ତି ଏକ…

Continue Readingବାତ୍ୟା ମୋନ୍ଥାର ମୁକାବିଲା ପାଇଁ ଏଡିଭିର ସହାୟତା ନେବାକୁ ସ୍ମାରକ ଦେଲା ସଂଘ

ଯୁବତୀଙ୍କୁ ଅସଦାଚରଣ ଉଦ୍ୟମ ମହଙ୍ଗା ପଡ଼ିଲା: ରଙ୍ଗମିସ୍ତ୍ରୀ ଗିରଫ

ଅନୁଗୁଳ: ଯୁବତୀଙ୍କ ଘରେ ପଶି ଅସଦାଚରଣ ଉଦ୍ୟମ କରିବାରୁ ଟାଉନ୍ ଥାନା ପୋଲିସ୍ ରଙ୍ଗମିସ୍ତ୍ରୀ ଦୁଷ୍ମନ୍ତ ପ୍ରଧାନ (୩୦, ଖିଣ୍ଡା ଗ୍ରାମ, ବନ୍ତଳା ଥାନା)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଠିକାଦାରଙ୍କ ଜରିଆରେ ସିମିଳିପଡ଼ାର ଏକ ଘରେ ରଙ୍ଗ କାମ…

Continue Readingଯୁବତୀଙ୍କୁ ଅସଦାଚରଣ ଉଦ୍ୟମ ମହଙ୍ଗା ପଡ଼ିଲା: ରଙ୍ଗମିସ୍ତ୍ରୀ ଗିରଫ