ନୂଆହତା ଓଭରବ୍ରିଜ୍ ନିକଟରେ ସଡ଼କ ସୁରକ୍ଷା ସଚେତନତା: ବେଗ ନିୟନ୍ତ୍ରଣ ଓ ସିଟ୍ ବେଲ୍ଟ ଉପରେ ଗୁରୁତ୍ୱ

ଅନୁଗୁଳ: ନୂତନ ୫୫ ନଂ ଜାତୀୟ ରାଜପଥରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଛି। ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଓଭରବ୍ରିଜ୍ ନିକଟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ…

Continue Readingନୂଆହତା ଓଭରବ୍ରିଜ୍ ନିକଟରେ ସଡ଼କ ସୁରକ୍ଷା ସଚେତନତା: ବେଗ ନିୟନ୍ତ୍ରଣ ଓ ସିଟ୍ ବେଲ୍ଟ ଉପରେ ଗୁରୁତ୍ୱ

ପ୍ରାକୃତିକ ସମ୍ପଦ ଓ ପରିବେଶ ସୁରକ୍ଷା ପାଇଁ ‘ଲୋକାଧିକାର ଯାତ୍ରା’: ଛେଣ୍ଡିପଦାରେ ଭବ୍ୟ ସ୍ୱାଗତ

ଅନୁଗୁଳ: ଜଳ, ଜମି ଓ ଜଙ୍ଗଲକୁ ସାଧାରଣ ମଣିଷର ମୌଳିକ ଅଧିକାର ଭାବେ ସାବ୍ୟସ୍ତ କରିବା ଏବଂ ପ୍ରକୃତିର ସୁରକ୍ଷା ପାଇଁ ଓଡ଼ିଶାର କୋଣ ଅନୁକୋଣରେ ଏବେ ଅଧିକାରର ସ୍ୱର ଗୁଞ୍ଜରିତ ହେଉଛି। ଏହି ପରିପ୍ରେକ୍ଷୀରେ ଗତ ଫେବ୍ରୁଆରି ୨୫ ତାରିଖରୁ…

Continue Readingପ୍ରାକୃତିକ ସମ୍ପଦ ଓ ପରିବେଶ ସୁରକ୍ଷା ପାଇଁ ‘ଲୋକାଧିକାର ଯାତ୍ରା’: ଛେଣ୍ଡିପଦାରେ ଭବ୍ୟ ସ୍ୱାଗତ

ତାଳଚେର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଜନ୍ତାଳ ପୂଜା: ପତିଆରଙ୍କ ଦେହରେ ଆବିଷ୍ଟ ହେଲେ ମା’

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ଆରାଧ୍ୟା ଦେବୀ ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଜନ୍ତାଳ ପର୍ବ ରବିବାର ଗୋପାଳପ୍ରସାଦସ୍ଥିତ ମା’ କୁଟେଇଶୁଣୀ ପୀଠ ପରିସରରେ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଛି। ପରମ୍ପରା ଅନୁଯାୟୀ, ମଧ୍ୟାହ୍ନ ପ୍ରାୟ ୧୨ଟା ୪୫…

Continue Readingତାଳଚେର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଜନ୍ତାଳ ପୂଜା: ପତିଆରଙ୍କ ଦେହରେ ଆବିଷ୍ଟ ହେଲେ ମା’

ସାତକୋଶିଆ ଗଣ୍ଡକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଜନ ଆନ୍ଦୋଳନ: ବିଶ୍ୱ ଜଳ ଦିବସରେ ‘ସାଥୀ ପରିବାର’ର ଅଭିନବ ପ୍ରୟାସ

ଅନୁଗୁଳ : ସାତକୋଶିଆ ଗଣ୍ଡର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଜୈବବିବିଧତା ପ୍ରତି ବିପଦ ସାଜିଥିବା ପ୍ଲାଷ୍ଟିକ ଆବର୍ଜନାକୁ ଦୂର କରିବା ପାଇଁ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି। ପ୍ଲାଷ୍ଟିକର ଅନିୟନ୍ତ୍ରିତ ବ୍ୟବହାର ଯୋଗୁଁ ବିଶେଷ କରି ବନିକେୟୀ ପୀଠ…

Continue Readingସାତକୋଶିଆ ଗଣ୍ଡକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଜନ ଆନ୍ଦୋଳନ: ବିଶ୍ୱ ଜଳ ଦିବସରେ ‘ସାଥୀ ପରିବାର’ର ଅଭିନବ ପ୍ରୟାସ

ବିଲ୍ କଲେକ୍ସନ ପାଇଁ ଯାଉଥିବା ବେଳେ ଘଟିଲା ଅଘଟଣ: ଦୁର୍ଘଟଣାରେ ଟାଟା ପାୱାର କର୍ମଚାରୀଙ୍କ ମୃତ୍ୟୁ

ଅନୁଗୁଳ: ​ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରୀ ଜମ୍ବୁବନ୍ଧ ଛକ ନିକଟରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁଇଟି ବାଇକ୍ ମଧ୍ୟରେ ମୁହାମୁହିଁ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତିଙ୍କର ଅକାଳ ବିୟୋଗ ଘଟିଛି। ମୃତକ ଜଣକ ହେଲେ…

Continue Readingବିଲ୍ କଲେକ୍ସନ ପାଇଁ ଯାଉଥିବା ବେଳେ ଘଟିଲା ଅଘଟଣ: ଦୁର୍ଘଟଣାରେ ଟାଟା ପାୱାର କର୍ମଚାରୀଙ୍କ ମୃତ୍ୟୁ

ଅନୁଗୁଳ ଛେଣ୍ଡିପଦାରେ ୧୭୨ କୋଟିର ବିକାଶମୂଳକ ଯୋଜନା: ଜନସାଧାରଣଙ୍କ ସେବାରେ କେନ୍ଦ୍ରମନ୍ତ୍ରୀ

ଅନୁଗୁଳ : ଗ୍ରାମାଞ୍ଚଳର ଭିତ୍ତିଭୂମି ସୁଦୃଢ଼ କରିବା ସହ ଜନସାଧାରଣଙ୍କ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାଠାରେ ବିଶାଳ ବିକାଶମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ ପ୍ରାୟ ୧୭୨…

Continue Readingଅନୁଗୁଳ ଛେଣ୍ଡିପଦାରେ ୧୭୨ କୋଟିର ବିକାଶମୂଳକ ଯୋଜନା: ଜନସାଧାରଣଙ୍କ ସେବାରେ କେନ୍ଦ୍ରମନ୍ତ୍ରୀ

ଅନୁଗୁଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ କ୍ୟାମ୍ପସ୍ ନିଯୁକ୍ତି: ୧୩ ଜଣ ଛାତ୍ରଛାତ୍ରୀ ମନୋନୀତ

ଅନୁଗୁଳ: ଅନୁଗୁଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ବୃତ୍ତିଗତ ପରାମର୍ଶ କେନ୍ଦ୍ର, ନିଯୁକ୍ତି କୋଷ ଏବଂ ଏମସିଏ ବିଭାଗର ମିଳିତ ଆନୁକୂଲ୍ୟରେ ଏକ କ୍ୟାମ୍ପସ୍ ନିଯୁକ୍ତି ଅଭିଯାନ ସଫଳତାର ସହ ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର (ଡକ୍ଟର) ବସନ୍ତ କୁମାର ସାହୁ…

Continue Readingଅନୁଗୁଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ କ୍ୟାମ୍ପସ୍ ନିଯୁକ୍ତି: ୧୩ ଜଣ ଛାତ୍ରଛାତ୍ରୀ ମନୋନୀତ

ଡେରଜାଙ୍ଗ ଡ୍ୟାମ୍‌ରେ ବୋଟିଂ ସୁବିଧାର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

​ଅନୁଗୁଳ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୁଳ ଜିଲ୍ଲା ଡେରଜାଙ୍ଗ ଠାରେ ନୂତନ ‘ବୋଟିଂ ସୁବିଧା’ର ଉଦ୍‌ଘାଟନ କରିଛନ୍ତି। ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଦ୍ୱାରା ଜିଲ୍ଲାର ପର୍ଯ୍ୟଟନ ଶିଳ୍ପ ସମୃଦ୍ଧ ହେବା…

Continue Readingଡେରଜାଙ୍ଗ ଡ୍ୟାମ୍‌ରେ ବୋଟିଂ ସୁବିଧାର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରସାୟନ ବିଜ୍ଞାନ ସେମିନାର: ଡ୍ରଗ୍ ରିସର୍ଚ୍ଚ ଉପରେ ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଲେ IICTର ମୁଖ୍ୟ ବୈଜ୍ଞାନିକ

ଅନୁଗୁଳ: ସ୍ଥାନୀୟ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ଆଜି ବାର୍ଷିକ ସେମିନାର ସଫଳତାର ସହ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ ଓ ବିଦ୍ୟାର୍ଥୀଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା।…

Continue Readingରସାୟନ ବିଜ୍ଞାନ ସେମିନାର: ଡ୍ରଗ୍ ରିସର୍ଚ୍ଚ ଉପରେ ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଲେ IICTର ମୁଖ୍ୟ ବୈଜ୍ଞାନିକ

ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହେଲା ମା’ ବାୟାଣୀଙ୍କ ବାର୍ଷିକ ପୂଜା ଓ ଯାତ୍ରା: ସୁସଜ୍ଜିତ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ ବାୟାଣୀ

ଅନୁଗୁଳ: ଛେଣ୍ଡିପଦା ବ୍ଲକ୍ ପାତ୍ରପଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା' ବାୟଣୀଙ୍କ ବାର୍ଷିକ ପୂଜା ଓ ଯାତ୍ରା ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି। ଦେବୀନଗର ପାହାଡ଼ର ପାଦ ଦେଶରେ ପୂଜା ପାଉଛନ୍ତି ଦେବୀ ମା’ ବାୟାଣୀ। ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଭକ୍ତିମୟ…

Continue Readingଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହେଲା ମା’ ବାୟାଣୀଙ୍କ ବାର୍ଷିକ ପୂଜା ଓ ଯାତ୍ରା: ସୁସଜ୍ଜିତ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ ବାୟାଣୀ